ପ୍ରେମିକାଙ୍କୁ ବୀଭତ୍ସ ହତ୍ୟା: ଗୋଟେ ଜାଗାରୁ ମିଳିଲା କଟା ହାତଗୋଡ଼, ଗୋଟେ ଜାଗାରୁ ମୁଣ୍ଡ ରାଉରକେଲା,୧୧।୧୨: ବିଭତ୍ସ, ଭୟଙ୍କର ପ୍ରତିଶୋଧ ପରାୟଣ। ବଳାତ୍କାର ଅଭିଯୋଗର ପ୍ରତିଶୋଧ ନେଇ ସୁନ୍ଦରଗଡ ଜିଲାର ଜଣେ ଯୁବକ ପୂର୍ବତନ ପ୍ରେମିକାଙ୍କୁ ହତ୍ୟା କରିବା ସହ ଅଙ୍ଗପ୍ରତ୍ୟଙ୍ଗକୁ ଖଣ୍ଡଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଛନ୍ତି। ଅଭିଯୁକ୍ତ କୁନୁ କିସାନଙ୍କୁ ପଚରାଉଚରା...