Tag Archives: pakistan cricket team

ବାବର ଇସ୍ତଫା ଦେବା ମାତ୍ରେ ନୂଆ ଅଧିନାୟକ ଘୋଷଣା କଲା ପିସିବି, ଜାଣନ୍ତୁ କାହାକୁ ମିଳିଲା ଗୁରୁ ଦାୟିତ୍ୱ

ଲାହୋର,୧୫।୧୧: ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନକୁ ନେଇ ପାକିସ୍ତାନ ଅଧିନାୟକ ପଦରୁ ଇସ୍ତଫା ଦେଉଥିବା ନେଇ ବୁଧବାର ବାବର ଆଜମ ଘୋଷଣା କରିଥିଲେ। ଏହାର କିଛି ସମୟ ନ ପୂରୁଣୁ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି।…

ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ

ଲାହୋର,୧୫।୧୧: ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବାବର ଆଜମ। ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ବାବର ପ୍ରଥମ ଥର ଲାଗି…

ଟିଭିରେ ରାୟ ଦେବା ସହଜ, ପରାମର୍ଶ ଦେବାକୁ ଚାହୁଁଥିଲେ ସିଧା ଫୋନ୍‌ କରନ୍ତୁ: ବାବର ଆଜମ

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍‌ ୨୦୨୩ରେ ପାକିସ୍ତାନର ପ୍ରଦର୍ଶନକୁ ନେଇ ଅଧିନାୟକ ବାବର ଆଜମ ପ୍ରଶ୍ନ ଘେରରେ। ଆଫଗାନିସ୍ତାନ ବିପକ୍ଷରେ ୮ ଉଇକେଟରେ ପରାଜୟ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୭୧ ରନ୍‌ର ଟାର୍ଗେଟ ହାସଲ କରି ନ ପାରିବା ପରେ ତାଙ୍କୁ ସମାଲୋଚନା…

କୋଟିଏ ଟଙ୍କାର ଅଫରକୁ ପ୍ରତ୍ୟାଖାନ କଲେ ବାବର ଆଜମ, ରିଜୱାନ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୬।୧୧: ବିଶ୍ୱକପରେ ପାକିସ୍ତାନୀ ଖେଳାଳିଙ୍କ ପ୍ରଦର୍ଶନ ଏତେ ଟା ଭଲ ନାହିଁ । ଆଫଗାନିସ୍ତାନ ଭଳି ଟିମ୍‌ ବିପକ୍ଷରେ ହାରିଯିବା ପରେ ପାକିସ୍ତାନ ଅନେକ ଲଜ୍ଜାର ସମ୍ମୁଖୀନ ହୋଇଛି। ବିଶେଷ କରି ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ଅଧିନାୟକ ବାବର ଆଜମଙ୍କ ସମେତ…

ବିଶ୍ୱକପ୍‌ରେ ବଡ଼ ବିଶ୍ୱ ରେକର୍ଡ ଭାଙ୍ଗିଲେ ପାକିସ୍ତାନର ଏହି ବୋଲର୍‌; ଷ୍ଟାର୍କ ରହିଗଲେ ପଛରେ…

ନୂଆଦିଲ୍ଲୀ,୩୧।୧୦: ବିଶ୍ୱକପ୍‌ ୨୦୨୩ରେ ପାକିସ୍ତାନ ଟିମ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଚମକିଛନ୍ତି ଜଣେ ଖେଳାଳି। ସେ ହେଲେ ଶାହିନ ଶାହା ଆଫ୍ରିଦି। ଶାହିନ ନିଜ ଜବରଦସ୍ତ ପ୍ରଦର୍ଶନ ଯୋଗୁ ବୋଲର୍‌ ଭାବେ ଏକ ବିଶ୍ୱ ରେକର୍ଡ ବି ଭାଙ୍ଗିଛନ୍ତି। ବାଲାଂଦେଶ ବିପକ୍ଷରେ…

ପାକିସ୍ତାନ ଟିମକୁ ପସନ୍ଦ ଆସିଲାନି ହୋଟେଲର ଖାଇବା, ଅନଲାଇନ୍‌ରୁ ଅର୍ଡର କଲେ ବିରିୟାନୀ, କବାବ

ନୂଆଦିଲ୍ଲୀ,୩୧।୧୦: ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳର ପ୍ରଦର୍ଶନ ଦେଖାଯାଉନାହିଁ। ଯାହାର କାରଣ ଫିଟ୍‌ନେସ ବୋଲି କୁହାଯାଉଛି। ପାକିସ୍ତାନୀ ଖେଳାଳିମାନେ ଫିଟ ନ ହେବାର ମୁଖ୍ୟ କାରଣ ହେଉଛି ସେମାନଙ୍କର ଖାଇବା ଏବଂ ପିଇବା ଉପରେ ନିୟନ୍ତ୍ରଣ ନ କରିବା। ଏହି କାରଣରୁ…

ବିଶ୍ୱକପ୍‌ ଟିମ୍‌ରେ ମିଳି ନ ଥିଲା ସୁଯୋଗ, ଏବେ ପିସିବି ତରଫରୁ ସରଫରାଜଙ୍କୁ ମିଳିଲା ଖୁସିଖବର 

ଲାହୋର,୨୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବିଶ୍ୱକପ୍‌ ପୂର୍ବରୁ ଘୋଷଣା କରାଯାଇଥିବା ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାର ସମୀକ୍ଷା କରିବା ପରେ ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ପଦୋନ୍ନତି ଦେଇଛି। ସେ ଏବେ ‘ଗ୍ରୁପ୍‌ ଡି’ରୁ ‘ ଗ୍ରୁପ୍‌ ବି’ରେ ସାମିଲ ହୋଇଛନ୍ତି। ଖେଳାଳିଙ୍କ…

ପାକିସ୍ତାନୀ ବୋଲର୍‌ ହରିସ ରାଉଫ୍‌ଙ୍କୁ କନ୍ଦାଇଦେଲେ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌; ଗୋଟିଏ ଓଭରରେ ମାରିଲେ ୪,୬,୧,୪,୪,୪ ରନ୍‌

ବେଙ୍ଗାଲୁରୁ,୨୦।୧୦: ବିଶ୍ୱକପ୍‌ ୨୦୨୩ରେ ଶୁକ୍ରବାର ଖେଳାଯାଉଥିବା ମୁକାବିଲାରେ ଅଷ୍ଟ୍ରେଲିଆ-ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ହେଁ ଏହା ତାଙ୍କ ଲାଗି ଭୁଲ ସାବ୍ୟସ୍ତ ହୋଇଛି। କାରଣ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଡେଭିଡ ଓ୍ବାର୍ନର ଏବଂ…

ପାକିସ୍ତାନ ଲଗାତର ୧୦ଟି ମ୍ୟାଚ୍‌ ହାରିଲା, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଜାକ୍‌ ଉଡ଼ାଇଲେ ଦର୍ଶକେ

ଇସଲମାବାଦ, ୨୦।୫: ଗତ ୧୦ଟି ମ୍ୟାଚରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଦର୍ଶକ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଜାକ ଉଡାଉଥିବା ଦେଖାଯାଇଛି। ଦ୍ୱିତୀୟଥର ପାଇଁ ପାକିସ୍ଥାନକୁ ଏଭଳି ଅବସ୍ଥା ଭୋଗିବାକୁ ପଡିଛି। ୧୯୮୮ରେ ଇମ୍ରାନ ଖାନ୍‌ ପାକିସ୍ତାନ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?