ଶୀତଦାଉରୁ ଅସହାୟଙ୍କୁ ସୁରକ୍ଷା, କମ୍ବଳ ବଣ୍ଟନ କରି…
ବଲାଙ୍ଗୀର,୨୬ା୧୧(ସୁନିଲ କୁମାର ମହାନ୍ତି): ଶୀତଋତୁରେ ଗରିବ ଓ ଅସହାୟ ଲୋକଙ୍କୁ ଶୀତ ଦାଉରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ‘ସହଯୋଗ ଫାଉଣ୍ଡେଶନ’ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଗତକାଲି ରାତିରେ ଏହି ମାନବିକ ସେବା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ…

