ପୂରଣ ହେଲା ଦୀର୍ଘ ବର୍ଷର ସ୍ୱପ୍ନ: ଗୁଡ଼ାରି ତହସିଲ ଝିଗିଡ଼ିବାଟା ଗ୍ରାମର ୨୦ ପରିବାରକୁ ମିଳିଲା…
ଗୁଡ଼ାରି, ୧୭।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ଝିଗିଡ଼ିବାଟା ଗ୍ରାମର ୨୦ଟି ପରିବାରକୁ ସ୍ଥାୟୀ ଘରବାରି ପଟ୍ଟା ପ୍ରଦାନ କରାଯାଇଛି। ତହସିଲଦାର ଏ. ସ୍ନେହଲତାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ସୁନୀଲ ଶବର ଢେପାଗୁଡ଼ା…

