ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ନେତୃତ୍ବ ନେବେ ରୋହିତ ଶର୍ମା, ଦୁଇ ଆଇପିଏଲ ତାରକା ଟେଷ୍ଟ ପାଇଁ ଫେରିବେ: ରିପୋର୍ଟ
ମୁମ୍ବାଇ, ୧।୫: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବାକୁ ପ୍ରସ୍ତୁତ ଅଛନ୍ତି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବିସିସିଆଇ ଏହି ଟୁର ପାଇଁ ପ୍ରାୟ ୩୫ ଜଣ ଖେଳାଳିଙ୍କୁ ଚୟନ…
ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳିଙ୍କ ମଧ୍ୟରେ କିଏ Vegetarian ଆଉ କିଏ Non-vegetarian: ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ୍
ନୂଆଦିଲ୍ଲୀ,୨୨।୪:ଖେଳର କୌଶଳ ବୁଝିବା ସହିତ, ଜଣେ କ୍ରିକେଟରଙ୍କୁ ଭଲ ଫିଟନେସ ମଧ୍ୟ ବଜାୟ ରଖିବାକୁ ପଡିବ। ଏହାଦ୍ୱାରା ତାଙ୍କର ପ୍ରଦର୍ଶନ ଭଲ ହୋଇପାରିବ। ଆଜିକାଲି ପ୍ରତ୍ୟେକ କ୍ରିକେଟର ନିଜ ଫିଟନେସକୁ ଗୁରୁତ୍ୱ ଦିଅନ୍ତି, ଏଥିପାଇଁ ସେ ନିଜ ଖାଦ୍ୟର ମଧ୍ୟ ସମ୍ପୂର୍ଣ୍ଣ…
IPL 2025 ମଝିରେ ୩୩,୫୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକଙ୍କୁ ଭେଟିଲେ ପାଣ୍ଡ୍ୟା-ରୋହିତ
ଦୁବାଇ,୧୦।୪: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ IPL 2025 ସିଜିନ ଭଲ ଚାଲିନାହିଁ। ଦଳ ଏପର୍ଯ୍ୟନ୍ତ ଖେଳାଯାଇଥିବା ୫ଟି ମ୍ୟାଚ ମଧ୍ୟରୁ ୪ରେ ପରାସ୍ତ ହୋଇଛି ଏବଂ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ଅଛି। IPL ମଝିରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ…
ରୋହିତଙ୍କ ସହିତ କିପରି ରହିଛି ବିରାଟ କୋହଲିଙ୍କ ସମ୍ପର୍କ ? ସବୁଖୋଲି କହିଦେଲେ ବିରାଟ…
ମୁମ୍ବାଇ,୬ା୪: ଇଣ୍ଡିଆନ ପ୍ରିମିୟର ଲିଗର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ସୋମବାର ମୁହାଁମୁହିଁ ହେବେ। ଯେଉଁଥିରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ମଧ୍ୟ ଦେଖିବାକୁ ମିଳିବ।…
ବଡ଼ ଖବର: ମୁମ୍ବାଇ ଇଣ୍ଡିଆନ୍ସରୁ ବାଦ୍ ପଡ଼ିଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ର ୧୬ତମ ମୁକାବିଲା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଖେଳାଳି ରୋହିତ ଶର୍ମା ଟିମ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ଏକାଦଶରେ…
IPLରେ ରୋହିତଙ୍କ ପାଇଁ କାଳ ଏହି ବୋଲର୍
ନୂଆଦିଲ୍ଲୀ,୧୬।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହେବାକୁ ଯାଉଛି। ଗତ ୧୭ ସିଜିନରେ ଅନେକ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇଛି। ଏଥିମଧ୍ୟରୁ କୋଲକାତା ନାଇଟ ରାଇଡର୍ସ (କେକେଆର୍) ସ୍ପିନର ସୁନୀଲ ନାରିନ୍ ଏବଂ ମୁମ୍ବାଇ…
Video: ମୁମ୍ବାଇ ବିମାନବନ୍ଦରରେ ରୋହିତ ଶର୍ମାଙ୍କୁ ଅଦ୍ଭୂତପୂର୍ବ ସ୍ୱାଗତ, ଭିଡ଼ରୁ ବାହାର କଲେ ପୋଲିସ
ମୁମ୍ବାଇ,୧୧।୩: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଦ୍ଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ରୋହିତ ଶର୍ମା ପରିବାର ସହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ଭାରତକୁ ଫେରିଥିଲେ। ଫାଇନାଲରେ ଭାରତୀୟ ଅଧିନାୟକ ନ୍ୟୁଜିଲାଣ୍ଡ ବିପକ୍ଷରେ ୮୩ ବଲ୍ରେ ୭୬…
ଦଳକୁ ବିଶ୍ୱବିଜୟୀ କରିବା ପରେ ସଫଳତାର ରାଜ୍ ଖୋଲିଲେ ରୋହିତ ଶର୍ମା
ଦୁବାଇ,୧୦।୩: ଚାମ୍ପିଅନ୍ସ ଟ୍ରଫିର ଶେଷ ମ୍ୟାଚ୍ରେ ୨୫୨ ରନ୍ର ପିଛା କରି ଭାରତ ୪ ଉଇକେଟ୍ରେ ଏକ ଚମତ୍କାର ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ତୃତୀୟ ଥର ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଲା। ରୋହିତ ଶର୍ମା ୭୬…
Video: ତୃତୀୟ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ: ଷ୍ଟମ୍ପ ଧରି ଦାଣ୍ଡିଆ ଖେଳିଲେ ରୋହିତ ଶର୍ମା, ବିରାଟ କୋହଲି
ଦୁବାଇ,୯।୨: ରବିବାର ଭାରତ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୪ ୱିକେଟରେ ରୋମାଞ୍ଚକର ବିଜୟ ସହିତ ତୃତୀୟ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତି ଇତିହାସ ରଚିଲା। ଅଧିନାୟକ ରୋହିତ ଶର୍ମା ଆଗରୁ ନେତୃତ୍ୱ ନେଇଥିଲେ ୭୬ ରନର…
Champions Trophy Final: ଫାଇନାଲରେ କମାଣ୍ଡ ନେଲେ ବିରାଟ କୋହଲି… ଅଧିନାୟକ ରୋହିତ ଶର୍ମାଙ୍କ ସହ ଫିଲ୍ଡିଂ ସଜେଇ ପାଇଲେ ୱିକେଟ୍
ଦୁବାଇ,୯।୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି। ଏହି ଟାଇଟଲ୍ ମ୍ୟାଚ୍ରେ, ଟସ୍ ହାରିବା ପରେ, ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ଆସିଥିଲା ଏବଂ ଏହାର ଆରମ୍ଭ ବହୁତ ଖରାପ ଥିଲା।…
ବିଶ୍ୱର ପ୍ରଥମ ଅଧିନାୟକ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା: ଧୋନୀଙ୍କୁ ପଛରେ ପକାଇଲେ
ଦୁବାଇ,୫।୩:ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ଏକ ଦୃଢ଼ ପ୍ରଦର୍ଶନ ସହିତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ମ୍ୟାଚ୍କୁ ଟିମ ଇଣ୍ଡିଆ ୪ ଉଇକେଟ୍ରେ ଜିତିଥିଲା। ଏହା ସହିତ ଭାରତ ଫାଇନାଲରେ ପହଞ୍ଚିଥିଲା। ଦଳର ବିଜୟ ସହିତ, ଅଧିନାୟକ ରୋହିତ…
ଅଲୋଡା ରେକର୍ଡ ହାସଲ କଲେ ରୋହିତ ଶର୍ମା: ପ୍ରଥମ ଅଧିନାୟକ ଭାବେ…
ଦୁବାଇ,୪।୩:ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ପୁଣି ଥରେ ଟସ ହାରିଯାଇଛନ୍ତି। ଏହିପରି ରୋହିତ ଶର୍ମା ଦିନିକିଆ ଫର୍ମାଟରେ କ୍ରମାଗତ ୧୪ତମ ଥର ପାଇଁ ଟସ ହାରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଅଧିନାୟକ ଏହାଠାରୁ ଅଧିକ ଥର ଲଗାତାର ଟସ…
Archives


