ରସଗୋଲା ଭାବି ଖାଇଦେଲେ ବୋମା, ଚୋବାଇଲା ବେଳେ……
ଭୋପାଳ,୧୩।୧୧: ରସଗୋଲା କହି ଜଣେ ବ୍ୟକ୍ତିଙ୍କୁ ଦେଶୀ ବୋମା ଖୁଆଇଦେବା ଅଭିଯୋଗ । ମୁହଁରେ ପକାଇ କାମୁଡ଼ିବା ମାତ୍ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଘଟଣାସ୍ଥଳରେ ହିଁ ଜୀବନ ହରାଇଛନ୍ତି ଜଣେ ବ୍ୟକ୍ତି । ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲାର ପଡ଼ାରିଆ ଗାଁରେ…

