ରୋହିତ, ବିରାଟ, ଶିଖର ଧୱନ ଯାହା କରିପାରିଲେ ନାହିଁ, ତାହା କରି ଦେଖାଇବେ ଗିଲ
ନୂଆଦିଲ୍ଲୀ,୮।୧୧: ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ସେମାନଙ୍କ ଲକ୍ଷ୍ୟ ହେଉଛି ମଙ୍ଗଳବାର ଖେଳାଯିବାକୁ ଥିବା ତୃତୀୟ…
ପ୍ରଥମ ଥର କରୱା ଚୌଥ ବ୍ରତ ପାଳନ କଲେ ଶିଖର ଧୱନଙ୍କ ପତ୍ନୀ; କହିଲେ, ‘ମୁଁ ବହୁତ ଭାଗ୍ୟଶାଳୀ’
ନୂଆଦିଲ୍ଲୀ,୨୯।୧୦: ଆଜି ହେଉଛି କରୱା ଚୌଥ ପର୍ବ, ଯେଉଁ ଦିନ ପତ୍ନୀମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ରଖିଥାନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଶିଖର ଧୱନ ନିକଟରେ ସୋଫି ଶାଇନଙ୍କୁ ବିବାହ କରିଛନ୍ତି। ଆୟର୍ଲାଣ୍ଡର ବାସିନ୍ଦା…
ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କ ଯୋଡ଼ି ଗୋଟିଏ…
ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି
ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରି ନାହାଁନ୍ତି, ଧାୱନ ଏବେ ତାଙ୍କ ସୋସିଆଲ ମିଡିଆ…
ସେକେଣ୍ଡ ଇନିଂସ… ପ୍ରେମିକା ସୋଫିଙ୍କ ସହ ଶିଖର ଧାୱନଙ୍କ ନିର୍ବନ୍ଧ ଶେଷ, ଏହିଦିନ ପଡ଼ିବ ହାତଗଣ୍ଠି
ନୂଆଦିଲ୍ଲୀ,୧୩।୧: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ତାଙ୍କ ପ୍ରେମିକା ସୋଫି ସାଇନଙ୍କ ସହ ନିର୍ବନ୍ଧ ଘୋଷଣା କରିଛନ୍ତି । ଧାୱନ ସୋମବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏହି ଖବର ଦେଇଛନ୍ତି । ତେବେ ସେମାନେ…
ଶିଖର ଧାଓ୍ବନଙ୍କ ସହ ବହୁତ ବଡ଼ ଫ୍ରଡ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ନୂଆଦିଲ୍ଲୀ,୨୦।୧୧: ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ପରିଚାଳନା କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତେଶ ଶାହଙ୍କ ନାମ ଏକ ଏଫଆଇଆରରେ ରଖାଯାଇଛି। ଅମିତେଶ ଶାହ ମଧ୍ୟ ଏକ କମ୍ପାନୀ ଲେଗାକ୍ସିର ପ୍ରତିଷ୍ଠାତା ଏବଂ ସିଇଓ। ଏସିଆ କପ ସମୟରେ ଅନଧିକୃତ ବିଜ୍ଞାପନ…
ED ସ୍କାନର୍ରେ ଧାୱନ-ରାଇନା: ୧୧.୧୪ କୋଟି ସମ୍ପତ୍ତି ଜବତ
ନୂଆଦିଲ୍ଲୀ,୬।୧୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ମୋଟ ୧୧.୧୪ କୋଟି ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ୨୦୦୨ ଅନୁଯାୟୀ ନିଆଯାଇଛି।…
ବଢିଲା ଶିଖର ଧାଓ୍ବନଙ୍କ ଅଡ଼ୁଆ: ED ସମନ ଜାରି
ନୂଆଦିଲ୍ଲୀ,୪।୯:ଭାରତୀୟ ଦଳର ପୂର୍ବତନ ଓପନର ଶିଖର ଧାଓ୍ବନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସମନ କରିଛି। ଏକ ବେଟିଂ ଆପ ପ୍ରମୋସନ ସହ ଜଡିତ ଏକ ମାମଲାରେ ପଚରାଉଚରା ପାଇଁ ED ତାଙ୍କୁ ଡକାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ତଦନ୍ତ ଧାୱନ ସୋସିଆଲ…
ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: ଭାରତ ଖେଳିବାକୁ ମନା କରିବାପରେ…
ଇସଲାମାବାଦ୍,୨୧।୭: ବିଶ୍ୱ ଚାମ୍ପିଅନଶିପ ଅଫ ଲିଜେଣ୍ଡସ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ବାତିଲ ହେବା ପରେ ଶାହିଦ ଆଫ୍ରିଦିଙ୍କ ପ୍ରତିକ୍ରିୟା ଆସିଛି। ଏହି ମ୍ୟାଚ ଜୁଲାଇ ୨୦ ତାରିଖରେ ବର୍ମିଂହାମରେ ଖେଳାଯିବାର ଥିଲା, କିନ୍ତୁ ଶିଖର ଧାୱନ, ସୁରେଶ ରାଇନା,…
ଅପରେଶନ ସିନ୍ଦୂର ପରେ ଏମିତି କ’ଣ ଲେଖିଦେଲେ ଶିଖର ଧାଓ୍ବନ, ଲୋକେ କହୁଛନ୍ତି ଆଫ୍ରିଦିଙ୍କୁ ଲାଗିବ ଝଟକା
ନୂଆଦିଲ୍ଲୀ,୮।୫: ଯେତେବେଳେ ୨୨ ଏପ୍ରିଲରେ ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିଲା, ସେତେବେଳେ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତୀୟ ସେନା ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଗୋଟିଏ ପରେ ଗୋଟିଏ…
ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ
ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ ଆଜିକାଲି ପ୍ରାୟତଃ ଏକାଠି ଦେଖାଯାଉଛି। ଧାୱନ ଏବେ ସୋଫିଙ୍କ ସହିତ ଶ୍ରୀ ବାଗେଶ୍ୱର ବାଲାଜୀ…
ସବୁଠାରୁ ସୁନ୍ଦର ଯୁବତୀ ହେଉଛନ୍ତି ମୋ’ ପ୍ରେମିକା…କାହାକୁ ଏମିତି କହି ସମ୍ପର୍କରେ ମୋହର ମାରିଲେ ଧାଓ୍ବନ?
ନୂଆଦିଲ୍ଲୀ,୩।୪: ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମୟରେ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଓପନର୍ ଶିଖର ଧାଓ୍ବନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ଜଣେ ‘ମିଷ୍ଟ୍ରି ଗର୍ଲ’ଙ୍କ ସହ ଖେଳର ମଜା ନେଉଥିଲେ। ଏହାପରଠାରୁ ସେ କିଏ ତାହା ଜାଣିବାକୁ ପ୍ରଶଂସକଙ୍କ…

