ଅଙ୍ଗ ଦାନ କରି ଦୁଇ ଜୀବନ ବଞ୍ଚାଇଲେ କେନ୍ଦ୍ରାପଡ଼ାର ୧୮ ବର୍ଷୀୟ ଯୁବକ ଭୁବନେଶ୍ୱର,୧ା୩: ମସ୍ତିଷ୍କ ଟ୍ୟୁମରରେ ପୀଡିତ ଜଣେ ୧୮ ବର୍ଷୀୟ ଯୁବକ ଦୁଇ ଜଣଙ୍କୁ ନିଜର ଅଙ୍ଗ ଦାନ କରି ସେମାନଙ୍କୁ ନୂଆ ଜୀବନ ଦେଇଛନ୍ତି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ରମେଶ ଦାସଙ୍କ ପୁଅ ଓମ ଶିବୁ କଟକସ୍ଥିତ ଏସସିବି...