Tag Archives: snake

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ ଚୋଟରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ପୁରୀ ସଦର ଥାନା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭ ଫୁଟ ଲମ୍ବର ଏକ ଅଜଗରକୁ ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରିଛନ୍ତି।…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ ରହିଥିଲେ। ପ୍ରଥମେ ସାପ ଧରାଳି ବିକି ଦୁବେଙ୍କୁ ବାନ୍ଦ୍ରା ଓ୍ବେଷ୍ଟସ୍ଥିତ ବଙ୍ଗଳାକୁ ଡକାଯାଇଥିବାବେଳେ…

ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରେ ନାଗ ସାପ, ଖୋଲିବା ମାତ୍ରେ କଲା ସୁ ସୁ ଗର୍ଜନ, ଭିଡିଓ ଦେଖିଲେ…

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ସାଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ବ୍ୟାଗରୁ ହଠାତ୍‌ ଏକ ସାପ ବାହାରିଲା। ବିଷାକ୍ତ ସାପ ଦେଖିବା ପରେ ଶ୍ରେଣୀଗୃହରେ ଆତଙ୍କ ଖେଳିଗଲା ଏବଂ ପିଲାମାନେ ଭୟରେ ବାହାରକୁ ଦୌଡ଼ି ପଳାଇଲେ। ଏହି…

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ ପ୍ରଜାତିର ସାପ ଅଛନ୍ତି, ଯେଉଁଥିରୁ କିଛି ଅତ୍ୟନ୍ତ ବିଷାକ୍ତ। ଏକ ରିପୋର୍ଟ ଅନୁଯାୟୀ,…

ଆର୍‌ଟିଓ ଅଫିସରେ ନାଗସାପ, ଜାଲରେ ପଡ଼ିଲା ବିରାଟକାୟ ବୋଡ଼ା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ବର୍ଷା ପାଇଁ ସାପ ଗାତ ଭିତରୁ ବାହାରି ଘର ଭିତରକୁ ବେଳେବେଳେ ଚାଲି ଆସୁଛନ୍ତି। ବୁଧବାର ଗଞ୍ଜାମ ଜିଲାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଥିବା ଏକ ସ୍କୁଟି ି ଭିତରେ ନାଗ ସାପ ପଶିଯାଇଥିଲା। ଏହାପରେ ବନ…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି ସାପକୁ ଦଉଡ଼ି ପରି ବୁଲାନ୍ତି ତେବେ ଭାବିଲେ କ’ଣ ହେବ? ସୋସିଆଲ ମିଡିଆରେ…

ମୂଷା ପାଇଁ ବସିଥିଲା ଯନ୍ତା, ପଡ଼ିଲା ବିରାଟ ନାଗ, ସୁ ସୁ ଗର୍ଜନ ଶୁଣି…

ଭୁବନେଶ୍ୱର,୨୫ା୨: ମୂଷା ଯନ୍ତାରେ ପଡ଼ିଛି ଏକ ବିରାଟ ନାଗ ସାପ। ଭୁବନେଶ୍ୱର ଶୈଳଶ୍ରୀ ବିହାର ଏଚ୍‌ଆଇଜି-୧୧୬ ଘରେ ରହୁଥିବା ସୋମ ପଟେଲଙ୍କ ଘରେ ମୂଷା ଧରିବା ପାଇଁ ଏକ ଯନ୍ତା ବସାଯାଇଥିଲା। ବୁଧବାର ସକାଳୁ ଯନ୍ତା ଭିତରେ ସୁ ସୁ ଗର୍ଜନ…

ପୋଲିସ ଧରିବାରୁ ସାପ ନେଇ ଆସିଲେ ମଦ୍ୟପ ଅଟୋ ଡ୍ରାଇଭର! ଡକ୍ୟୁମେଣ୍ଟ ଦେଖାଇବାକୁ କହିବାରୁ ଦେଲେ ଧମକ

ହାଇଦ୍ରାବାଦ,୪।୨: ଶୁକ୍ରବାର ରାତିରେ ହାଇଦ୍ରାବାଦର ପୁରୁଣା ସହରରେ ଟ୍ରାଫିକ ପୋଲିସର ଏକ ଭୟଙ୍କର ଅଭିଜ୍ଞତା ଥିଲା ଯେତେବେଳେ ନିୟମିତ ଚେକିଂ ଅଭିଯାନ ସମୟରେ, ଜଣେ ମଦ୍ୟପ ଅଟୋ ଚାଳକ ଏପରି ଏକ କାର୍ଯ୍ୟ କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଯେତେବେଳେ…

ହଠାତ୍‌ ଅଫିସରେ ପଶିଗଲା ସାପ, ନିର୍ଭୟରେ ଧରି ପକାଇଲେ ଯୁବତୀ, ଭାଇରାଲ ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହା ଲୋକଙ୍କୁ ସ୍ତବ୍ଧ କରିଦିଏ କିମ୍ବା ପ୍ରଶଂସାରେ ପୋତି ପକାଇବାକୁ ବାଧ୍ୟ କରେ। କେତେବେଳେ ଜଣେ ବ୍ୟକ୍ତି ନିଜ ସାହସରେ ହୃଦୟ ଜିତିଥାଏ, ଆଉ କେତେବେଳେ ତାଙ୍କ ଉପସ୍ଥିତି…

୧୨ ଫୁଟର ବୋଡ଼ା, ୭ ଫୁଟର ନାଗ ସାପ ଉଦ୍ଧାର, ଓଜନ ରହିଛି…

ଭଞ୍ଜନଗର,୧୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍‌ଆଇ ଲକ୍ଷ୍ମୀଧର ମହାନ୍ତି ଓ ପୋଲିସ ଟିମ୍‌ ରାତିରେ ସହରରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଚକରା ବିଷୋୟୀ ଛକ ଏସ୍‌ବିଆଇ ଏଟିଏମ୍‌ ନିକଟରେ ଏକ ବିରାଟ ବୋଡ଼ା ସାପ ରାସ୍ତା ପାର…

ଲଙ୍କାଧୂଆଁ ଦେଇ ନାଗସାପକୁ ଜଗିଲେ ୮ ଘଣ୍ଟା, ବର୍ଷାଦିନରେ ସମସ୍ୟା ଆଣୁଛି…

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ବର୍ଷାଋତୁରେ ଗାତଗୁଡ଼ିକରେ ପାଣି ଭର୍ତ୍ତି ହୋଇଯାଉଛି। ଫଳରେ ସାପମାନେ ଗାତ ଭିତରୁ ବାହାରି ଏଣେତେଣେ ଘୂରି ବୁଲୁଛନ୍ତି। ଏହି ସମୟରେ ସେମାନଙ୍କ ଆକ୍ରମଣରେ ଲୋକେ ମୃତ୍ୟୁବରଣ କରୁଛନ୍ତି। ଏଥିସହ ଲୋକେ ମଧ୍ୟ ସାପକୁ ବାଡ଼ାଇ ମାରିଦେଉଛନ୍ତି। ତେଣୁ ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?