କୋରାପୁଟ ଜିଲାରେ ୪୭୭ ମିମି ବର୍ଷା: କୁନ୍ଦ୍ରାରେ ସର୍ବାଧିକ ୫୯ ମିମି
କୋରାପୁଟ,୧୧ା୯(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବ୍ଲକ୍ରେ ଶୁକ୍ରବାର ୪୭୭ ମିମି ବର୍ଷା ରେକର୍ଡ ହୋଇଛି । ଜିଲାର କୁନ୍ଦ୍ରା ବ୍ଲକ୍ରେ ସର୍ବାଧିକ ୫୯ ମିମି ବର୍ଷା ରେକର୍ଡ ହୋଇଛି । ଜୟପୁରରେ ୫୪.୬, ଲମତାପୁଟରେ ୪୮, କୋଟପାଡ଼ ଓ ବୈପାରିଗୁଡ଼ାରେ…
କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର, ବୋରିଗୁମ୍ମାରେ ରେକର୍ଡ…
କୋରାପୁଟ,୫ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ହୋଇଛି। ଜିଲାର ୧୪ଟି ବ୍ଲକରେ ମୋଟ୍ ୧୩୭୧.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଜୟପୁର କୋରାପୁଟ ଆଦି ୩ ବ୍ଲକ ଅଞ୍ଚଳରେ ୭ଟି ଘର ଭାଙ୍ଗିଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ…
କୋରାପୁଟରେ ଦିନକରେ ୧୬୧୮ ମିମି ବର୍ଷା, ବୈପାରୀଗୁଡ଼ାରେ ସର୍ବାଧିକ
କୋରାପୁଟ,୨୭ା୮(ଅମିତାଭ ବେହେରା): ବୁଧବାର କୋରାପୁଟ ଜିଲାରେ ଦିନକରେ ପ୍ରଥମ କରି ୧୬୧୮ ମିମି ବର୍ଷା ହୋଇଥିବାବେଳେ ଜିଲାର ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୩୦୬ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ନୀଳକଣ୍ଠ ନାଇଡୁ ପ୍ରକାଶ କରିଛନ୍ତି। ସେହିଭଳି ଜୟପୁର ବ୍ଲକରେ…
କୋରାପୁଟରେ ସର୍ବାଧିକ ବର୍ଷା, ଭାଙ୍ଗିଲା ଯାତ୍ରୀ ପ୍ରତୀକ୍ଷାଳୟ
କୋରାପୁଟ,୨ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ବୁଧବାର ୧୦୬୨.୫ ମିମି ବର୍ଷା ହୋଇଥିବା ବେଳେ କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୨ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ପଟାଙ୍ଗୀ ବ୍ଲକରେ ୪୫.୨ ମିମି ହୋଇଥିବା ବେଳେ ବୈପାରୀଗୁଡ଼ାରେ ୧୧୦ ମିମି, ସେମିଲିଗୁଡ଼ାରେ ୧୨୪.୩ ମିମି,…
ଘଡ଼ଘଡ଼ି ସହ ଛେଚିଲା ବର୍ଷା: ତାତିରୁ ମିଳିଲା ତ୍ରାହି
କୋରାପୁଟ,୧୯ା୩(ଅମିତାଭ ବେହେରା): ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ବୁଧବାର ଅପରାହ୍ନରେ କୋରାପୁଟ ଜିଲାର ସଦରମହକୁମା ସହ ସୁନାବେଡ଼ା, ସେମିଳିଗୁଡ଼ା, ଦାମନଯୋଡ଼ି ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। କିଛି ଦିନ ହେବ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଥିଲେ କୋରାପୁଟବାସୀ। ପାଣିପାଗ ବିଭାଗ…

