Tag Archives: Saif Ali Khan

ତୃତୀୟଥର ମା’ ହେବେ କି କରିନା: ଫଟୋ ବଢାଉଛି ସସ୍ପେନ୍ସ

ଅଭିନେତ୍ରୀ କରିନା କପୁର ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତି। କରିନା ନିକଟରେ ତାଙ୍କ ଛୁଟିର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସେ ମୋନୋକିନି ପିନ୍ଧିଥିବାର ଦେଖାଯାଉଛି। କରିନାଙ୍କ ଫଟୋ ସୋସିଆଲ ମିଡିଆରେ…

ସଞ୍ଜୟ କପୁରଙ୍କ ପରଲୋକ: ଦୁଃଖରେ ଭାଙ୍ଗିପଡ଼ିଲେ ପୂର୍ବତନ ସ୍ତ୍ରୀ କରିସ୍ମା

ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁର ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ଏହି ଆଶ୍ଚର୍ଯ୍ୟଜନକ ଖବର ପରେ କରିସ୍ମାଙ୍କ ଭଉଣୀ କରୀନା କପୁର, ଭାଇ ସୈଫ ଅଲ୍ଲୀ ଖାନ ଏବଂ ଘନିଷ୍ଠ ବନ୍ଧୁ…

ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ ପଛରେ ବାଂଲାଦେଶୀ ଲିଙ୍କ, ଏହି କାମ ପାଇଁ ଭାରତ ଆସିଥିଲା ଅଭିଯୁକ୍ତ

ମୁମ୍ବାଇ,୧୯ା୧: ୧୬ ଜାନୁଆରୀ ବିଳମ୍ବିତ ରାତିରେ ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛି। ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡାମ ଗଣମାଧ୍ୟମକୁ କହିଛନ୍ତି ଯେ ଜଣେ ଅଭିଯୁକ୍ତଙ୍କୁ…

ରକ୍ତ ଜୁଡୁବୁଡୁ ହୋଇଥିଲେ ସୈଫ ଅଲି ଖାନ, ହସ୍ପିଟାଲ ପହଞ୍ଚାଇଥିବା ଅଟୋ ଡ୍ରାଇଭର ବଖାଣିଲେ ସବୁକିଛି

ମୁମ୍ବାଇ,୧୭।୧: ଗୁରୁବାର ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ, ସେ ରକ୍ତ ଜୁଡୁବୁଡୁ ଏକ ଅଟୋ ରିକ୍ସାରେ ହସ୍ପିଟାଲରେ ପହଞ୍ଚିଥିଲେ। ଏବେ ସେହି ଅଟୋ ଡ୍ରାଇଭର ସେଦିନ ରାତିର ଘଟଣା ବିଷୟରେ ସମ୍ପୂର୍ଣ୍ଣ କାହାଣୀ…

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି ଚର୍ଚ୍ଚା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ସାମ୍ନାକୁ ଆସିଛି। ଗୁରୁବାର ମୁମ୍ବାଇ ପୋଲିସ କହିଛି…

ICUକୁ ଗଲେ ସୈଫ ଅଲ୍ଲୀ ଖାନ୍‌, ଡାକ୍ତର କହିଲେ-ମେରୁଦଣ୍ଡରେ ପଶିଥିଲା ଦେଢ଼ ଇଞ୍ଚର ଛୁରୀ ଖଣ୍ଡ…

ମୁମ୍ବାଇ,୧୬।୧: ସରିଲା ସର୍ଜରୀ। ଆଇସିୟୁକୁ ସ୍ଥାନାନ୍ତରିତ ହେଲେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌। ଏବେ ସେ ସୁସ୍ଥ ଅଛନ୍ତି। ତାଙ୍କ ମେରୁଦଣ୍ଡରେ ଥିବା ଦେଢ଼ ଇଞ୍ଚର ଛୁରୀର ଖଣ୍ଡକୁ ବାହାର କରିଦିଆଯାଇଛି। ଏନେଇ ଡାକ୍ତରଖାନା ପକ୍ଷରୁ ଅପ୍‌ଡେଟ୍‌ ଦିଆଯାଇଛି। ସୈଫଙ୍କ…

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ଏହି କାରଣ ପାଇଁ ହୋଇଛି…

ମୁମ୍ବାଇ,୧୬ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଇତିମଧ୍ୟରେ ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଚୋରି କରିବାକୁ ଆସିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଥିବାବେଳେ ଅଭିଯୁକ୍ତ ଚିହ୍ନଟ ହୋଇଥିବା ପୋଲିସ ସୂଚନା ଦେଇଛି।…

ପ୍ରଥମେ ଚାକରାଣୀଙ୍କ ସହ ଝଗଡ଼ା, ପରେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼…ପୋଲିସ କଲା ବଡ଼ ଖୁଲାସା!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ବଡ଼ ଖୁଲାସା। ଛୁରାମାଡ଼ କରିବା ପୂର୍ବରୁ ଘରେ କାମ କରୁଥିବା ଚାକରାଣୀଙ୍କ ସହ ଆକ୍ରମଣକାରୀଙ୍କ ବଚସା ହୋଇଥିଲା। ଅଭିନେତା ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବା ବେଳେ…

ଅନ୍ଧାରର ସୁଯୋଗ ନେଇ ଘରେ ପଶିଥିଲା ଚୋର, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ହେଲା ସୈଫଙ୍କ ଉପରେ ଆକ୍ରମଣ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଛୋଟ ନବାବ ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରାସ୍ଥିତ ତାଙ୍କର ଘରେ ଚୋର ପଶି ଗୁରୁବାର ସକାଳ ୩ଟାରେ ଏଭଳି କାଣ୍ଡ ଘଟାଇଛନ୍ତି। ଏହା ପରେ ଅଭିନେତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି…

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ପଶି ତିନିଥର ଛୁରୀ ଭୁସିଲେ

ମୁମ୍ବାଇ,୧୬ା୧: ବଲିଉଡରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି। ଘରେ ପଶି ଜଣେ ଚୋର ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଥିଲା। ଅଭିନେତା ବର୍ତ୍ତମାନ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି…

୫ ବର୍ଷ ଲିଭ୍-ଇନ୍-ରିଲେସନସିପରେ ରହିବା ପରେ କ’ଣ ପାଇଁ ସୈଫଙ୍କୁ ବିବାହ କଲେ କରୀନା, କହିଲେ କାରଣ

ମୁମ୍ବାଇ: ବଲିଉଡ ବେବୋ କରୀନା କପୁର ଏବଂ ନୱାବ ସୈଫ ଅଲି ଖାନ ୨୦୧୨ରେ ବିବାହ କରିଥିଲେ। ଏହା ପୂର୍ବରୁ ଦୁହେଁ ପ୍ରାୟ ୫ ବର୍ଷ ଲିଭ୍-ଇନ୍-ରିଲେସନସିପରେ ରହୁଥିଲେ। ଏବେ ଏକ ସାକ୍ଷାତକାରରେ କରୀନା ଖୁଲାସା କରିଛନ୍ତି ସେ କେଉଁଥିପାଇଁ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?