ମେଳି କରି ସିଦ୍ଧାନ୍ତଙ୍କୁ ଟାର୍ଗେଟ କଲେ ଅସନ୍ତୁଷ୍ଟ ଭାଜପା ନେତା: ‘ଷଡ଼ଯନ୍ତ୍ର ସଫଳ ହେବନି’ କହି ଜବାବ ଦେଲେ ବିଧାୟକ
ଦିଗପହଣ୍ଡି,୧୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଭାଜପାରେ ଅନ୍ତର୍ଦ୍ଦ୍ୱନ୍ଦ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଭାଜପା ନେତୃମଣ୍ଡଳୀ ଓ କର୍ମୀଙ୍କ ମଧ୍ୟରେ…

