ନିର୍ବାଚନ ଫଳାଫଳ ପରେ ବଦଳିଲା ସେୟାର ମାର୍କେଟ୍ ସ୍ଥିତି
ମୁମ଼୍ବାଇ,୫ା୬: ଦେଶରେ ରାଜନୈତିକ ସ୍ଥିତିକୁ ନେଇ ବଦଳିଛି ସେୟାର ମାର୍କେଟ୍ ସ୍ଥିତି। ମଙ୍ଗଳବାର ନିର୍ବାଚନ ଗଣତି ସମୟରେ ଯେଉଁଭଳି ଭାବେ ସେୟାର ମାର୍କେଟ୍ କ୍ରାସ୍ କରିଥିଲା ବୁଧାବାର ଏଥିରେ ସୁଧାର ପରିଲିକ୍ଷିତ ହୋଇଛି। ସେନ୍ସେକ୍ସ ଏବଂ ନିଫ୍ଟିରେ ଲଗାତାର ବୃଦ୍ଧି-ହ୍ରାସ...
ଚାଲିଥିଲା ଭୋଟ ଗଣତି, ବୁଡ଼ିଗଲା ୩୧ ଲକ୍ଷ କୋଟି
ମୁମ଼୍ବାଇ,୪|୬: ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ବୁଡ଼ି ଯାଇଛି। ୩୧ ଲକ୍ଷ କୋଟି ଟଙ୍କା । ଦେଶରେ କାହାର ସରକାର ହେବ, କିଏ ନିର୍ବାଚନ ଜିତିବ ସେ ଦ଼୍ବନ୍ଦ ଭିତରେ ସେୟାର ମାର୍କେଟ କ୍ରାସ କରିଯିବାରୁ ନିବେଶକଙ୍କୁ ବଡ଼...
ଏକ୍ଜିଟ୍ ପୋଲ ରିପୋର୍ଟ ପରେ ହଠାତ ବଢିଗଲା ଏହି ସେୟାର ଦାମ
ମୁମ଼୍ବାଇ, ୩।୬: ଲୋକସଭା ନିର୍ବାଚନର ଏକ୍ଜିଟ୍ ପୋଲ ଆସିବା ପରେ ସେୟାର ମାର୍କେଟ୍ରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ସେୟାର ମାର୍କେଟ୍ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଚଳିତ ସପ୍ତାହର ଆରମ୍ଭରୁ ସେନ୍ସେକ୍ସ ୨,୬୨୧ ଅଙ୍କ ବୃଦ୍ଧି ପାଇବା ସହ...
Exit Poll ପରେ ଶେୟାର ବଜାରରେ ଉତ୍ସାହ, ସେନସେକ୍ସ-ନିଫ୍ଟିରେ ଜବରଦସ୍ତ ବୃଦ୍ଧି
ମୁମ୍ବାଇ, ୩।୬: ଲୋକସଭା ନିର୍ବାଚନ ପାଇଁ ଏକଜିଟ୍ ପୋଲ୍ ଆକଳନ ପରେ ଶେୟାର ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ସୋମବାର ବଜାର ଖୋଲିବା ମାତ୍ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ ସେନସେକ୍ସ ୨,୬୨୧.୯୮ ପଏଣ୍ଟ କିମ୍ବା ୩.୫୫ ପ୍ରତିଶତ...
ଶେୟାର ବଜାରରେ ଉତ୍ସାହ ଜାରି, ପୁଣି ନୂଆ ରେକର୍ଡ କଲା ସେନସେକ୍ସ-ନିଫ୍ଟି
ମୁମ୍ବାଇ,୨୭।୫: ଗଲା ସପ୍ତାହରେ ଶେୟାର ବଜାର ଉତ୍ସାହ ଚଳିତ ସପ୍ତାହରେ ମଧ୍ୟ ଜାରି ରହିଛି। ସୋମବାର ଅର୍ଥାତ୍ ମେ ୨୭ ତାରିଖରେ ଶେୟାର ବଜାରର ଦୁଇ ବେଞମାର୍କ ଜବରଦସ୍ତ ଉତ୍ସାହ ସହିତ ଖୋଲିଥିଲା। ସେନ୍ସେକ୍ସ ୨୦୦ ପଏଣ୍ଟ ବୃଦ୍ଧି ସହିତ...
ପ୍ରଥମଥର ୨୩,୦୦୦ ଅତିକ୍ରମ କଲା ନିଫ୍ଟି, ସର୍ବକାଳୀନ ଉଚ୍ଚରେ ସେନସେକ୍ସ
ମୁମ୍ବାଇ, ୨୪ା୫: ଦେଶରେ ନିର୍ବାଚନ ଜାରି ରହିଥିଲା ବେଳେ ସକାରାତ୍ମକ ଫଳାଫଳ ଆଶାରେ ଶେୟାର ବଜାରରେ ଉତ୍ସାହ ଲାଗି ରହିଛି। ଏହି କ୍ରମରେ ଶୁକ୍ରବାର ସେନସେକ୍ସ ଏବଂ ନିଫ୍ଟି ବେଞ୍ଚମାର୍କ ସର୍ବକାଳୀନ ଉଚ୍ଚ ସ୍ତରକୁ ଛୁଇଁଛି। ଗୁରୁବାର ନିଫ୍ଟି ନୂତନ...
ସର୍ବକାଳୀନ ଉଚ୍ଚରେ ନିଫ୍ଟି, ୬୦୦ ପଏଣ୍ଟ ସେନସେକ୍ସ ବୃଦ୍ଧି
ମୁମ୍ବାଇ, ୨୩।୫: ଗୁରୁବାର ଶେୟାର ବଜାର ଉପରେ ଲକ୍ଷ୍ମୀ ମା’ଙ୍କର ଶୁଭ ଦୃଷ୍ଟି ପଡିଛି। ଲୋକ ସଭା ନିର୍ବାଚନ ଶେଷ ଆଡକୁ ଆଗ୍ରଗତି କରୁଥିଲା ବେଳେ ଗୁରୁବାର ଦଲାଲ ଷ୍ଟ୍ରୀଟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ନିଫ୍ଟି ରେକର୍ଡ ସର୍ବକାଳୀନ...
ନିବେଶକ ହରାଇଲେ ୭ ଲକ୍ଷ କୋଟିରୁ ଅଧିକ, ୩ଦିନରେ କମିଲା ପ୍ରାୟ ୧୧ଲକ୍ଷ କୋଟି
ନୂଆଦିଲ୍ଲୀ,୧୦ା୫: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛି। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇରେ ପଞ୍ଜୀକୃତ ଷ୍ଟକ୍ଗୁଡିକର ଶେୟାର ବଡ ଧରଣର କମିଥିଲାବେଳେ ନିବେଶକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି। ଏପରିକି ଦିନକରେ ନିବେଶକ...
୬୦୦ ପଏଣ୍ଟ ଖସିଲା ସେନ୍ସେକ୍ସ, ୨ ଲକ୍ଷ କୋଟି ହରାଇଲେ ନିବେଶକ
ମୁମ୍ବାଇ,୯।୫: ଗୁରୁବାର ଅପରାହ୍ନ ବାଣିଜ୍ୟ ସେସନ୍ରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇବାରୁ ନିବେଶକମାନେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷ୍ୟତି ସହିଛନ୍ତି। ମାର୍କେଟ୍ କ୍ୟାପ୍ ୨.୧୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୩୯୮,୫୦ ଲକ୍ଷ...
ଶେୟାର ବଜାରରେ ହାହାକାର, ନିବେଶକ ହରାଇଲେ ୪ ଲକ୍ଷ କୋଟି
ମୁମ୍ବାଇ,୩।୫: ଷ୍ଟକ୍ ମାର୍କେଟ୍ ଏବଂ ନିବେଶକମାନଙ୍କ ପାଇଁ ଶୁକ୍ରବାର ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି। ଭାରି କ୍ଷତି ସହ ସେନସେକ୍ସ ଏବଂ ନିଫ୍ଟି କାରବାର ବନ୍ଦ ହୋଇଛି। ସେନସେକ୍ସ ୭୩୨.୯୬ ପଏଣ୍ଟ ହ୍ରାସ ପାଇ ୭୩୮୭୮.୧୫ ପଏଣ୍ଟରେ...
ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର
ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର କରିଥିବା ବେଳେ ନିଫ୍ଟି ୨୨,୫୦୦ ଉପରକୁ ଚାଲି ଯାଇଥିଲା। ବ୍ୟାଙ୍କିଙ୍ଗ ସେକ୍ଟର ଠାରୁ...
ଇରାନ-ଇସ୍ରାଏଲ ଟେନସନ: ଷ୍ଟକ୍ ମାର୍କେଟରେ ହାହାକାର, ୯୦୦ ପଏଣ୍ଟ ଖସିଲା ସେନସେକ୍ସ
ମୁମ୍ବାଇ,୧୫।୪: ଭାରତୀୟ ଷ୍ଟକ୍ ମାର୍କେଟରେ ସୋମବାର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଶନିବାର ଏବଂ ରବିବାର ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା। ଇରାନ ଇସ୍ରାଏଲର ଅନେକ ସ୍ଥାନକୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ...
Archives


