ପାକିସ୍ତାନ ଖବରକାଗଜର ବଡ଼ ଦାବି: ଇସଲାମାବାଦରେ ହେବ ଆମେରିକା-ଇରାନ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଇସଲାମାବାଦ,୬।୭: ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇପାରେ। ପଶ୍ଚିମ ଏସିଆରେ ଶାନ୍ତି ଫେରାଇ ଆଣିବା ଉଦ୍ଦେଶ୍ୟରେ ଆମେରିକା ଏବଂ ଇରାନ ଜୁନ ୧୮ ରେ ଏକ ବୁଝାମଣାପତ୍ର (MoU)…