ଓଡ଼ିଶାରେ ଗଛର ବିବିଧତା ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ ସଂସ୍କୃତିରେ ଗଛକୁ ଅଧିକ ଆଦର ଓ ସମ୍ମାନ ଦିଆଯାଉଥିଲା। ମୁନିଋଷିମାନେ ପ୍ରତ୍ୟେକ ଗଛର…