Tag Archives: Rahul gandhi

କଲମ କାଢି ଲେଖନ୍ତୁ, କୃଷକଙ୍କ ଋଣ ହେବ ଛାଡ଼: ରାହୁଲ ଦେଲେ ପ୍ରତିଶ୍ରୁତି

ରାୟପୁର,୮।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଛତିଶଗଡର ସୁରଗୁଜାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଛତିଶଗଡର ଚାଷୀଙ୍କୁ ଋଣ ଛାଡ ପ୍ରତିଶ୍ରୁତି ଦେବା ସହ ସେ କେନ୍ଦ୍ର ଭାଜପା ସରକାରଙ୍କୁ ନିନ୍ଦା କରିଛନ୍ତି। ରାହୁଲ ଗାନ୍ଧୀ…

କେଦାରନାଥ ଦର୍ଶନ କଲେ ରାହୁଲ ଗାନ୍ଧୀ: ମନ୍ଦିର ପ୍ରାଙ୍ଗଣରେ ଲାଗିଲା ମୋଦି-ଜୟ ଶ୍ରୀରାମ ନାରା

ଡେରାଡୁନ,୫।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କେଦାରନାଥ ଧାମରେ ପହଞ୍ଚି ଦର୍ଶନ କରିଛନ୍ତି। ରାହୁଲ ଭିଆପତ ହେଲିପ୍ୟାଡ୍‌ ନ ପହଞ୍ଚି ସାଧାରଣ ଯାତ୍ରୀଙ୍କ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରୁ ପାଖାପାଖି ଅଧ କିଲୋମିଟର ପାଦରେ ଚାଲି ଚାଲି ମନ୍ଦିର ନିକଟରେ ପହଞ୍ଚିଥିଲେ।…

ରାହୁଲ କେଉଁ ଜାତିରୁ ଆସିଛନ୍ତି ସେ ନିଜେ ଜାଣିନାହାନ୍ତି: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପ୍ରହ୍ଲାଦ ସିଂ ପଟେଲ କଂଗ୍ରେସର ଜାତିଗତ ଜନଗଣନାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ନିଜକୁ ଜଣାନାହିଁ ସେ କେଉଁ ଜାତିରୁ ଆସିଛନ୍ତି ବୋଲି ପ୍ରହ୍ଲାଦ କହିଛନ୍ତି। କଂଗ୍ରେସ ପକ୍ଷରୁ…

ଆରଏସଏସ ଏଜେଣ୍ଟଙ୍କୁ ପ୍ରେମ ଦୋକାନର ଚାବି ଦେଇ ଦେଇଛନ୍ତି ରାହୁଲ: ଅବଦୁଲ୍ଲା ସୋହେଲ

ନୂଆଦିଲ୍ଲୀ,୨୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ସଭାପତି ଅବଦୁଲ୍ଲା ସୋହେଲ ଶେଖ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଗତ ୩୪ବର୍ଷ ଧରି କଂଗ୍ରେସ ସହ ଜଡିତ ଥିଲେ। ଦଳରୁ ଅଲଗା ହେବା ପରେ ସେ କହିଥିଲେ…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ନରୋତ୍ତମ

ନୂଆଦିଲ୍ଲୀ,୨୧।୧୦: ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ଶିବପୁରୀ ଜିଲାର ଏକ କାର୍ଯ୍ୟକ୍ରମ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଯେତେବେଳେ ରାହୁଲ ଗାନ୍ଧୀ ରାଜସ୍ଥାନ ଯାଇଥିଲେ, ସେତେବେଳେ ସେ ହିନ୍ଦୁ…

ରାହୁଲଙ୍କୁ ଟାର୍ଗେଟ କଲେ କେଟିଆର

ହାଇଦ୍ରାବାଦ,୧୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି। ରାହୁଲ ଗାନ୍ଧୀ ତେଲଙ୍ଗାନାର ବିଆରଏସ ସରକାରଙ୍କ ନେତୃତ୍ୱରେ କେ ଚନ୍ଦ୍ରଶେଖର ରାଓ (କେସିଆର) ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଆରଏସ ମଧ୍ୟ ରାହୁଲ…

ରାହୁଲଙ୍କ ବିରୋଧରେ ମାନହାନି ମାମଲା

ପାଟନା, ୧୮।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ଗୁରୁବାର ମାନହାନି ମାମଲା ଦାଏର କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି। ଏକ ନିର୍ବାଚନୀ ସଭାରେ ରାହୁଲଙ୍କ ‘ସବୁ ମୋଦି ଚୋର’ ବୟାନକୁ ନେଇ ଆଇପିସି ଧାରା ୫୦୦ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?