ସତ୍ୟବାଦୀ ବ୍ଲକ ଅଫିସରେ ଭଙ୍ଗାରୁଜା: ଭାଜପା କର୍ମୀଙ୍କ ବିରୋଧରେ ଅଭିଯୋଗ
ସାକ୍ଷୀଗୋପାଳ,୧୩।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ) : ସତ୍ୟବାଦୀ ବ୍ଲକରେ ଦୁଇ ପ୍ରମୁଖ ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି । ବୁଧବାର ଦିନ ଶତାଧିକ ଭାଜପା କର୍ମୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।…

