Tag Archives: odisha

ପୁଇଁତୋଳାରେ ପିଇବା ପାଣି ସଙ୍କଟ, ହନ୍ତସନ୍ତ ଗ୍ରାମବାସୀ

ଗଞ୍ଜାମ, ୨୩।୧୦(ଅଖିଳ ତରାଇ): ଗଞ୍ଜାମ ସହରର ପୁଇଁତୋଳା ଅଞ୍ଚଳର ୱାର୍ଡ ନଂ ୮ ଓ ୯ରେ ପିଇବା ପାଣି ଯୋଗାଣ ବନ୍ଦ ଥିବାରୁ ଗ୍ରାମବାସୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟୋପାଏ ପାଣି ପାଇଁ ଲୋକେ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି,…

ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ନା ହତ୍ୟା: ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ…

କେସିଙ୍ଗା,୨୩।୧୦(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ରେଳ ଓଭରବ୍ରିଜରେ କାର୍ଯ୍ୟରତ ଜଣେ ଶ୍ରମିକ ବୁଧବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଶ୍ରମିକଜଣଙ୍କ ଭଦ୍ରକ ଜିଲା ସାହାପୁର ଗ୍ରାମର ସୁରେନ୍ଦ୍ର ନାଏକ ଙ୍କ ପୁଅ ତାପସ ନାଏକ (୨୫) ବୋଲି ଜଣାପଡିଛି। ଏନେଇ…

ନାଁ କୁ ଆଶାକର୍ମୀ, ୨ ବର୍ଷ ହେଲାଣି ରାଜ୍ୟ ବାହାରେ; ବହିଷ୍କାର ଦାବିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଘେରିଲେ…

ଦାରିଙ୍ଗବାଡି, ୨୩।୧୦(ଅରୁଣ ସାହୁ)-ଦିନେ କି ଦୁଇ ଦିନ ନୁହଁ ବର୍ଷ ବର୍ଷ ଧରି ଆଶାକର୍ମୀ ତାଙ୍କ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରୁନାହାନ୍ତି। କେବଳ ସେତିକି ନୁହେଁ ୨ ବର୍ଷ ଧରି ସେ ବାହାର ରାଜ୍ୟକୁ କୌଣସି କାର୍ଯ୍ୟରେ ଯାଇଥିବା ଯୋଗୁ ଗର୍ଭବତୀ…

ବକେୟା ବିଲ୍‌ ନଦେବାରୁ ପୁରା ଗାଁର ବିଦ୍ୟୁତ୍‌ ଠପ୍‌ କରିଦେଲା TPSODL, ପୋଡମପେଟ୍ଟାରେ ତୀବ୍ର ଉତ୍ତେଜନା

ଗଞ୍ଜାମ, ୨୩।୧୦(ଅଖିଳ ତରାଇ):  ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧିନସ୍ଥ ମସ୍ୟଯିବି ଗ୍ରାମ ପୋଡ଼ମପେଟ୍ଟାରେ ଟିପିଏସ୍‌ଓଡିଏଲ(TPSODL)ର ମନମୁଖୀ କାର୍ଯ୍ୟକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ବକେୟା ବିଲ, ମିଟର ଟ୍ୟାମ୍ପରିଂ ଥିବା ଉପଭୋକ୍ତାଙ୍କୁ ଦଣ୍ଡ ଦେବାକୁ ଯାଇ ସମଗ୍ର ଗ୍ରାମର…

ଭଞ୍ଜନଗରରେ କାଳୀ ପୂଜା: ସାଂସ୍କୃତିକ କାର୍ଯ୍ୟକ୍ରମ ଜମିଲା; ଆଧ୍ୟାତ୍ମିକ ନାଟକ ସହ ଖାଦ୍ୟ ଷ୍ଟଲରେ…

ଭଞ୍ଜନଗର,୨୩।୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ହାର୍ଟ ନଗର ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ଡହରେ କାଳୀ ପୂଜା ଧୁମ୍‌ଧାମରେ ଚାଲିଛି। ଦୁଇଦିନ ହେବ ଉଭୟ ପୂଜା ମଣ୍ଡପ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି। ଗୁରୁବାର ପୁଣି ବଡ଼ ଧରଣର ସାଂସ୍କୃତିକ…

ବରଗଡ଼କୁ ଚାଲାଣ ହେଉଥିଲା କଫ୍‌ ସିରପ୍‌: ମାଡ଼ି ବସିଲା ଅବକାରୀ ବିଭାଗ, ୨ ଜଣଙ୍କୁ..

ବରଗଡ଼,୨୩।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଅବକାରୀ ବିଭାଗକୁ ଗୁରୁବାର ସକାଳେ ଏକ ବଡ଼ ସଫଳତା ମିଳିଛି। ଏକ ଠିକଅପ ଭ୍ୟାନ ଯୋଗେ ଭୁବନେଶ୍ୱରରୁ ବରଗଡ଼କୁ କଫ୍‌ ସିରପ୍‌ ଚାଲାଣ ହେଉଥିଲା। ଏନେଇ ଖବର ପାଇ ସହର ଉପକଣ୍ଠ ଏକାମ୍ର ଛକରେ ଅବକାରୀ…

ରକ୍ତମୁଖା ହୋଇଗଲେ ସାନ ଭାଇ, ଜମିବାଡ଼ି ପାଇଁ ନେଇଗଲେ ବଡ଼ ଭାଇଙ୍କ ଜୀବନ

ଜଳେଶ୍ୱର,୨୩।୧୦(ନବୀନ ସାହୁ): ବାଲେଶର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ବରଡିହା ପଞ୍ଚାୟତର ବଣକାଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ଭାଇ ଆଉ ଜଣେ ଭାଇର ଜୀବନ ନେଇଯାଇଛନ୍ତି। ମୃତକ  ହେଲେ…

ପୁରୁଣା ଡ଼ାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ପ୍ରସଙ୍ଗ: ଭାଜପାର ଅଭିଯୋଗକୁ ଜିଲା ଯୁବକ ଏକତା ମଞ୍ଚର ଖଣ୍ଡନ

ଦେବଗଡ,୨୩।୧୦(ଶଶାଙ୍କ ଶେଖର ଝାଙ୍କର): ନୂତନ କୋଠାକୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ଦିନଠାରୁ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇ ଆସୁଛି । ଦେବଗଡ ଜିଲା ଯୁବ ଏକତା ମଞ୍ଚର ଆହ୍ବାନ କ୍ରମେ…

ବିବାହର ପ୍ରତିଶ୍ରୁତି ଦେଇ ମହିଳା ଏସ୍‌ଆଇଙ୍କୁ ବଳାତ୍କାର, ସୁବେଦାର ଗିରଫ

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ): ଜଣେ ମହିଳା ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ)ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ବୁଧବାର ଜଣେ ସୁବେଦାରଙ୍କୁ ଗିରଫ କରିଛି। ସେ ହେଲେ ତୋଷବନ୍ତ ଆଚାର୍ଯ୍ୟ। ତାଙ୍କ ଘର କନ୍ଧମାଳ ଜିଲାରେ ହୋଇଥିବାବେଳେ…

ବଙ୍ଗୀୟ ରୀତିନୀତିରେ ମା’ କାଳୀଙ୍କ ବିସର୍ଜନ: ସିନ୍ଦୂର ଖେଳି ବିଦାୟ ଜଣାଇଲେ ମହିଳା ଶ୍ରଦ୍ଧାଳୁ

ବଲାଙ୍ଗୀର,୨୨।୧୦( ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦୀପାବଳୀ ଉତ୍ସବ ଓ କାଳୀ ପୂଜା ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି l ବଲାଙ୍ଗୀର ବଙ୍ଗାଳୀ ସମାଜ ପକ୍ଷରୁ ରୁଗୁଡ଼ିପଡ଼ା ଦୁର୍ଗା ମଣ୍ଡପଠାରେ ସୋମବାର ରାତିରେ ମା’ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ…

ଏମିତି ବି ଆସେ ମୃତ୍ୟୁ: ବିଲକୁ ଯାଉଥିବା ବେଳେ ଉପରେ ପଡ଼ିଲା ଶୁଖିଲା ଗଛର ଗଣ୍ଡି, ଚାଲିଗଲା ଜୀବନ…

ମୋହନା,୨୨।୧୦( ମନ୍ମଥ ମିଶ୍ର ): ମନୁଷ୍ୟ ଜୀବନ ପାଣି ଫୋଟକା ଭଳି, ମୃତ୍ୟୁ କେମିତି ଆସିବ କେହି ଆକଳନ କରିପାରିବେ ନାହିଁ l ସେଭଳି ଏକ ଦୁଃଖଦ ଘଟଣା କ୍ରମରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଗଜପତି ଜିଲା…

ମହାସମାରୋହରେ ସମ୍ପନ୍ନ ହେଲା ମା’ ମହାକାଳୀ ଦେବୀଙ୍କ ପୂଜା-ଭୈରବ ଦେବଙ୍କ ଝାମୁଯାତ୍ରା

ଥୁଆମୂଳ ରାମପୁର,୨୨।୧୦(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାର ତାଳବନ୍ଧ ପଡାରେ ନବ ଜୀବନର ଯୁବ ଅନୁଷ୍ଠାନ ଓ ଦୀପାବଳି ପୂଜା କମିଟିର ମିଳିତ ଆନୁକୂଲ୍ୟରେ ମା’ ମହାକଳୀ(ବେଙ୍ଗୁଳି ଦେବୀ)ଙ୍କ ପୂଜା ଓ ଦୀପାବଳି ପର୍ବରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri