Tag Archives: snake

ମୂଷା ପାଇଁ ବସିଥିଲା ଯନ୍ତା, ପଡ଼ିଲା ବିରାଟ ନାଗ, ସୁ ସୁ ଗର୍ଜନ ଶୁଣି…

ଭୁବନେଶ୍ୱର,୨୫ା୨: ମୂଷା ଯନ୍ତାରେ ପଡ଼ିଛି ଏକ ବିରାଟ ନାଗ ସାପ। ଭୁବନେଶ୍ୱର ଶୈଳଶ୍ରୀ ବିହାର ଏଚ୍‌ଆଇଜି-୧୧୬ ଘରେ ରହୁଥିବା ସୋମ ପଟେଲଙ୍କ ଘରେ ମୂଷା ଧରିବା ପାଇଁ ଏକ ଯନ୍ତା ବସାଯାଇଥିଲା। ବୁଧବାର ସକାଳୁ ଯନ୍ତା ଭିତରେ ସୁ ସୁ ଗର୍ଜନ…

ପୋଲିସ ଧରିବାରୁ ସାପ ନେଇ ଆସିଲେ ମଦ୍ୟପ ଅଟୋ ଡ୍ରାଇଭର! ଡକ୍ୟୁମେଣ୍ଟ ଦେଖାଇବାକୁ କହିବାରୁ ଦେଲେ ଧମକ

ହାଇଦ୍ରାବାଦ,୪।୨: ଶୁକ୍ରବାର ରାତିରେ ହାଇଦ୍ରାବାଦର ପୁରୁଣା ସହରରେ ଟ୍ରାଫିକ ପୋଲିସର ଏକ ଭୟଙ୍କର ଅଭିଜ୍ଞତା ଥିଲା ଯେତେବେଳେ ନିୟମିତ ଚେକିଂ ଅଭିଯାନ ସମୟରେ, ଜଣେ ମଦ୍ୟପ ଅଟୋ ଚାଳକ ଏପରି ଏକ କାର୍ଯ୍ୟ କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଯେତେବେଳେ…

ହଠାତ୍‌ ଅଫିସରେ ପଶିଗଲା ସାପ, ନିର୍ଭୟରେ ଧରି ପକାଇଲେ ଯୁବତୀ, ଭାଇରାଲ ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହା ଲୋକଙ୍କୁ ସ୍ତବ୍ଧ କରିଦିଏ କିମ୍ବା ପ୍ରଶଂସାରେ ପୋତି ପକାଇବାକୁ ବାଧ୍ୟ କରେ। କେତେବେଳେ ଜଣେ ବ୍ୟକ୍ତି ନିଜ ସାହସରେ ହୃଦୟ ଜିତିଥାଏ, ଆଉ କେତେବେଳେ ତାଙ୍କ ଉପସ୍ଥିତି…

୧୨ ଫୁଟର ବୋଡ଼ା, ୭ ଫୁଟର ନାଗ ସାପ ଉଦ୍ଧାର, ଓଜନ ରହିଛି…

ଭଞ୍ଜନଗର,୧୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍‌ଆଇ ଲକ୍ଷ୍ମୀଧର ମହାନ୍ତି ଓ ପୋଲିସ ଟିମ୍‌ ରାତିରେ ସହରରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଚକରା ବିଷୋୟୀ ଛକ ଏସ୍‌ବିଆଇ ଏଟିଏମ୍‌ ନିକଟରେ ଏକ ବିରାଟ ବୋଡ଼ା ସାପ ରାସ୍ତା ପାର…

ଲଙ୍କାଧୂଆଁ ଦେଇ ନାଗସାପକୁ ଜଗିଲେ ୮ ଘଣ୍ଟା, ବର୍ଷାଦିନରେ ସମସ୍ୟା ଆଣୁଛି…

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ବର୍ଷାଋତୁରେ ଗାତଗୁଡ଼ିକରେ ପାଣି ଭର୍ତ୍ତି ହୋଇଯାଉଛି। ଫଳରେ ସାପମାନେ ଗାତ ଭିତରୁ ବାହାରି ଏଣେତେଣେ ଘୂରି ବୁଲୁଛନ୍ତି। ଏହି ସମୟରେ ସେମାନଙ୍କ ଆକ୍ରମଣରେ ଲୋକେ ମୃତ୍ୟୁବରଣ କରୁଛନ୍ତି। ଏଥିସହ ଲୋକେ ମଧ୍ୟ ସାପକୁ ବାଡ଼ାଇ ମାରିଦେଉଛନ୍ତି। ତେଣୁ ଅନ୍ୟ…

ପିପୁଲ୍ସ କଲେଜରେ ଚାଲିଥିଲା ରେଡ୍‌କ୍ରସ୍‌ ଦିବସ ପାଳନ: ଏହି ସମୟରେ ପଶିଗଲା ନାଗ, ଆଉ ତା’ ପରେ…

ଭଞ୍ଜନଗର/ବୁଗୁଡ଼ା,୮ା୫(ବାବୁଲା ପ୍ରଧାନ/କାଳୀ ଚରଣ ଦାସ): ଗ୍ରୀଷ୍ମ ଛୁଟି ଯୋଗୁ କଲେଜ ଏବଂ ସ୍କୁଲଗୁଡ଼ିକ ବର୍ତ୍ତମାନ ବନ୍ଦ ଅଛି। ଅଧ୍ୟାପକ ଏବଂ ଶିକ୍ଷକମାନେ ରୋଷ୍ଟର ଡ୍ୟୁଟିରେ ଯାଇ ଅଫିସ କିମ୍ବା କମନ ରୁମ୍‌ରେ ବସୁଛନ୍ତି। ଶ୍ରେଣୀଗୁଡ଼ିକ ବନ୍ଦ ଯୋଗୁ କେଉଁଠି କ୍ଲାସ ରୁମ୍‌…

ସାହସୀ ଝିଅ: ବିନା ଭୟରେ ଧରନ୍ତି ବିଷାକ୍ତ ସାପ, ଏପର୍ଯ୍ୟନ୍ତ ଧରି ସାରିଲେଣି…

ଜୟପୁର,୧୯ା୨: ରାଜସ୍ଥାନର ପୁଷ୍କରରେ ଜଣେ ସାହସୀ ଝିଅ ଅଛନ୍ତି, ଯିଏ ସାପକୁ ଭୟ କରନ୍ତି ନାହିଁ ବରଂ ସାପମାନଙ୍କ ସହ ଆରାମରେ ଖେଳିପାରନ୍ତି। ସାଧାରଣ ଲୋକମାନେ ବିଷାକ୍ତ ସାପ ଦେଖି ଦୌଡ଼ି ପଳାଉଥିବାବେଳେ, ଏହି ଝିଅଟି ସେଗୁଡ଼ିକୁ ହାତରେ ଧରନ୍ତି। ଆମେ…

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ ବେଞ୍ଚ ଉପରକୁ ଚଢ଼ିଯାଇଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ରେକର୍ଡ ହୋଇଥିବା ଏହି ଘଟଣାର ଏକ ଭିଡିଓ…

ଅଜଗରକୁ ମାରି ଘୋଷାଡ଼ି ଘୋଷାଡ଼ି ନେଲେ ଲୋକେ, ଆଉ ତା’ ପରେ…

ବାରିପଦା,୧୪ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ କୁଳିଅଣା ବ୍ଲକ ଅଞ୍ଚଳରେ ଏକ ଅଜଗର ସାପକୁ ଲୋକେ ମାରିଦେଇଛନ୍ତି । ବିଲୁପ୍ତପ୍ରାୟ ପ୍ରାଣୀ-୧ (ସିଡ୍ୟୁଲ୍ଡ-୧) ପ୍ରଜାତିର ଅଜଗରକୁ ମାରି କିଛି ଲୋକ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦୃଶ୍ୟ…

ସାପକୁ ଖେଳନା ଭାବି କାମୁଡ଼ି ୨ ଖଣ୍ଡ କରିଦେଲା ବର୍ଷକର ଶିଶୁ, ଆଉ ତା’ ପରେ…

ପାଟ୍‌ନା,୨୧ା୮: ବିହାରର ଗୟା ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ବର୍ଷକର ଶିଶୁ ଗୋଟିଏ ସାପକୁ ଖେଳନା ଭାବି କାମୁଡ଼ି ଦୁଇ ଖଣ୍ଡ କରିଦେଇଛି। ଫଳରେ ସାପଟିର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ଶିଶୁଟି ବଞ୍ଚିଯାଇଛି। ପିଲାଟି…

ଛେଳିକୁ ଗିଳିଦେଲା ଅଜଗର

ଖଲ୍ଲିକୋଟ,୨୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସିର ୮ ନମ୍ବର ଓ୍ବାର୍ଡ ଶ୍ୟାମସୁନ୍ଦରପୁରରେ ରବିବାରରେ ଏକ ଛେଳିକୁ ଅଜଗର ସାପ ଗିଳି ଦେଇଥିବା ଦେଖିବାକୁ ମିଳିଛି। ଖଲ୍ଲିକୋଟ ଶ୍ୟାମସୁନ୍ଦରପୁର ଗ୍ରାମର ମା’ ବ୍ରାହ୍ମଣୀ ଦେବୀ ମନ୍ଦିର ନିକଟରେ ଛେଳି ଚାଷୀ…

ସରକାରୀ ସ୍କୁଲରୁ ୩ ଦିନରେ ବାହାରିଲା ୩ ଡର୍ଜନରୁ ଅଧିକ ବିଷାକ୍ତ ସାପ

କଟିହାର, ୧୨।୦୭: ତିନିଦିନ ମଧ୍ୟରେ ଏକ ସରକାରୀ ସ୍କୁଲରୁ ୩ ଡର୍ଜନରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରାଯାଇଛି । ବିହାରର କଟିହାରରେ ଏପରି ଘଟଣା ଦେଖିବାକୁ ମିଳିଛି । ସ୍କୁଲର ଶିକ୍ଷକମାନେ ଏହି ସାପଗୁଡ଼ିକୁ ଉଦ୍ଧାର କରିଛନ୍ତି । ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri