ଅଜିତ ପାଓ୍ବାରଙ୍କ ମୃତ୍ୟୁର ୨୫ ଦିନ ପୂର୍ବରୁ ହୋଇଥିଲା ଏମିତି ଭବିଷ୍ୟବାଣୀ, ଭିଡିଓ ଭାଇରାଲ ପରେ…
ମୁମ୍ବାଇ,୨୯ା୧: ବୁଧବାର ମହାରାଷ୍ଟ୍ର ରାଜନୀତି ପାଇଁ ଏକ ଦୁଃଖଦ ଦିନ ଥିଲା, କାରଣ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଏକ ବିମାନ ଦୁର୍ଘଟଣାରେ ମୃ୍ତ୍ୟୁ ଘଟିଛି। ଏହି ଦୁର୍ଘଟଣା ଖବର ଅଜିତ ପାଓ୍ବାରଙ୍କ ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ବର୍ତ୍ତମାନ…
ଏମିତି ଭୟଙ୍କର ଥିଲା ବିମାନ ଦୁର୍ଘଟଣାସ୍ଥଳ: ଅଜିତ ପାଓ୍ବାରଙ୍କୁ ଚିହ୍ନିବାରେ ସାହାଯ୍ୟ କଲା ତାଙ୍କ…
ମୁମ୍ବାଇ,୨୮ା୧: ବୁଧବାର ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ଘଟିଛି। ବିମାନରେ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୂଚନାରୁ ଜଣାପଡ଼ିଛି ଯେ, ଅଜିତ ପାଓ୍ବାରଙ୍କ ମୃତଦେହ ତାଙ୍କ ଘଣ୍ଟା ଦ୍ୱାରା ଚିହ୍ନଟ…
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କହିଲେ ଅଜିତ ଜୀଙ୍କ…
ଭୁବନେଶ୍ୱର,୨୮ା୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଶୋକ ପ୍ରକାଶ କରି କହିଛନ୍ତି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ…
Colombia Plane Crash: କଲମ୍ବିଆ ବିମାନ ଦୁର୍ଘଟଣାରେ ପ୍ରସିଦ୍ଧ ଗାୟକଙ୍କ ସମେତ ୬ ମୃତ
ବୋଗୋଟା,୧୧।୧: କଲମ୍ବିଆରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରସିଦ୍ଧ ଗାୟକ ୟେସନ ଜିମେନେଜଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି। ଶନିବାର (ଜାନୁଆରୀ ୧୦) କଲମ୍ବିଆର ବୋୟାକାର ପାଇପାରେ ଏକ ଛୋଟ ଚାର୍ଟର ବିମାନ ଉଡ଼ାଣ…
Video: ବଡ଼ ଦୁର୍ଘଟଣା, ଲ୍ୟାଣ୍ଡିଂ ବେଳେ ସମୁଦ୍ରରେ ଖସି ପଡ଼ିଲା ବିମାନ
ହଂକଂ,୨୦।୧୦: ସୋମବାର (ଅକ୍ଟୋବର ୨୦) ପ୍ରତ୍ୟୁଷରେ ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏମିରେଟ୍ସ ଏୟାରଲାଇନ୍ସର ଏକ ବୋଇଂ ୭୪୭ କାର୍ଗୋ ବିମାନ ଅବତରଣ ସମୟରେ ନିୟନ୍ତ୍ରଣ ହରାଇଲା ଏବଂ ରନୱେରୁ ଖସି ସମୁଦ୍ରରେ ଖସିପଡ଼ିଲା। ଅବତରଣ ସମୟରେ…
ଏବେ ହେବନି ବିମାନ ଦୁର୍ଘଟଣା? ଇଞ୍ଜିନିୟର୍ସ ଆଣିଲେ ନୂଆ କନସେପ୍ଟ, ୨ ସେକେଣ୍ଡରୁ କମ୍ ସମୟରେ ବଞ୍ଚିଯିବ ଜୀବନ
ନୂଆଦିଲ୍ଲୀ,୧୩।୯: କିଛି ମାସ ପୂର୍ବରୁ, ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣାରୁ ଶିକ୍ଷା ଗ୍ରହଣ କରି, ଇଞ୍ଜିନିୟରମାନେ ଏକ କନସେପ୍ଟ ପ୍ରସ୍ତୁତ କରିଛନ୍ତି ଯାହା ନିଶ୍ଚିତ କରିବ ଯେ କୌଣସି ବିମାନ କେବେ…
ଆଖି ସାମ୍ନାରେ ଜଳିଗଲେ ପିଲା, ଶିକ୍ଷକ ବଖାଣିଲେ ବିମାନ ଦୁର୍ଘଟଣାର ଛାତିଥରା କାହାଣୀ
ଢାକା,୨୨।୭: ସୋମବାର (୨୧ ଜୁଲାଇ, ୨୦୨୫) ଅପରାହ୍ନରେ ବାଂଲାଦେଶର ଢାକାରେ ଏକ ବାୟୁସେନା ତାଲିମ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ମାଇଲଷ୍ଟୋନ ସ୍କୁଲ ଏବଂ କଲେଜ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ସୃଷ୍ଟି…
ଅହମ୍ମଦାବାଦ ପରି ଆଉ ଏକ ବିମାନ ଦୁର୍ଘଟଣା, ଉଡ଼ାଣ ପରେ ପାଲଟିଲା ନିଆଁ ପିଣ୍ଡୁଳା
ଲଣ୍ଡନ,୧୪ା୭: ଲଣ୍ଡନ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ପରି ଏହି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉଡ଼ାଣର କିଛି ସେକେଣ୍ଡ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଯେପରି ଏକ ଅଗ୍ନିପିଣ୍ଡୁଳାରେ…
ଅହମ୍ମଦାବାଦ ବିମାନ ଦୁର୍ଘଟଣା: ବ୍ଲାକ୍ ବକ୍ସରୁ ମିଳିଲା ଡାଟା
ଅହମ୍ମଦାବାଦ,୨୬ା୬: ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏବଂ ୨୭୪ ଜଣଙ୍କ ମୃତ୍ୟୁ ହେବାର ପ୍ରାୟ ୧୫ ଦିନ ପରେ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ, ବିମାନର ଆଗ ବ୍ଲାକ୍ ବକ୍ସରୁ ଗୁରୁତ୍ୱପୂର୍ଣ୍ଣ ଉଡ଼ାଣ ତଥ୍ୟ ସଫଳତାର…
୨୭ସେକେଣ୍ଡରେ ପ୍ଲେନ ଖସିବା ପୂର୍ବରୁ ୩ଟି ଶେଷ ଶଦ୍ଦ କହିଥିଲେ ପାଇଲଟ୍, ତା’ ପରେ…
ନୂଆଦିଲ୍ଲୀ,୧୩।୬: ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ। ଡିଜିସିଏ ବିମାନବନ୍ଦରର ସିସିଟିଭି ଫୁଟେଜ ନିଜ ଅଧୀନକୁ ନେଇ ତଦନ୍ତ ଆରମ୍ଭ କରିଛି। ଏହି…
କାହିଁକି କ୍ରାଶ୍ ହେଲା ବିମାନ? ଜଣାପଡିଲା ୫ ବଡ଼ କାରଣ…
ନୂଆଦିଲ୍ଲୀ, ୧୩।୬: ବିମାନ ଦୁର୍ଘଟଣା ଏକ ଦୁଃଖଦ ଘଟଣା, ଏବଂ ଆନ୍ତର୍ଜାତୀୟ ବିମାନ ଚାଳନା ସୁରକ୍ଷା ତଥ୍ୟ ଅନୁସାରେ, ପ୍ରାୟ ୩୫% ବିମାନ ଦୁର୍ଘଟଣା ଉଡ଼ାଣ (Takeoff) କିମ୍ବା ଅବତରଣ (Landing) ସମୟରେ ଘଟେ। ଏହି ଦୁଇଟି ପର୍ଯ୍ୟାୟ ବିମାନ ଚାଳନାରେ…
ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ବର୍ଷେ ପୂର୍ବରୁ ହୋଇଥିଲା ଭବିଷ୍ୟବାଣୀ, ହୋଇଗଲା ସତ…
ଅହମ୍ମଦାବାଦ,୧୩।୬: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୁର୍ଘଟଣା ହେବା ନେଇ ବର୍ଷେ ପୂର୍ବରୁ ଭବିଷ୍ୟବାଣୀ…
Archives


