ବଦଳିଲା ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଠିକଣା, ଜାଣନ୍ତୁ କେଉଁଠି ଖୋଲିଲା ନୂଆ କାର୍ଯ୍ୟାଳୟ ଭୁବନେଶ୍ୱର,୧୮।୨: ୟୁନିଟ୍-୮ ନୟାପଲ୍ଲୀରେ ଥିବା ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର ୧୯ ଫେବୃଆରୀ ୨୦୨୪ ଠାରୁ ଏକ ନୂତନ ଠିକଣାକୁ ସ୍ଥାନାନ୍ତରିତ କରା ଯାଉଛି। ରସୁଲଗଡ଼ରେ ଥିବା ଓଡ଼ିଶା ବିଜନେସ ସେଣ୍ଟରରେ ନୂତନ ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର କାର୍ଯ୍ୟ...