ସୀମା ନିର୍ଦ୍ଧାରଣ ବିଲ୍; ଷ୍ଟାଲିନଙ୍କୁ ଆଲିଙ୍ଗନ କରି ଏଭଳି କହିଲେ ରାହୁଲ, ଚାରିଆଡେ ଚର୍ଚ୍ଚା
ନୂଆଦିଲ୍ଲୀ,୨୯।୧୧: ଦେଶରେ ଲୋକ ସଭା ଆସନର ପୁନଃବଣ୍ଟନ ଅର୍ଥାତ୍ ସୀମା ନିର୍ଦ୍ଧାରଣ ବିଲକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ଏହାରି ମଧ୍ୟରେ ରବିବାର ଚେନ୍ନାଇରୁ ସାମ୍ନାକୁ ଆସିଛି ବିରୋଧୀ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର । ସୋନିଆ ଗାନ୍ଧୀ,…

