ସୁଭଦ୍ରା, ପିଏମ୍ ବିଶ୍ୱକର୍ମା ଯୋଜନାକୁ ନେଇ ମିଥ୍ୟା ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ନୂତନ ଯୋଜନା ସୁଭଦ୍ରା ଏବଂ ପିଏମ୍ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଏକ ସଚେତନ କର୍ମଶାଳା ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ସମ୍ପର୍କରେ ରାଜ୍ୟ ସରକାର ଘୋଷଣା କରିବା ପରେ...