ନଭେମ୍ବରରେ କ୍ରିକେଟର ରିଙ୍କୁ ସିଂଙ୍କ ବଧୂ ସାଜିବେନି ପ୍ରିୟା ସରୋଜ, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୨୪।୬: ଭାରତୀୟ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟିର ଯୁବ ଏମପି ପ୍ରିୟା ସରୋଜଙ୍କ ବିବାହ ସମ୍ପର୍କରେ ଏକ ବଡ଼ ସୂଚନା ଆସିଛି। କୁହାଯାଉଛି ଯେ ବିବାହ ୧୮ ନଭେମ୍ବରରେ ବାରାଣସୀରେ ହେବାର ଥିଲା। କିନ୍ତୁ ଏବେ ଏହି ବିବାହ…
ଏମ୍ପି ପ୍ରିୟାଙ୍କ ସହ ରିଙ୍କୁ ସିଂହଙ୍କ ବିବାହ ପକ୍କା! ଏହି ତାରିଖରେ ବାଜିବ ସାହାନାଇ
ନୂଆଦିଲ୍ଲୀ,୧।୬: ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ଡିଆ କ୍ରିକେଟର ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟି ଏମ୍ପି ପ୍ରିୟା ସରୋଜ । ଉଭୟ ବର୍ଷ ଆରମ୍ଭରେ ନିର୍ବନ୍ଧ କରିଥିଲେ। ଏବେ ଜୁନ ୮ ତାରିଖରେ ସେମାନେ ପରସ୍ପରର ରିଙ୍ଗ ସେରିମନି କରିବାକୁ ଯାଉଛନ୍ତି।…
୨୩ କୋଟି ଟଙ୍କାର ରୂପ ଦେଖାଇଲେ ଭେଙ୍କଟେସ୍: ହାଇଦ୍ରାବାଦ୍କୁ ୨୦୧ ରନ୍ର ଟାର୍ଗେଟ୍
କୋଲକତା,୩।୪: କୋଲକାତାର ଇଡେର୍ନ ଗାର୍ଡେରେ ଖେଳାଯାଉଥିବା ଆଇପିଏଲ୍ର ଏକ ମ୍ୟାଚ୍ କୋଲକତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି କୋଲକତା ନିର୍ଦ୍ଧାରିତ ୨୦ ଓଭରରେ ହାଦ୍ରାବାଦ୍କୁ ୨୦୦ ରନ୍ କରିଛି। ଫଳରେ ହାଇଦ୍ରାବାଦ୍କୁ ୨୦୧…
ସେଲିବ୍ରେସନ୍ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍ସନ୍
ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ରିଙ୍କୁ ସିଂ’ଙ୍କ ବାପା ବଡ ପ୍ରତିକ୍ରିୟା ଦେଇଛନ୍ତି। ରିଙ୍କୁଙ୍କ…
ଶେଷ ଓଭରରେ ୩୬ ରନ୍: ଆଫଗାନିସ୍ଥାନ ବୋଲରଙ୍କୁ ଧୋଇଲେ ରୋହିତ-ରିଙ୍କୁ ସିଂ
ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ। ମାତ୍ର ୨୨ ରନରେ ଚାରିଟି ୱିକେଟ୍ ହରାଇ ବିପଦରେ ପଡିଥିବା ଟିମ୍ ଇଣ୍ଡିଆ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ…
ଗୋଟିଏ ବର୍ଷରେ କମାଲ୍ କରିଦେଲେ ରିଙ୍କୁ ସିଂ
ନୂଆଦିଲ୍ଲୀ,୨୯।୧୨: ଚଳିତ ବର୍ଷ କିଛି ଆକର୍ଷଣୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏଥିରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କରି ବିଶ୍ୱର କିଛି ବଛାବଛା କ୍ରିକେଟର୍ଙ୍କୁ ନେଇ ଟି-୨୦ ପ୍ଲେଇଙ୍ଗ-୧୧ ଚୟନ କରାଯାଇଥିଲା।…
Archives


