Tag Archives: paddy crop

ଡିସେମ୍ବର ୨୩ରୁ ଧାନକିଣା, ଚଳିତ ବର୍ଷ ଲକ୍ଷ୍ୟ ରହିଛି…

ଛତ୍ରପୁର,୩୦ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଗୋପାଳପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଜିଲାର କିପରି ସମସ୍ତ ପଞ୍ଜୀକୃତ ଚାଷୀମାନଙ୍କଠାରୁ ସୁରଖୁରରେ ଧାନ…

ଆଜିଠୁ ବରଗଡ଼ରେ ଧାନକିଣା: ଧାନବିକ୍ରି ଟୋକନ୍ ଧର୍ମକୁ ଆଖିଠାର

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଧାନ ସଂଗ୍ରହ ପ୍ରକ୍ରିୟା ହେବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲାରେ ପ୍ରଥମଥର ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଏଭଳି ବିଳମ୍ବ ହୋଇଛି। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ଧାନବିକ୍ରି…

ଅଦିନିଆ ବର୍ଷା, ସଙ୍କଟରେ ଧାନଚାଷୀ

ରାଜକନିକା,୨୨ା୧୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୃଷି ବିଭାଗ ଆକଳନ ଅନୁଯାୟୀ ଚଳିତ ଖରିଫ ଋତୁରେ ପ୍ରାୟ ୧୪ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ଚାଷୀର ଫସଲ ବଞ୍ଚିବା ପାଇଁ ଯେତେବେଳେ ବର୍ଷାର ନିତ୍ୟାନ୍ତ ପ୍ରୟୋଜନ…

ଦାଉ ସାଧୁଛି ବର୍ଷା, ଚିନ୍ତାରେ ଚାଷୀ

ଜଗତସିଂହପୁର ଅଫିସ, ୨୨ା୧୨ (ପ୍ରମୋଦ କୁମାର ନାୟକ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ମାତ୍ରାଧିକ ବର୍ଷା ଲାଗି ରହିଛି। ଏହାଦ୍ୱାରା ବ୍ୟାପକ ଫସଲ ପ୍ରଭାବିତ ହେବା ଆଶଙ୍କା ରହିଛି। ଜଗତ୍‌ସିଂହପୁର ଜିଲାରେ…

ଗଞ୍ଜାମରେ ଲଘୁଚାପ ବର୍ଷା: ବିଲରେ ପଡ଼ିଛି କଟା ଧାନ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୦ା୧୨(ବିଦ୍ୟାଧର ସାହୁ): ଦୁଇଦିନ ଧରି ମେଘୁଆ ପାଗ ଥିବା ବେଳେ ଶୁକ୍ରବାର ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଏହି ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳ ଚାଷୀ। ପ୍ରାୟ ଜମିରେ ଧାନ ସବୁ ପାଚି ଯାଇଥିବା ବେଳେ ତାହା…

ଚାଷୀଙ୍କ ପାଇଁ କାଳ ସାଜିଛି ଲଘୁଚାପ ବର୍ଷା: ଖଳାରେ ଭିଜୁଛି ପାଚିଲା ଧାନ

ବାଲିଗୁଡ଼ା,୨୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ଲଘୁଚାପ ପ୍ରଭାବରେ ଗୁରୁବାରଠାରୁ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଏବେ ଶହଶହ ଚାଷୀଙ୍କର କ୍ଷେତ ଓ ଖଳାରେ ପାଚିଲାଧାନ ପଡ଼ି ରହିଥିବାରୁ ଅଦିନିଆ ବର୍ଷାରେ…

ଦୁଇ ଚାଷୀଙ୍କ ଅମଳ ଧାନଗଦା ଜଳିପୋଡ଼ି ଛାରଖାର

ଝରିଗାଁ,୩୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ଧାନଖଳାରେ ଜଳିଗଲା ତିନି ଏକର ଜମିର ଅମଳ ଧାନ, ଖଳାରେ ଧାନ ରଖି ବୁଧବାର ଭୋରରୁ ଆସି ଦେଖିବା ବେଳେକୁ ସବୁ ଜଳିପୋଡ଼ି ଛାରଖାର ହୋଇଯାଇଛି। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଣୁଆଗୁଡ଼ା…

ଧାନଫସଲ ଦଳିଚକଟି ନଷ୍ଟକଲେ ୯ଟିକିଆ ହାତୀପଲ

ଅମରପାଲି,୨ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବନାଞ୍ଚଳ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ଗରିଆମୁଣ୍ଡା ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଦୁଇଦିନ ହେଲା ଦୁରଦୁରା ସଂରକ୍ଷିତ ଜଙ୍ଗଲରୁ ନଅ ଟିକିଆ ହାତୀପଲ ଆସି ଗରିଆମୁଣ୍ଡା ଓ ଠାକୁରପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri