Tag Archives: Sachin Tendulkar

୯୪ ରନ୍‌ କରିବା ମାତ୍ରେ ଇତିହାସ ରଚିବେ ବିରାଟ କୋହଲି: କଟକରେ ହୋଇପାରେ ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୭।୨: ନାଗପୁରରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳି ନ ଥିଲେ ବିରାଟ କୋହଲି। ଆଣ୍ଠୁ ସମସ୍ୟା ଯୋଗୁ କିଙ୍ଗ କୋହଲି ନାଗପୁର ଦିନିକିଆରେ ଅଂଶଗ୍ରହଣ କରିପାରି ନ ଥିଲେ। ଏବେ ସିରିଜର ଦ୍ୱିତୀୟ ମ୍ୟାଚ…

ଲିଟିଲ ମାଷ୍ଟରଙ୍କ ବଡ଼ ଉପଲବ୍ଧି: ଏହି ପୁରସ୍କାରରେ ସମ୍ମାନିତ କରିବ ବିସିସିଆଇ

ନୂଆଦିଲ୍ଲୀ,୩୧।୧: ଭାରତୀୟ କ୍ରିକେଟ ଦଳ ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛି। ବିସିସିଆଇ ଶନିବାର ଏହାର ବାର୍ଷିକ କାର୍ଯ୍ୟକ୍ରମରେ ମାଷ୍ଟର ବ୍ଲାଷ୍ଟରଙ୍କୁ ଏହି ସମ୍ମାନ ପ୍ରଦାନ କରିବ। ଭାରତ ପାଇଁ ୬୬୪ଟି ଅନ୍ତର୍ଜାତୀୟ…

ବଡ଼ ଉପଲବ୍ଧି ହାସଲ କଲେ ପୂଜାରା

ନୂଆଦିଲ୍ଲୀ,୨୧।୧: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ପୂଜାରା ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୦ ହଜାର ରନ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ ରାହୁଲ…

ବିଶ୍ୱକପ ଫାଇନାଲ ପୂର୍ବରୁ ବିରାଟ କୋହଲିଙ୍କୁ ବିଶେଷ ଉପହାର ଦେଲେ ସଚିନ ତେନ୍ଦୁଲକର

ଅହମଦାବାଦ,୧୯ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଫାଇନାଲ ଆରମ୍ଭ ପୂର୍ବରୁ ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ତେନ୍ଦୁଲକର କୋହଲିଙ୍କୁ ତାଙ୍କର ଶେଷ ଦିନିକିଆ ଜର୍ସି ଦେଇଛନ୍ତି। ସଚିନ ତେନ୍ଦୁଲକର…

ଓ୍ବାଙ୍ଖଡେର ମାହୋଲକୁ ବେକ୍‌ହାମଙ୍କ ପ୍ରଶଂସା, ବିରାଟଙ୍କ ଲୋକପ୍ରିୟତା ଦେଖି ବିମୋହିତ

ମୁମ୍ବାଇ,୧୬ା୧୧(ପି.ଟି.) ଇଂଲଣ୍ଡ ଫୁଟ୍‌ବଲ ତାରକା ଡେଭିଡ୍‌ ବେକ୍‌ହାମ ପ୍ରଥମ ଥର ଭାରତ ଗସ୍ତରେ ରହିଥିବା ବେଳେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ଦେଖିଥିଲେ। ଏହାର ଗୋଟିଏ ଦିନ ପରେ ବିସିସିଆଇ ପକ୍ଷରୁ ବେକ୍‌ହାମଙ୍କ ଏକ ଭିଡିଓ ରିଲିଜ୍‌ କରାଯାଇଛି।…

ବିରାଟଙ୍କ ଶତକ ପରେ ଭାଇରାଲ ହେଉଛି ସଚିନଙ୍କ ପ୍ରତିକ୍ରିୟା

ମୁମ୍ବାଇ,୧୫ା୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗି ଏକ ନୂତନ ଇତିହାସ ଲେଖିଛନ୍ତି। କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ୧୧୭ ରନ୍‌ ସ୍କୋର କରି ସେ  ଏହି ରେକର୍ଡ ହାସଲ କରିଛନ୍ତି। ଏନେଇ ସଚିନ…

ମାଷ୍ଟରବ୍ଲାଷ୍ଟରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ମୁମ୍ବାଇ,୧୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ବିରାଟ କୋହଲି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ସଚିନ ତେନ୍ଦୁଲକର ବିଶ୍ୱକପ ୨୦୦୩ରେ ୬୭୩ ରନ ସଂଗ୍ରହ କରିଥିଲେ। ଏଥି ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ୮୧ତମ ରନ ସ୍କୋର କରିବା ମାତ୍ରେ…

ଡେବ୍ୟୁ ବିଶ୍ୱକପ୍‌ରେ ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ରାଚିନ, ହୃଦୟ ଜିତିଲା…

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ରାଚିନ ରବିନ୍ଦ୍ର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୫ରୁ କମ୍‌ ବୟସରେ ସଚିନ ୧୯୯୬ ବିଶ୍ୱକପ୍‌ରେ ୫୨୩ ରନ୍‌ କରିଥିଲେ। ରାଚିନ ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋର କରି ଏହି…

ମାକ୍ସଓ୍ବେଲ୍‌ଙ୍କ ସଫଳତାର ରାଜ୍‌ ଖୋଲିଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୮।୧୧:ଆଫଗାନିସ୍ତାନ ବିପକ୍ଷରେ ଗ୍ଲେନ ମ୍ୟାକ୍ସୱେଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୧୨୮ ବଲରେ ୨୦୧ ରନ ସଂଗ୍ରହ କରିଥିଲେ। ସେ ନିଜ ଇନିଂସରେ ୨୧ ଚୌକା ଓ ୧୦ ଛକା ମାରିଥିଲେ। ଏହି ଇନିଂସକୁ ଅନେକ ମହାନ କ୍ରିକେଟର ପ୍ରଶଂସା…

ବିରାଟଙ୍କ ଶତକକୁ ନେଇ ଟୁଇଟ କଲେ ତେନ୍ଦୁଲକର, କହିଲେ ମୋତେ ୪୯ରୁ ୫୦ରେ ପହଞ୍ଚିବାକୁ ଲାଗିଥିଲା ୩୬୫ ଦିନ, ହେଲେ ତୁମେ…

କୋଲକାତା,୫।୧୧: ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଓଡିଆଇ କ୍ୟାରିୟରର ୪୯ତମ ଶତକ ହାସଲ କରିଛନ୍ତି। ଏହିପରି ଭାବରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇପାରିଛନ୍ତି। ODI ମ୍ୟାଚରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ୪୯ଶତକ…

ଜନ୍ମଦିନରେ ‘ମହାରେକର୍ଡ’ କଲେ ବିରାଟ କୋହାଲି

କୋଲକାତା,୫।୧୧: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନ୍ମଦିନରେ ‘ମହାରେକର୍ଡ’ ହାସଲ କରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ବିଶ୍ୱକପ୍‌ ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ କୋହଲି ୪୯ ତମ ଶତକ ହାସଲ କରିଛନ୍ତି। ୪୫୨…

ଓ୍ବାଙ୍ଖଡେ ଷ୍ଟାଡିୟମରେ ସ୍ଥାପନ ହେଲା ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ,୧।୧୧: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଲାଗି ୧ ନଭେମ୍ବର ୨୦୨୩ ସ୍ମରଣୀୟ ହୋଇ ରହିବ। କାରଣ ଯେଉଁ ମଇଦାନରେ ସେ ୧୦ ବର୍ଷ ପୂର୍ବେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ, ସେହି ଓ୍ବାଙ୍ଖଡେ ଷ୍ଟାଡିୟମରେ ତାଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri