ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ
ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି ନୁହେଁ, ପ୍ରାଣୀଜଗତ ଏଥିରୁ ବାଦ୍ ପଡ଼ିନାହାନ୍ତି। ଅସ୍ବାସ୍ଥ୍ୟକର ପରିବେଶ, ଗାଡ଼ିମୋଟର ଏବଂ କଳକାରଖାନାରୁ…


