ନୂତନ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କଲା ରେଲୱେ, ଟେକ୍ନିକାଲ୍, ନନ୍-ଟେକ୍ନିକାଲ୍ ସମେତ ଗ୍ରୁପ-ଡି ପଦବୀରେ ସୁଯୋଗ: ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର, ୨୮।୧: ଅଧିକରୁ ଅଧିକ ଲୋକ ନିଯୁକ୍ତି ପାଇଁ ଭାରତୀୟ ରେଲୱେ ବାର୍ଷିକ ନିଯୁକ୍ତି ପ୍ରକ୍ରିୟା କରିବାକୁ ଯୋଜନା କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି...