ପିପୁଲ୍ସ କଲେଜରେ ଚାଲିଥିଲା ରେଡ୍କ୍ରସ୍ ଦିବସ ପାଳନ: ଏହି ସମୟରେ ପଶିଗଲା ନାଗ, ଆଉ ତା’ ପରେ…
ଭଞ୍ଜନଗର/ବୁଗୁଡ଼ା,୮ା୫(ବାବୁଲା ପ୍ରଧାନ/କାଳୀ ଚରଣ ଦାସ): ଗ୍ରୀଷ୍ମ ଛୁଟି ଯୋଗୁ କଲେଜ ଏବଂ ସ୍କୁଲଗୁଡ଼ିକ ବର୍ତ୍ତମାନ ବନ୍ଦ ଅଛି। ଅଧ୍ୟାପକ ଏବଂ ଶିକ୍ଷକମାନେ ରୋଷ୍ଟର ଡ୍ୟୁଟିରେ ଯାଇ ଅଫିସ କିମ୍ବା କମନ ରୁମ୍ରେ ବସୁଛନ୍ତି। ଶ୍ରେଣୀଗୁଡ଼ିକ ବନ୍ଦ ଯୋଗୁ କେଉଁଠି କ୍ଲାସ ରୁମ୍…
ସାହସୀ ଝିଅ: ବିନା ଭୟରେ ଧରନ୍ତି ବିଷାକ୍ତ ସାପ, ଏପର୍ଯ୍ୟନ୍ତ ଧରି ସାରିଲେଣି…
ଜୟପୁର,୧୯ା୨: ରାଜସ୍ଥାନର ପୁଷ୍କରରେ ଜଣେ ସାହସୀ ଝିଅ ଅଛନ୍ତି, ଯିଏ ସାପକୁ ଭୟ କରନ୍ତି ନାହିଁ ବରଂ ସାପମାନଙ୍କ ସହ ଆରାମରେ ଖେଳିପାରନ୍ତି। ସାଧାରଣ ଲୋକମାନେ ବିଷାକ୍ତ ସାପ ଦେଖି ଦୌଡ଼ି ପଳାଉଥିବାବେଳେ, ଏହି ଝିଅଟି ସେଗୁଡ଼ିକୁ ହାତରେ ଧରନ୍ତି। ଆମେ…
ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍ କ୍ଲାସ୍ରୁମ୍ ଏସିରୁ ବାହାରିଲା ସାପ, ଆଉ ତା’ ପରେ…
ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍ରୁମ୍ର ଏସିରୁ ହଠାତ୍ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ ବେଞ୍ଚ ଉପରକୁ ଚଢ଼ିଯାଇଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ରେକର୍ଡ ହୋଇଥିବା ଏହି ଘଟଣାର ଏକ ଭିଡିଓ…
ଅଜଗରକୁ ମାରି ଘୋଷାଡ଼ି ଘୋଷାଡ଼ି ନେଲେ ଲୋକେ, ଆଉ ତା’ ପରେ…
ବାରିପଦା,୧୪ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ କୁଳିଅଣା ବ୍ଲକ ଅଞ୍ଚଳରେ ଏକ ଅଜଗର ସାପକୁ ଲୋକେ ମାରିଦେଇଛନ୍ତି । ବିଲୁପ୍ତପ୍ରାୟ ପ୍ରାଣୀ-୧ (ସିଡ୍ୟୁଲ୍ଡ-୧) ପ୍ରଜାତିର ଅଜଗରକୁ ମାରି କିଛି ଲୋକ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦୃଶ୍ୟ…
ସାପକୁ ଖେଳନା ଭାବି କାମୁଡ଼ି ୨ ଖଣ୍ଡ କରିଦେଲା ବର୍ଷକର ଶିଶୁ, ଆଉ ତା’ ପରେ…
ପାଟ୍ନା,୨୧ା୮: ବିହାରର ଗୟା ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ବର୍ଷକର ଶିଶୁ ଗୋଟିଏ ସାପକୁ ଖେଳନା ଭାବି କାମୁଡ଼ି ଦୁଇ ଖଣ୍ଡ କରିଦେଇଛି। ଫଳରେ ସାପଟିର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ଶିଶୁଟି ବଞ୍ଚିଯାଇଛି। ପିଲାଟି…
ଛେଳିକୁ ଗିଳିଦେଲା ଅଜଗର
ଖଲ୍ଲିକୋଟ,୨୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍ଏସିର ୮ ନମ୍ବର ଓ୍ବାର୍ଡ ଶ୍ୟାମସୁନ୍ଦରପୁରରେ ରବିବାରରେ ଏକ ଛେଳିକୁ ଅଜଗର ସାପ ଗିଳି ଦେଇଥିବା ଦେଖିବାକୁ ମିଳିଛି। ଖଲ୍ଲିକୋଟ ଶ୍ୟାମସୁନ୍ଦରପୁର ଗ୍ରାମର ମା’ ବ୍ରାହ୍ମଣୀ ଦେବୀ ମନ୍ଦିର ନିକଟରେ ଛେଳି ଚାଷୀ…
ସରକାରୀ ସ୍କୁଲରୁ ୩ ଦିନରେ ବାହାରିଲା ୩ ଡର୍ଜନରୁ ଅଧିକ ବିଷାକ୍ତ ସାପ
କଟିହାର, ୧୨।୦୭: ତିନିଦିନ ମଧ୍ୟରେ ଏକ ସରକାରୀ ସ୍କୁଲରୁ ୩ ଡର୍ଜନରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରାଯାଇଛି । ବିହାରର କଟିହାରରେ ଏପରି ଘଟଣା ଦେଖିବାକୁ ମିଳିଛି । ସ୍କୁଲର ଶିକ୍ଷକମାନେ ଏହି ସାପଗୁଡ଼ିକୁ ଉଦ୍ଧାର କରିଛନ୍ତି । ଫଳରେ…
ସାପକାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ବି ଗୁଣିଆ ଲଗାଇ ଝଡ଼ାଫୁଙ୍କା
ପାଟଣା,୮ା୭(ବୀରକିଶୋର ଦାଶ): ବିଜ୍ଞାନ ଯୁଗରେ ଏବେ ବି କେତେକ ଲୋକ ଅନ୍ଧବିଶ୍ୱାସର ବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଥିବା ଦେଖିବାକୁ ମିଳୁଛି। ଏଭଳି କରୁଣ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପୁଟିଳୀଆ ଗ୍ରାମରେ ଜଣେ ନାବାଳକ ସାପ କାମୁଡ଼ାରେ…

