ବଜେଟ୍ରେ ବେତନ ଭୋଗୀଙ୍କ ପାଇଁ ବଡ଼ ଘୋଷଣା, ମିଳିବ ୭୫ ହଜାର ଛାଡ଼ ନୂଆଦିଲ୍ଲୀ, ୨୩।୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ବେତନ ଭୋଗୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଆୟକର ଭରିବା ବେଳେ ବେତନ ଭୋଗୀଙ୍କୁ ମିଳୁଥିବା ୫୦ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନକୁ...