ରାଜ୍ୟରେ ୫,୯୯୨.୯୨ କୋଟି ମୂଲ୍ୟର ୨୬ ଟି ପ୍ରକଳ୍ପକୁ ଅନୁମୋଦନ; ସୃଷ୍ଟି ହେବ ୧୯,୩୬୪ ଚାକିରି ଭୁବନେଶ୍ୱର,୧୦।୭: ବୁଧବାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କ ନେତୃତ୍ୱରେ ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୫,୯୯୨.୯୨ କୋଟି ମୂଲ୍ୟର ୨୬ ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ...