RCBକୁ ଚାମ୍ପିୟନ୍ କରିବା ପରେ ବଡ଼ ଘୋଷଣା କଲେ ବିରାଟ କୋହଲି: ଯେପର୍ଯ୍ୟନ୍ତ IPL ଖେଳିବି…
ଅହମଦାବାଦ,୪।୬: ରାତି ୧୧.୨୦ରେ ବିରାଟ କୋହଲି ଅଧୈର୍ଯ୍ୟ ହୋଇପଡ଼ିଥିବା ତାଙ୍କ ଚେହେରାରୁ ବାରି ହୋଇ ପଡ଼ୁଥିଲା। ୧୧.୨୫ରେ ଜୋଶ ହାଜେଲଉଡ ସଫଳତାର ସହ ୨୦ତମ ଓଭରରେ ୨୯ ରନର ଡିଫେଣ୍ଡ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଆଇପିଏଲ୍ ଜିତିବା ପରେ…
RCB ନୂଆ ଚାମ୍ପିୟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର
ଅହମଦାବାଦ, ୪।୬-ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି। ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୮ତମ ସଂସ୍କରଣରେ ନୂଆ ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)। ମଙ୍ଗଳବାର ଅନୁଷ୍ଠିତ ମେଗା ଫାଇନାଲରେ ଆର୍ସିବି ୬ ରନ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି।…
RCB ମାଲିକ କିଏ? ଫାଇନାଲ ପୂର୍ବରୁ ଯାହାଙ୍କ ହାତରେ ଲାଗିଲା ୨୨୦୦ କୋଟିର ଜ୍ୟାକ୍ପଟ୍;ଏବେ…
ନୂଆଦିଲ୍ଲୀ,୩।୬: IPL ୨୦୨୫ର ଫାଇନାଲ ଜିତି ନେଇଛି RCB। ମଙ୍ଗଳବାର ପଞ୍ଜାବ Kings XI ବିପକ୍ଷରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ଆର୍ସିବି ଇତିହାସ ରଚିବାରେ ସଫଳ ହୋଇଛି। ତେବେ ଏହି ସିଜନଟି ୧୮ତମ ସିଜନ ଥିବା ବେଳେ ବିରାଟ କୋହଲିଙ୍କ…
୧୭ ବର୍ଷ ଅପେକ୍ଷାର ଅନ୍ତ: IPLରେ ଇତିହାସ ରଚିଦେଲା RCB
ଅହମ୍ମଦାବାଦ, ୩।୬: ଦୀର୍ଘ ୧୭ ବର୍ଷ ପରେ ଇତିହାସ ରଚିଲା ଆର୍ସିବି। ଆଇପିଏଲ୍ ୨୦୨୫ ଟୁର୍ନାମେଣ୍ଟ ଟାଇଟଲ ଜିତିବାରେ ଦଳ ସଫଳ ହୋଇଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ ଦଳ ପ୍ରଭାବୀ ପ୍ରଦର୍ଶନ କରି ବିଜୟକୁ ନିଜ ନାମରେ କରିଛି। ପ୍ରଥମେ…
IPL ମହାମୁକାବିଲା: ପଞ୍ଜାବକୁ ମାତ୍ର ଏତିକି ରନ୍ର ଟାର୍ଗେଟ ଦେଲା RCB
ଅହମ୍ମଦାବାଦ,୩।୬: ଆଇପିଏଲ୍ ୨୦୨୫ ଫାଇନାଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ୍ କରିଛି। ଫଳରେ ପଞ୍ଜାବ କିଙ୍ଗ୍ସକୁ ୧୯୧ ରନ୍ର ଟାର୍ଗେଟ ମିଳିଛି। ଆର୍ସିବି ପକ୍ଷରୁ ବିରାଟ କୋହଲି…
IPL final: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଲେ RCB ଖେଳାଳି, ସ୍ୱାଗତ କଲା ବର୍ଷା
ଅହମ୍ମଦାବାଦ,୩।୬: ଆଇପିଏଲ ୨୦୨୫ର ମହାମୁକାବିଲା ପାଇଁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଖେଳାଳିମାନେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଛନ୍ତି। କିନ୍ତୁ ମ୍ୟାଚ ଆରମ୍ଭ ପୂର୍ବରୁ ଅହମ୍ମଦାବାଦରେ ବର୍ଷା ଆରମ୍ଭ ହୋଇଛି, ଯାହା ଫାଇନାଲ ମ୍ୟାଚ ଉପରେ ପ୍ରଭାବ ପକାଇବାର ଆଶଙ୍କା…
ଟାଇଟଲ ବିଜୟ କେବଳ ବିରାଟଙ୍କ ପାଇଁ: ରଜତ ପାଟିଦାର
ଅହମଦାବାଦ,୨ା୬: ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଆରସିବି ଅଧିନାୟକ ରଜତ ପାଟିଦାର କହିଛନ୍ତି ଯେ ଏହି ଟାଇଟଲ ଜିତିବା ବିରାଟ କୋହଲିଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ମଙ୍ଗଳବାର, ଜୁନ ୩ ତାରିଖରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ବିପକ୍ଷରେ ଅନୁଷ୍ଠିତ…
ମୁଁ ଚଉଠି ରାତି ପାଳନ କରିବି ନାହିଁ..RCB ପ୍ରଶଂସକଙ୍କ ସର୍ତ୍ତ ଶୁଣି ମୁଣ୍ଡରେ ଦେବେ ହାତ
ନୂଆଦିଲ୍ଲୀ,୨।୬: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମନରେ ଇଣ୍ଡିଆନ ପ୍ରିମିୟର ଲିଗ୍ରେ କ୍ରେଜ ରହିଛି। ଗତ ୧୭ ସିଜିନ ଧରି ଟ୍ରଫି ଜିତିବାକୁ ଚାହୁଁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ଚମତ୍କାର ଖେଳ ଖେଳି ଫାଇନାଲ୍ରେ ନିଜର ସ୍ଥାନ ନିଶ୍ଚିତ କରିଛି।…
RCB ନ ଜିତିଲେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଦେବି… ମହିଳା ପ୍ରଶଂସକଙ୍କ ଧମକ ହେଉଛି ଭାଇରାଲ୍
ନୂଆଦିଲ୍ଲୀ,୨।୬: IPL 2025ର ଉତ୍ସାହ ଶୀର୍ଷରେ ପହଞ୍ଚିଛି। ଏବେ ଫାଇନାଲ ମ୍ୟାଚ ବାକି ଅଛି। ଅନ୍ୟପକ୍ଷରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଶଂସକଙ୍କ ଉତ୍ସାହ ବଢିଯଇଛି। କ୍ୱାଲିଫାୟର-୧ରେ ପଞ୍ଜାବ କିଙ୍ଗ୍ସ ଉପରେ ଚମତ୍କାର ବିଜୟ ପରେ RCB ଫାଇନାଲରେ ପହଞ୍ଚିଛି। RCB ଦଳ…
କୋହଲିଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ ଏହି କ୍ରିକେଟର୍: ଧକ୍କା ମାରି ବିଦା କରିଦେଲେ…ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୩୧।୫: କ୍ୱାଲିଫାୟର-୧ରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ IPL 2025ର ଫାଇନାଲରେ ପ୍ରବେଶ କରିଛି। ଏବେ ସେମାନେ ଟ୍ରଫିଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଏବେ ଆରସିବି ଖେଳାଳିମାନେ ଜୁନ ୩ ତାରିଖରେ ଅହମ୍ମଦାବାଦରେ ଟ୍ରଫି…
‘RCB ଚାମ୍ପିଅନ ନ ହେଲେ ଛାଡ଼ପତ୍ର ଦେଇଦେବି’… ଫାଇନାଲ ପୂର୍ବରୁ ବଡ଼ ବୟାନ ଦେଇ ଚର୍ଚ୍ଚାରେ ମହିଳା
ନୂଆଦିଲ୍ଲୀ,୩୦।୫: ଆଇପିଏଲ୍ ଇତିହାସରେ RCB ଏଯାବତ କୌଣସି ଟାଇଟଲ ହାସଲ କରି ନାହିଁ ସତ, ହେଲେ ଏହାର ପ୍ରଶଂସକଙ୍କ ଭଲପାଇବା ପୂର୍ବବତ ରହିଛି। କହିବାକୁ ଗଲେ ଆର୍ସିବିର ପ୍ରଶଂସକମାନେ ବେଶ ବିଶ୍ୱସ୍ତ। ଚଳିତ ବର୍ଷ IPL ୨୦୨୫ର ଫାଇନାଲ ଲାଗି ଆର୍ସିବି…
ଭାଙ୍ଗି ପଡ଼ିଲେ ପଞ୍ଜାବ ମାଲିକାଣୀ: ଦେଲେ ଏମିତି ପ୍ରତିକ୍ରିୟା
ନୂଆଦିଲ୍ଲୀ,୩୦।୫: IPL କ୍ୱାଲିଫାୟର-୧ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ପଞ୍ଜାବର ପ୍ରଦର୍ଶନ ନିରାଶାଜନକ ଥିଲା। ଏହାଦେଖି ଦଳର ସହ-ମାଲିକ ପ୍ରୀତି ଜିଣ୍ଟା ବହୁତ ନିରାଶ ହୋଇଥିଲେ। ତାଙ୍କର…
Archives


