ରାଜା ରଘୁବଂଶୀ ହତ୍ୟା ମାମଲାରେ ଏହି ୫ ଜିନିଷ ଖୋଜୁଛି ପୋଲିସ, ପ୍ରମାଣ ମିଳିଗଲେ… ଶିଲଂ,୨୫ା୬: ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାରେ ୮ ଅଭିଯୁକ୍ତ ପୋଲିସ ହେପାଜତରେ ଅଛନ୍ତି। ଏଥିରେ ତିନି ଜଣ ହତ୍ୟାକାରୀ, ଦୁଇ ଜଣ ଷଡ଼ଯନ୍ତ୍ରକାରୀ ଏବଂ ତିନି ଜଣ ପ୍ରମାଣ ନଷ୍ଟକାରୀ ସାମିଲ ଅଛନ୍ତି। ପୋଲିସ ହତ୍ୟା ସହିତ...