ମିଳିଲା ବିରାଟ ରିହାତି: ପୁଣି ରୁଷିଆ ତେଲ କିଣିଲେ ଭାରତୀୟ କମ୍ପାନୀ
ନୂଆଦିଲ୍ଲୀ,୧।୧୨: ରୁଷିଆରୁ ଆସୁଥିବା ଅଶୋଧିତ ତୈଳ ଉପରେ ଅଧିକ ରିହାତି ମିଳିବା ଏବଂ ପ୍ରଚୁର ପରିମାଣରେ ଅଣ-ନିଷିଦ୍ଧ ବିକ୍ରେତାଙ୍କଠାରୁ ଯୋଗାଣ ଯୋଗୁଁ ଭାରତର ରାଷ୍ଟ୍ରାୟତ୍ତ ତୈଳ ବିଶୋଧନାଗାର ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC) ଏବଂ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ (BPCL)...
ଆମେରିକା ପରେ ଭାରତକୁ ଝଟ୍କା ଦେଲା ବ୍ରିଟେନ୍: ଲାଗିଲା ବ୍ୟାନ୍
ନୂଆଦିଲ୍ଲୀ,୧୬।୧୦: ବ୍ରିଟେନ ରୁଷିଆ ବିରୋଧରେ ଏହାର ଆର୍ଥିକ ପଦକ୍ଷେପକୁ ଆହୁରି କଠୋର କରି ଏକ ବଡ଼ ନିଷ୍ପତ୍ତି ନେଇଛି। ଏଥର କେବଳ ରୁଷିଆ ନୁହେଁ ବରଂ ଭାରତ ଏବଂ ଚାଇନାର କିଛି ତୈଳ କମ୍ପାନୀ ମଧ୍ୟ ଟାର୍ଗେଟରେ ଅଛନ୍ତି। ୟୁକ୍ରେନରେ...
ରୁଷିଆଠାରୁ ଭାରତ ତେଲ କିଣିବ କି ନାହିଁ ହେଲା ସ୍ପଷ୍ଟ, ପୁଣି ଥରେ ଧରାପଡ଼ିଗଲା ଟ୍ରମ୍ପଙ୍କ ମିଛ
ନୂଆଦିଲ୍ଲୀ,୧୬ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଛନ୍ତି ଯେ, ଭାରତ ଆଉ ରୁଷିଆରୁ ତେଲ କିଣିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ବିଷୟରେ ଆଶ୍ୱାସନା ଦେଇଛନ୍ତି। ଟ୍ରମ୍ପଙ୍କ...
ଭାରତୀୟ ରିଫାଇନାରୀମାନେ ରୁଷିଆ ତୈଳ କ୍ରୟ ବଢ଼ାଇବେ ବୋଲି ଆଶା
ମୁମ୍ବାଇ,୮।୧୦: ଭାରତୀୟ ରିଫାଇନାରୀମାନେ ଆଗାମୀ ମାସଗୁଡ଼ିକରେ ରୁଷିଆରୁ ତୈଳ ଆମଦାନୀ ବଢ଼ାଇବେ ବୋଲି ଆଶା କରାଯାଉଛି, କାରଣ ୱାଶିଂଟନ ସହ ବାଣିଜ୍ୟ ଆଲୋଚନା ବିଳମ୍ବ ହେଉଛି ଏବଂ ପର୍ଯ୍ୟାପ୍ତ ଯୋଗାଣ ମଧ୍ୟରେ ରିହାତି ବୃଦ୍ଧି ପାଇଛି। ନଭେମ୍ବରରେ ଲୋଡିଂ ହେଉଥିବା...
“ରୁଷିଆ ତେଲ କିଣିବା ବନ୍ଦ କର”, ଭାରତ ଉପରେ ଚାପ ନ ଚାଲିବା ପରେ ୟୁରୋପ ଉପରେ କ୍ଷୁବ୍ଧ ଟ୍ରମ୍ପ
ନୂଆଦିଲ୍ଲୀ, ୪।୯: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ୟୁରୋପୀୟ ନେତାମାନଙ୍କ ସହ ଏକ ବୈଠକରେ କହିଛନ୍ତି ଯେ ଇଉରୋପୀୟ ଦେଶଗୁଡ଼ିକ ରୁଷିଆରୁ ତେଲ କିଣା ବନ୍ଦ କରିବା ଆବଶ୍ୟକ, କାରଣ ଏହା ରୁଷିଆର ୟୁକ୍ରେନ ବିରୋଧରେ ଯୁଦ୍ଧକୁ ଆର୍ଥିକ...
ରୁଷୀୟ ତୈଳରୁ ଭାରତରେ ବ୍ରାହ୍ମଣ ଲାଭବାନ ହେଉଛନ୍ତି: ନାଭାରୋ
ଓ୍ବାଶିଂଟନ୍, ୨ା୯: ରୁଷିଆରୁ ତୈଳ କିଣୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତୀୟ ସାମଗ୍ରୀ ଉପରେ ୫୦% ଟାରିଫ୍ ଲଗାଇଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ହ୍ବାଇଟହାଉସ୍ର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରୁଷିଆ...
ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ସେପ୍ଟେମ୍ବରରେ ଅଧିକ ରୁଷୀୟ ତୈଳ କିଣିବ: ରିପୋର୍ଟ
ନୂଆଦିଲ୍ଲୀ,୨୮।୮: ଡୋନାଲ୍ଡ ଟ୍ରମ୍ପଙ୍କ ଚାପ ସତ୍ତ୍ୱେ ଭାରତ ସେପ୍ଟେମ୍ବର ମାସରେ ରୁଷୀୟ ତୈଳର ଆମଦାନୀ ୧୦-୨୦ ପ୍ରତିଶତ ବଢ଼ାଇବାକୁ ଯୋଜନା କରୁଛି। ରଇଟର୍ସ୍ର ରିପୋର୍ଟ ଅନୁଯାୟୀ, ରୁଷୀୟ ନିର୍ଯ୍ୟାତକାରୀମାନେ ଯୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ କ୍ଷତିଗ୍ରସ୍ତ ରିଫାଇନରୀ ଉତ୍ପାଦନ କମ୍ କରି...
‘ଯଦି ତୁମକୁ ଏହା ପସନ୍ଦ ନୁହେଁ, ତେବେ ଆମଠାରୁ କିଣ ନାହିଁ’, ରୁଷୀୟ ତେଲ ଉପରେ ନିଷେଧକୁ ନେଇ ଏମିତି କହିଲେ ଜୟଶଙ୍କର
ନୂଆଦିଲ୍ଲୀ,୨୩।୮: ରୁଷୀୟ ତୈଳ କିଣିବା ପାଇଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ। ଶନିବାର (୨୩ ଅଗଷ୍ଟ, ୨୦୨୫) ବୈଦେଶିକ ମନ୍ତ୍ରୀ...
ଟ୍ରମ୍ପଙ୍କ ସହ ବୈଠକ ପରେ ମୋଦିଙ୍କୁ ଫୋନ କଲେ ପୁଟିନ, କହିଲେ କ’ଣ ହେଲା ଆଲୋଚନା
ନୂଆଦିଲ୍ଲୀ,୧୮।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲାସ୍କାରେ ହୋଇଥିବା ସାମ୍ପ୍ରତିକ ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ ଯୋଗେ ଅବଗତ କରିଛନ୍ତି। ଏହି ବୈଠକ ରୁଷିଆରୁ ତେଲ କିଣୁଥିବା କାରଣରୁ ଭାରତ...
ଟ୍ରମ୍ପଙ୍କ ଭାରତକୁ ଧମକ: ରୁଷିଆରୁ ତେଲ କିଣିବା ପାଇଁ କରିବେ ଟାରିଫ୍ ବୃଦ୍ଧି
ନୂଆଦିଲ୍ଲୀ,୪।୮: ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ରୁଷିଆରୁ ‘ପ୍ରଚୁର ପରିମାଣରେ’ ତେଲ କିଣୁଥିବା ଅଭିଯୋଗ କରି ଭାରତ ବିରୋଧରେ ଟାରିଫ୍ (ଶୁଳ୍କ) ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ...
Archives


