ପ୍ୟାରିସ୍ ନିକଟତର ହେଲା ଜଙ୍ଗଲ ନିଆଁ ଆଭୋନ(ଫ୍ରାନ୍ସ),୧୪ା୭: ପଶ୍ଚିମ ୟୁରୋପରେ ପ୍ରଚଣ୍ଡ ଗ୍ରୀଷ୍ମଲହରି ଲାଗିରହିଥିବାବେଳେ ବ୍ୟାପକ ଅଞ୍ଚଳରେ ଜଙ୍ଗଲ ଜଳୁଛି। ସ୍ପେନ୍ରେ ଜଙ୍ଗଲ ନିଆଁ ଏପର୍ଯ୍ୟନ୍ତ ୧୩ ଜଣଙ୍କ ଜୀବନ ନେଲାଣି। ସୋମବାର ଏହି ନିଆଁ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ଦକ୍ଷିଣ ଭାଗରେ ଥିବା ଐତିହାସିକ ଜଙ୍ଗଲ ଫାଉଣ୍ଟେନ୍ବ୍ଲ୍ୟୁକୁ…