Tag Archives: pm modi

‘ଦେଶର ପ୍ରତ୍ୟେକ ମା’-ଝିଅ ଶକ୍ତିଙ୍କ ରୂପ, ମୁଁ ତାଙ୍କ ପୂଜାରୀ’

ହାଇଦ୍ରାବାଦ,୧୮ା୩: ଦେଶରେ ୨୦୨୪ ଲୋକ ସଭା ନିର୍ବାଚନ ନେଇ ବିଗୁଲ୍‌ ବାଜି ସାରିଛି। ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତେଲଙ୍ଗାନାର ଜଗତିଆଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି…

‘ହେଡଲାଇନ୍ ନୁହେଁ, ମୁଁ ଡେଡଲାଇନ୍ ଉପରେ କାର୍ଯ୍ୟ କରୁଥିବା ଜଣେ ମଣିଷ’: ପ୍ରଧାନମନ୍ତ୍ରୀ ମୋଦି

କେନ୍ଦୁଝର,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସେ ଜଣେ ବ୍ୟକ୍ତି ଯିଏ ହେଡଲାଇନରେ ନୁହେଁ ବରଂ ଡେଡଲାଇନ୍ ମଧ୍ୟରେ କାମ କରନ୍ତି। ଲୋକସଭା ନିର୍ବାଚନର ତାରିଖ ୨୦୨୪ ଶନିବାର ଘୋଷଣା ହେବା ପରେ ସନ୍ଧ୍ୟାରେ ସେ ଏହା ମଧ୍ୟ କହିଛନ୍ତି…

‘ଯାହାଙ୍କୁ କେହି ପଚାରନ୍ତିନି, ତାଙ୍କୁ ମୋଦି ପଚାରନ୍ତି’

ନୂଆଦିଲ୍ଲୀ,୧୪ା୩: ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ପ୍ରଧାନମନ୍ତ୍ରୀ ସ୍ବନିଧି ମହୋତ୍ସବ ସେହି ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯାହା ବିନା ମୋର ଦୈନନ୍ଦିନ ଜୀବନ କଳ୍ପନା କରିପାରେନାହିଁ। କରୋନା ମହାମାରୀ ସମୟରେ…

୩ ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

କୋରାପୁଟ,୧୩ା୩(ଅମିତାଭ ବେହେରା): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାମୂହିକ ଭାବେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିଲା। ବିଶ୍ୱବିଦ୍ୟାଳୟ…

ମେଣ୍ଟ: ଦ୍ୱନ୍ଦ୍ୱରେ ଭୋଟର

ଭୁବନେଶ୍ୱର,୧୧ା୩(ଜିତେନ୍ଦ୍ର କୁମାର ନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ବଳ୍ପ ସମୟର ଭିଡିଓ ଯେଉଁଭଳି ଭାବେ ହୋଇଥିଲା, ତାହା ରାଜ୍ୟର ରାଜନୈତିକ ଉଷ୍ମତା ସମ୍ପର୍କରେ ଅନେକ ସୂଚନା ଦେଉଛି। ଭିଡିଓରେ ଯେପରି ଭାବେ ପାଣ୍ଡିଆନ ପ୍ରଶ୍ନ…

ୟୁପିକୁ ୪୨୦୦୦ କୋଟି ଟଙ୍କାର ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୧୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆଜମଗଡ଼ରୁ ଉତ୍ତରପ୍ରଦେଶକୁ ୪୨,୦୦୦ କୋଟିରୁ ଅଧିକ ଟଙ୍କା ଉପହାର ଦେଇଛନ୍ତି। ସେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍‌ଘାଟନ କରଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାଜପାର ବହୁ…

ଆସାମ ଚା’ ବଗିଚା ବୁଲିଲେ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଗସ୍ତ କରିଛନ୍ତି। ଏହି ସମୟରେ ସେ ଆସାମର ବିଶ୍ୱ ପ୍ରସିଦ୍ଧ ଚା’ ବଗିଚା ପରିଦର୍ଶନ କରି ଚା’ ଶ୍ରମିକମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। Assam is known for its splendid…

‘ପୃଥିବୀର ସ୍ବର୍ଗକୁ ଆସିବା ଏକ ନିଆରା ଅନୁଭୂତି’

ଶ୍ରୀନଗର,୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଶ୍ରୀନଗରରେ ପହଞ୍ଚିଛନ୍ତି। ମୋଦିଙ୍କ ଗସ୍ତ ପାଇଁ କଶ୍ମୀରର ପ୍ରତ୍ୟେକ କୋଣରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଏବଂ ତାଙ୍କ କଥା ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ବିରାଟ ଉତ୍ସାହ ଦେଖିବାକୁ ମିଳିଛି।…

ଆସନ୍ତାକାଲି ଚଣ୍ଡିଖୋଲ ଆସିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ମିନିଟ୍ ରୁ ମିନିଟ୍ କାର୍ଯ୍ୟକ୍ରମ ବିବରଣୀ

ଭୁବନେଶ୍ୱର,୪ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟରେ ୧୯ ହଜାର ୬୦୦ କୋଟି ଟଙ୍କା ବ୍ୟୟରେ ହେବାକୁ…

Video: ପ୍ରଧାନମନ୍ତ୍ରୀଙ୍କ ମହାନତା, ସଭା ମଝିରେ କୁନି ଝିଅଠାରୁ ଜଗନ୍ନାଥ ଫଟୋ ନେଲେ ଉପହାର

ନୂଆଦିଲ୍ଲୀ,୨।୩: ଲୋକସଭା ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୧ ରେ ଦିନିକିଆ ଗସ୍ତରେ ପଶ୍ଚିମବଙ୍ଗ ଯାଇଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅରାମବାଗରେ ୭,୨୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ। ତେବେ…

ବାରାଣସୀରୁ ନିର୍ବାଚନ ଲଢ଼ିବେ ମୋଦି

ନୂଆଦିଲ୍ଲୀ,୨ା୩: ଭାରତୀୟ ଜନତା ପାର୍ଟି (ଭାଜପା) ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଶନିବାର ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଘୋଷଣା କରାଯାଇଛି। ସେ ଉତ୍ତରପ୍ରଦେଶର ବାରାଣସୀରୁ ପ୍ରତିଦ୍ୱନ୍ଦ୍ୱିତା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚିଲେ ମମତା ବାନାର୍ଜୀ

କୋଲକାତା,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ପ୍ରମୁଖ ମମତା ବାନାର୍ଜୀ। ମୋଦି ଏବେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ମୋଦି ତାଙ୍କୁ ଶୁକ୍ରବାର ରାଜଭବନରେ ଭେଟିଛନ୍ତି। ଗୋଟିଏ ପଟେ ସନ୍ଦେଶଖାଲି ଘଟଣାକୁ ନେଇ ଭାଜପା ଟିଏମ୍‌ସିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri