Tag Archives: pm modi

ନିଜ ପାଖରେ ଏହି ସବୁ ମନ୍ତ୍ରଣାଳୟ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ରବିବାର ଶପଥ ଗ୍ରହଣ କରିଛନ୍ତି। ନରେନ୍ଦ୍ର ମୋଦି ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେବେ ସୋମବାର ସୋମବାର ପ୍ରଧାନମନ୍ତ୍ରୀ ପ୍ରଥମ କ୍ୟାବିନେଟ ବୈଠକ କରି ବିଭାଗ ବଣ୍ଟନ କରିଛନ୍ତି। ମନ୍ତ୍ରଣାଳୟର ବଣ୍ଟନରେ…

କାର୍ଯ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦ା୬: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଆଜି ଅର୍ଥାତ୍‌ ସୋମବାର ସନ୍ଧ୍ୟାରେ ଲୋକ କଲ୍ୟାଣ ମାର୍ଗରେ ଥିବା…

ଭାଜପା ଖାତାକୁ ଯିବ ଏସବୁ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୯ା୬: ସଦ୍ୟସମାପ୍ତ ଲୋକ ସଭା ନିର୍ବାଚନରେ ଭାଜପା ଏକାକୀ ୨୪୦ ଆସନ ଜିତିଥିବାବେଳେ ନ୍ୟାଶନାଲ ଡେମୋକ୍ରାଟିକ ଆଲିଆନ୍ସ (ଏନ୍‌ଡିଏ)କୁ ୨୯୩ ଆସନ ମିଳିଛି। ନୂଆ ଏନ୍‌ଡିଏ ସରକାରରେ ଭାଜପା ସହ ସହଯୋଗୀ ଦଳଗୁଡ଼ିକୁ ଅଧିକ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଉଛି। ଏନେଇ…

ଲୋକ ସଭା ଭଙ୍ଗ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୫ା୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସପ୍ତଦଶ ଲୋକ ସଭା ଭଙ୍ଗ କରିଛନ୍ତି। ନୂଆ ସରକାର ଗଠନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦେଇଥିଲେ। ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିବାରେ ବିଫଳ…

ବାରାଣସୀରେ ମୋଦି ଆଗରେ

ବାରାଣସୀ,୪ା୬: ଉତ୍ତରପ୍ରଦେଶର ୮୦ଟି ଲୋକ ସଭା ଆସନରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ସର୍ବପ୍ରଥମେ ପୋଷ୍ଟାଲ ବାଲଟ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଗଣନାରେ ଭାଜପା ଆଗୁଆ ରହିଛି। ତେବେ ପୋଷ୍ଟାଲ ବାଲଟ ପରେ ଇଭିଏମ୍‌ର ଭୋଟ୍‌ ବର୍ତ୍ତମାନଠାରୁ କିଛି ସମୟ…

ଲୋକ ସଭା ନିର୍ବାଚନ ଉପରେ ଚାଇନାର ନଜର, ମୋଦି ପ୍ରଧାନମନ୍ତ୍ରୀ ହେଲେ…

ବେଜିଂ/ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ‘ମୋଦି ସରକାର ପୁଣି ଥରେ’ ପୂର୍ବାନୁମାନ କରାଯାଇଛି। ଯଦି ଏକ୍‌ଜିଟ୍‌ ପୋଲକୁ ବିଶ୍ୱାସ କରାଯାଏ, ତେବେ ତୃତୀୟଥର ପାଇଁ ଭାରତରେ ମୋଦି ସରକାରଙ୍କ ସମସ୍ତ ସମ୍ଭାବନା ରହିଛି। ଅନେକ ଏକ୍‌ଜିଟ୍‌ ପୋଲ୍‌ରେ…

ଆଜି ମୋଦିଙ୍କ ମାରାଥନ ବୈଠକ, ଏସବୁ ପ୍ରସଙ୍ଗକୁ ନେଇ କରିବେ ଆଲୋଚନା

ନୂଆଦିଲ୍ଲୀ,୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଲୋକ ସଭା ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରିଛନ୍ତି। ଆଧ୍ୟାତ୍ମିକ ବିରତିରୁ ମଧ୍ୟ ଫେରି ଆସିଛନ୍ତି। ସେ ବର୍ତ୍ତମାନ କାର୍ଯ୍ୟ ଉପରେ ଧ୍ୟାନ ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମାରାଥନ ବୈଠକ କରିବେ। ୭ଟି ପ୍ରସଙ୍ଗରେ ସେ…

ନିମ୍ନମାନର ଭାଷା, ଘୃଣ୍ୟ ଭାଷଣ ଦେଉଛନ୍ତି ମୋଦି ଜୀ, ଚିଠି ଲେଖିଲେ ମନମୋହନ ସିଂ

ନୂଆଦିଲ୍ଲୀ,୩୦ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ ସିଂ ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ୍‌ ପୂର୍ବରୁ ଭୋଟରଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ଅନ୍ୟ ପଟେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ…

ମୋଦିଙ୍କ ବିବାଦୀୟ ମନ୍ତବ୍ୟ: ଫିଲ୍ମ ପୂର୍ବରୁ ଗାନ୍ଧୀଙ୍କୁ କେହି ଜାଣି ନ ଥିଲେ…

ନୂଆଦିଲ୍ଲୀ,୩0ା୫: ଲୋକ ସଭା ନିର୍ବାଚନ ଶେଷ ହେବାକୁ ବସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ୍‌କାରରେ ପୂର୍ବର କଂଗ୍ରେସ ସରକାରଗୁଡ଼ିକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ଗାନ୍ଧିଜୀ ଜଣେ ମହାନ୍‌ ଆତ୍ମା ଥିଲେ। ଗତ ୭୫ ବର୍ଷ ମଧ୍ୟରେ ତାଙ୍କୁ ସେଭଳି ବୈଶ୍ୱିକ…

ଓଡ଼ିଶା ମାଟିର ଝିଅ କିମ୍ବା ପୁଅ ହେବେ ଭାଜପା ମୁଖ୍ୟମନ୍ତ୍ରୀ, ଖୋଲି କହିଦେଲେ ମୋଦି

କେନ୍ଦ୍ରାପଡ଼ା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶକୁ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ଆଗାମୀ ୬ ମାସ ମଧ୍ୟରେ ବିଜେଡିରେ ବଡ଼ଧରଣର ବିସ୍ଫୋରଣ ହେବ। ଓଡ଼ିଶା ଏଥର ଡବଲ ଇଞ୍ଜିନ…

ବିକାଶ ନାଁରେ ବିଶ୍ୱାସଘାତ କରିଛି ବିଜେଡି: ମୋଦି

ରେମୁଣା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବାଲେଶ୍ୱର ଜିଲାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଓଡ଼ିଶା ଲୋକଙ୍କ ଭଲପାଇବାକୁ ମୁଁ କେବେ…

ଦିଲ୍ଲୀ ଭୋଟ୍‌ ପୂର୍ବରୁ ମୋଦିଙ୍କୁ ଏହି କଥା କହି ପ୍ରଶଂସା କଲେ ଶୀଲା ଦୀକ୍ଷିତଙ୍କ ପୁଅ

ନୂଆଦିଲ୍ଲୀ,୨୪ା୫: ଆସନ୍ତାକାଲି ଅର୍ଥାତ୍‌ ଶନିବାର ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମଧ୍ୟ ମତଦାନ ହେବ। ଏଥି ସହିତ, ଭୋଟ୍‌ ଦେବାର ଠିକ୍‌ ପୂର୍ବରୁ ଭେଟେରାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri