Tag Archives: odisha

ଶହେ ତମ ଜନ୍ମଦିନ ପୂର୍ବରୁ AIIMS-ଭୁବନେଶ୍ୱରକୁ ୩.୪ କୋଟି ଟଙ୍କା ଦାନ କଲେ ଡାକ୍ତର ଲକ୍ଷ୍ମୀ ବାଇ

ଭୁବନେଶ୍ୱର,୧।୧୨: ଆସନ୍ତା ଡିସେମ୍ବର ୫ ତାରିଖରେ ଶହେ ବର୍ଷରେ ପାଦ ଦେବା ପୂର୍ବରୁ ଓଡ଼ିଶାର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କେ. ଲକ୍ଷ୍ମୀ ବାଇ ତାଙ୍କ ଜୀବନ ବ୍ୟାପୀ ସଞ୍ଚୟରୁ ୩.୪ କୋଟି ଟଙ୍କା AIIMS-ଭୁବନେଶ୍ୱରକୁ ଦାନ କରିଛନ୍ତି। ମହିଳାଙ୍କ…

ଓଡ଼ିଶାରେ ବଢ଼ିଛି ଶିଶୁ ନିଖୋଜ

ଭୁବନେଶ୍ୱର,୩୦ା୧୧ (ସତ୍ୟଜିତ ରାଉତ): ରାଜ୍ୟରେ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ହେଲେ ଏଥିରେ ସେତେମାତ୍ରାରେ ସଫଳତା ମିଳୁନାହିଁ। ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହୋଇ ମା’ର କୋଳ ଖାଲି ହୋଇଯାଉଛି, ଯାହାକୁ…

ଅଗ୍ନିକାଣ୍ଡରେ ୧୦ ଘର ପୋଡି ପାଉଁଶ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରାସିଂ ଥାନା ଅନ୍ତର୍ଗତ ଗରୁଡ଼ୁଗାଁରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ପୋଡିଯାଇଛି। ଖବରପାଇ ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ…

ବାହ୍ୟ ଗ୍ରହରେ ଜୀବନ ଖୋଜିବେ ଭାରତ, ଜାପାନ

ନୂଆଦିଲ୍ଲୀ: ମାନବଜାତିର ସବୁଠାରୁ ଗଭୀର ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଭାରତ ଓ ଜାପାନ ଉଦ୍ୟମ ଆରମ୍ଭ କରିଛନ୍ତି। ଉଭୟ ଦେଶ ମିଶି ୩୦ମିଟରର ବିଶାଳକାୟ ଟେଲିସ୍କୋପ ନିର୍ମାଣ କରୁଛନ୍ତି, ଯାହାକୁ ‘ଥାର୍ଟି ମିଟର ଟେଲିସ୍କୋପ’(ଟିଏମ୍‌ଟି) କୁହାଯାଉଛି। ଏହି ଅତ୍ୟାଧୁନିକ ଅପ୍ଟିକାଲ-ଇନ୍‌ଫ୍ରାରେଡ…

ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କଲେ ବାସନ୍ଦ, ଅଭିଯୋଗ ପରେ…

ଛତ୍ରପୁର, ୨୮।୧୧ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରା ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ତାଙ୍କୁ ଏବଂ ତାଙ୍କର ପରିବାରକୁ କୈବର୍ତ୍ତ୍ୟ ସମାଜ କୂଳରୁ ବାସନ୍ଦ କରାଯାଇଥିବା ଛତ୍ରପୁର ଥାନାରେ ଏକ ଅଭିଯୋଗ ହୋଇଛି।…

ଏଇ ଭାରତରେ

ଗୁଣାତ୍ମକ ଶିକ୍ଷାର ମହତ୍ତ୍ୱ ବୁଝିଛନ୍ତି କର୍ନାଟକର ସୁଦର୍ଶନ ସଞ୍ଚାରୀ। ତାଙ୍କୁ ଏବେ ବୟସ ୨୮। ପିଲାଦିନେ ପଢୁଥିବା ତାଙ୍କ ଗାଁ ସ୍କୁଲର ପୁନଃ ନର୍ମାଣ ପାଇଁ ସେ ସାଇକେଲରେ ବୁଲି ପାଣ୍ଠି ସଂଗ୍ରହ କରୁଛନ୍ତି। ସୁଦର୍ଶନ ଗତ ୪ ବର୍ଷ ମଧ୍ୟରେ…

କେରଳ ମଡେଲ ଅନୁକରଣୀୟ

ଡ. ସନ୍ତୋଷ କୁମାର ମହାପାତ୍ର ଦାରିଦ୍ର୍ୟ ଏକ ଭୟଙ୍କର ସମସ୍ୟା। ଚରମ ବା ଅତି ଦାରିଦ୍ର୍ୟ ଦୂରୀକରଣ କରିବାରେ କେରଳ ଭାରତର ପ୍ରଥମ ରାଜ୍ୟଭାବେ ଉଭାହୋଇଛି। ୨୦୨୫ ନଭେମ୍ବର ୧ରେ ରାଜ୍ୟର ୬୯ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି…

ମିନି ପିଏମ୍‌ଓ

ତିନି ଦିନ ପାଇଁ ଛତିଶଗଡ଼ର ନୟା ରାୟପୁର ଏକ ‘ମିନି-ପିଏମ୍‌ଓ’ ଭାବରେ ନିଜକୁ ପ୍ରଦର୍ଶିତ କରିଛି। ଆୟୋଜିତ ୬୦ତମ ଜାତୀୟ ଡିଜିପି/ଆଇଜିପି ସମ୍ମିଳନୀରେ ମୋଦି, ଶାହା, ଡୋଭାଲ, ଡିଜିପି, ଆଇଜି ଏବଂ ପ୍ରତ୍ୟେକ କେନ୍ଦ୍ରୀୟ ବାହିନୀର ମୁଖ୍ୟମାନେ ଉପସ୍ଥିତ ରହିବା କାରଣରୁ…

EPFOକୁ ନେଇ ନୂଆ ନିୟମ: ଏଣିକି ସହଜ ହେବ…

ନୂଆଦିଲ୍ଲୀ,୨୯।୧୧: ଦେଶର ପ୍ରାୟ ସମସ୍ତ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିଙ୍କର ପିଏଫ ଆକାଉଣ୍ଟ ଅଛି। ପ୍ରତି ମାସରେ ପିଏମ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଜମା କରାଯାଏ। ପୂର୍ବରୁ, ନୂତନ ଆକାଉଣ୍ଟକୁ ପିଏଫ ପାଣ୍ଠି ସ୍ଥାନାନ୍ତର କରିବା ପାଇଁ ବହୁତ ଅସୁବିଧା ହେଉଥିଲା। ପୁରୁଣା…

ଟଳିଲା ବାତ୍ୟା ଭୟ, ଫେରିଲା ଶୀତ

ଭୁବନେଶ୍ୱର,୨୯ା୧୧(ବନ୍ଦନା ସେଠୀ): ମାଲାକ୍କା ଷ୍ଟ୍ରେଟ୍‌ରେ ସୃଷ୍ଟି ବାତ୍ୟା ‘ସେନୟାର’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଏହାର ନଁା ରହିଛି ‘ଡିଟ୍‌ୱା’। ତେବେ ଓଡ଼ିଶା…

ବିଧାନସଭାରେ ଅତିରିକ୍ତ ବଜେଟ ଆଗତ: ଚାଷୀଙ୍କ ପାଇଁ…

ଭୁବନେଶ୍ୱର,୨୮।୧୧: ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି । ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ବ୍ୟୟ ଅଟକଳ କରାଯାଇଛି। ଧାନ କ୍ରୟ ପାଇଁ ରିଭଲଭିଂ…

ଗରିବୀ ପାଇଁ ନବଜାତ ଶିଶୁକୁ ସମ୍ପର୍କୀୟଙ୍କୁ ଟେକି ଦେଇଥିଲେ ମା’ବାପା, ଖବରପାଇ ଅଚାନକ ପହଞ୍ଚିଲା…

ବଲାଙ୍ଗୀର, ୨୮।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କନ୍ଦାଜୁରି ଗାଁରୁ ବେଆଇନ ଭାବେ ହସ୍ତାନ୍ତରିତ ଦୁଇ ନବଜାତ ଶିଶୁକୁ ଜିଲା ଶିଶୁ ସୁରକ୍ଷା ୟୁନିଟର ଉଦ୍ଧାରକାରୀ ଦଳ ବେଲପଡା ବ୍ଳକର ଏକ ଗାଁ ଓ ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri