ଗାଜା ହସପିଟାଲ ଆକ୍ରମଣର ପଛରେ ରହିଛି କାହାର ହାତ? ଯେଉଁଥିରେ ଚାଲିଗଲା ୫୦୦ ଲୋକଙ୍କ ଜୀବନ, ଜାଣନ୍ତୁ କ’ଣ କହୁଛନ୍ତି ବିଭିନ୍ନ ଦେଶ ନୂଆଦିଲ୍ଲୀ, ୧୮।୧୦: ଗାଜାର ଅଲ-ଅହଲୀ ହସପିଟାଲରେ କଥିତ ଇସ୍ରାଏଲି ଆକ୍ରମଣ ଏୟାର ଷ୍ଟ୍ରାଇକରେ ଅତି କମରେ ୫୦୦ ଲୋକେ ମୃତ୍ୟୁ ବରଣ କରିଛନ୍ତି । ଅନେକ ମୁସଲିମ ଦେଶ ଇସ୍ରାଏଲକୁ ଏଥିପାଇଁ ଦାୟୀ କରୁଥିବା ବେଳେ , ଇସ୍ରାଏଲ ଏହି...