Tag Archives: PAKISTAN

ପାକିସ୍ତାନର ଆମେରିକା ପ୍ରେମ: ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ କଲା ମନୋନୀତ

ଇସଲାମାବାଦ୍‌,୨୧।୬: ପାକିସ୍ତାନ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଋଣ ସୁଝିବାରେ ବ୍ୟସ୍ତ। ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେଶନରୁ ମୁକ୍ତି ପାଇଁ ପାକିସ୍ତାନ ଆମେରିକାର ସାହାଯ୍ୟ ନେଇଥିଲା। ସେହି...

ଇରାନ ଇସ୍ରାଏଲ ଯୁଦ୍ଧରେ ଏଣ୍ଟ୍ରି ମାରିବ ପାକିସ୍ତାନ? ଜଣାପଡିଲା…

ନୂଆଦିଲ୍ଲୀ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛି। ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସର ଡେପୁଟି ମିଶନ ମୁଖ୍ୟ ଜାଭେଦ ହୁସେନି ଶୁକ୍ରବାର କହିଛନ୍ତି ଯେ ଯଦି କୌଣସି ତୃତୀୟ ପକ୍ଷ...

ପାକିସ୍ତାନର ଚିନ୍ତା ବଢାଇଲା କଙ୍ଗୋ ଭାଇରସ, ୩ ଜଣଙ୍କ ମୃତ୍ୟୁ ପରେ ଲୋକେ ଭୟଭୀତ

ଇସଲାମାବାଦ,୨୦।୬: ପାକିସ୍ତାନରେ ଏକ ବିପଦପୂର୍ଣ୍ଣ ଭାଇରସ ପ୍ରବେଶ କରିଛି ଏବଂ ଏହି ଭାଇରସ ଯୋଗୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଦୁଇଜଣ ଖାଇବର ପଖତୁନଖ୍ବାର ଏବଂ ଜଣେ କରାଚୀର। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ,...

ଆମେରିକାରେ ପହଞ୍ଚି ଭାରତ ବିରୋଧରେ ବିଷ ଓଗାଳିଲେ ମୁନୀର: କହିଲେ, ଆମେ ପ୍ରତିଶୋଧ ନେବୁ

ଓ୍ବାଶିଂଟନ୍‌,୧୮।୬: ପାକିସ୍ତାନର ସେନା ମୁଖ୍ୟ ଏବଂ ସଦ୍ୟ ନିଯୁକ୍ତ ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିର ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଆମେରିକାରେ ରହୁଥିବା ପାକିସ୍ତାନୀ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ମୁନୀର...

ଇରାନକୁ ପରମାଣୁ ବୋମା ବିକିବ ପାକିସ୍ତାନ? ବିଶ୍ୱରେ ଚହଳ

ଇସଲାମବାଦ,୧୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ଚାଲିଛି। ପାଞ୍ଚ ଦିନ ହେଲାଣି, ଉଭୟ ପରସ୍ପରକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ, ପାକିସ୍ତାନ ଆଗକୁ ଆସିି ଇରାନକୁ ସମର୍ଥନ କରିବା ବିଷୟରେ କହୁଛି। ପାକିସ୍ତାନ, ଯାହା...

ଆମେରିକା ସହ ସବୁଠାରୁ ବଡ଼ ଡିଲ୍‌ କଲା ପାକିସ୍ତାନ, ଇରାନକୁ ଜୋରଦାର ଝଟ୍‌କା

ଇସଲାମବାଦ,୧୭।୬: ଗୋଟିଏ ପଟେ ପାକିସ୍ତାନୀ ନେତା ଏବଂ ଧାର୍ମିକ ଗୋଷ୍ଠୀ ଇରାନକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇ ଇସ୍ରାଏଲ ଏବଂ ଆମେରିକା ବିରୋଧରେ ନିଆଁ ଲଗାଉଛନ୍ତି, ଅନ୍ୟପଟେ ପାକିସ୍ତାନ ସରକାର ନୀରବରେ ୱାଶିଂଟନ ସହିତ ବଡ଼ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ...

ଆମେରିକାକୁ ଆଖି ଦେଖାଇଲା ପାକିସ୍ତାନ! କହିଦେଲା ବଡ଼କଥା…

ନୂଆଦିଲ୍ଲୀ,୧୭।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଅନେକ ମୁସଲିମ ଦେଶ ଇରାନକୁ ସମର୍ଥନ କରିଛନ୍ତି। ପାକିସ୍ତାନ ସରକାର ଅନେକ ଥର କହିଛନ୍ତି ଯେ ସମସ୍ତ ମୁସଲିମ ଦେଶ ଇସ୍ରାଏଲ ବିରୁଦ୍ଧରେ ଇରାନକୁ ସମର୍ଥନ କରିବା ଉଚିତ। ଏହି ସମୟରେ, ପାକିସ୍ତାନ...

ଭାଙ୍ଗୁଛି ପାକିସ୍ତାନର ଅହଂକାର! ଭାରତକୁ ଚିଠି ଲେଖି ଏମିତି କହିଲାଣି, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଇସଲାମାବାଦ,୧୭।୬: ପାକିସ୍ତାନ ବର୍ତ୍ତମାନ ଇତିହାସର ସବୁଠାରୁ ଖରାପ ଜଳ ସଙ୍କଟ ଦେଇ ଗତି କରୁଛି। ଏହାର ସବୁଠାରୁ ବଡ଼ କାରଣ ହେଉଛି ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଭାରତ ଦ୍ୱାରା ଯୋଗାଇ ଦିଆଯାଇଥିବା ପାଣିରେ ଏକ ବଡ଼ ହ୍ରାସ। ସ୍ଥାନୀୟ...

ପାକିସ୍ତାନ କହୁଛି ମୁଁ ନୁହେଁ ଅନ୍ୟମାନେ କହୁଛନ୍ତି ମିଛ, କାହିଁକି ଏମିତି କହିଲା ପାକିସ୍ତାନ? ଜାଣନ୍ତୁ…

ଇସଲାମାବାଦ,୧୬।୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ଜାରି ରହିଛି। ଇରାନ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଇସ୍ରାଏଲର ଆକ୍ରମଣର ଜବାବ ଦେଇଥିଲା। ଏହି ସମୟରେ, ଇରାନ ପକ୍ଷରୁ ଏକ ବଡ଼ ଦାବି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ...

ଇସ୍ରାଏଲ-ଇରାନ ଯୁଦ୍ଧରେ କୁଦି ପଡ଼ିଲାଣି ପାକିସ୍ତାନ, ପରମାଣୁ ବୋମା ପକାଇ ଦେବାକୁ ଦେଉଛି ଧମକ

ଇସଲାମାବାଦ,୧୬।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲର ଆକ୍ରମଣ ପରେ, ଇରାନ ମଧ୍ୟ ଏହାର ଉଚିତ ଜବାବ ଦେଇଛି। ଏହି ସମୟରେ, ପାକିସ୍ତାନ ମଧ୍ୟ ଏହି ବିବାଦରେ ସାମିଲ ହୋଇଛି। ଏକ ରିପୋର୍ଟରେ ଦାବି କରାଯାଇଛି...

ରାଫେଲ ଖସାଇବାକୁ ନେଇ ଯେଉଁ ଦାବି କରିଥିଲା ପାକିସ୍ତାନ ଏବେ ଜଣାପଡ଼ିଲା ଏହାର ସତ

ଇସଲାମାବାଦ,୧୫।୬: ଅପରେଶନ ସିନ୍ଦୂର ଏବଂ ଏହା ପରେ ପାକିସ୍ତାନ ଉପରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ମିଛ ପ୍ରତିଦିନ ପ୍ରକାଶ ପାଉଛି। ପାକିସ୍ତାନ ଦାବି କରିଥିଲା ଯେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଏହାର ସେନା ଦୁଇଟି ରାଫେଲ ଯୁଦ୍ଧ ବିମାନକୁ...

ଇରାନ-ଇସ୍ରାଏଲ ଯୁଦ୍ଧ ମଝିରେ ଧଶେଇ ପଶିଲା ପାକିସ୍ତାନ: କହିଲା, ଆମେ…

ଇସଲାମାବାଦ୍‌,୧୪।୬: ଇରାନ-ଇସ୍ରାଏଲ ଯୁଦ୍ଧ ମଝିରେ ଧଶେଇ ପଶିଛି ପାକିସ୍ତାନ। ପାକିସ୍ତାନ ଇସ୍ରାଏଲ ବିରୋଧରେ ଯୁଦ୍ଧରେ ଇରାନକୁ ସମର୍ଥନ କରିବ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏହା ସୂଚିତ କରିଛନ୍ତି। ଆସିଫ ସାରା ବିଶ୍ୱର ମୁସଲମାନମାନଙ୍କୁ ଏକ ହେବାକୁ ନିବେଦନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri