Tag Archives: odisha

ଦାଦନ ଖଟି ଯାଉଥିବା ବେଳେ ଅଧାରାସ୍ତାରୁ ଶ୍ରମିକ ନିଖୋଜ, ଲାଞ୍ଜିଗଡ଼ ଥାନାର ଦ୍ୱାରସ୍ଥ ହେଲେ ପରିବାରଲୋକେ…

ଲାଞ୍ଜିଗଡ,୧୦।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ଦୁଃଖ ଅଞ୍ଚଳରେ ବଢ଼ିବାରେ ଲାଗିଛି । କେତେ ବେଳେ ଦାଦନ ଶ୍ରମିକ ସାଉକାରଙ୍କ ଠାରୁ ର୍ନିଯ୍ୟାତିତ ହେଉଛି ତ କେତେବେଳେ...

ରାୟଗଡ଼ାରେ ସରଗରମ ରାଜନୀତି: ପ୍ରମିଳାଙ୍କ ରିପୋର୍ଟରେ ଜିଲା ସଭାପତି ଭାବେ ଥିଲା ହିମିରିକାଙ୍କ  ନାମ, କେଉଁ ଉଦ୍ଦେଶ୍ୟରେ…

ରାୟଗଡ଼ା,୧୦।୯(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ବିଜେ ସଭାପତି ଘୋଷଣା ପରେ ରାଜ୍ୟସଭା ପୂର୍ବତନ ଏମ୍‌ପି ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ଦଳର ବରିଷ୍ଠ ନେତା ବାନାଗା...

କାହା ଚାପରେ ଚୁପ୍‌ ଜୁନାଗଡ଼ ପୋଲିସ-ଶିକ୍ଷା ବିଭାଗ, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଭବାନୀପାଟଣା, ୧୦।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେରଙ୍କ ସ୍ତ୍ରୀ ସୁମିତ୍ରା ମେହେର ତାଙ୍କ ସ୍ବାମୀଙ୍କୁ ମିଥ୍ୟା ଅଭିଯୋଗରେ ଫସାଯାଇଥିବା ନେଇ ଜୁନାଗଡ଼ ଥାନାରେ...

ଯୌନ ନିର୍ଯାତନା ପାଇଁ ନାବାଳିକାଙ୍କୁ ଅପହରଣ କରି ନେଉଥିଲେ, ଅଭିଯୁୁକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…

ଭଞ୍ଜନଗର,୧୦/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ନୂଆଁପଲ୍ଲୀରୁ ମଙ୍ଗଳବାର ଜଣେ ୧୦ ବର୍ଷର ନାବାଳିକାଙ୍କୁ ରାଇକିଆ ଥାନା ଅନ୍ତର୍ଗତ ସୁବଲାବାଡି ଗ୍ରାମର ସୁଶାନ୍ତ ସେଠୀ ନିଜ ସ୍କୁଟିରେ ଅପହରଣ କରି ନେଉଥିଲେ। ପରେ ଗାଲେରିଠାରେ ନାବାଳିକାଜଣଙ୍କ କାନ୍ଦୁଥିବା ଦେଖି...

ପରୀକ୍ଷା ଦେବାକୁ ଯିବା ବେଳେ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ୨୦ ବର୍ଷ ଜେଲ ଦଣ୍ଡରେ…

କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ବଡ଼ ରାୟ ଦେଇଛନ୍ତି। ଏହି ମାମଲାରେ ବେତନଟି ଥାନା ଅନ୍ତର୍ଗତ ଅଭିଯୁକ୍ତ ଶୁଭେନ୍ଦୁ ପ୍ରଧାନ(୩୨)ଙ୍କୁ...

ଘରୁ ନିଖୋଜ ହୋଇଯାଇଥିଲେ ୭୦ ବର୍ଷୀୟ ପୁନି, କେନାଲ କଡ଼ରୁ ଉଦ୍ଧାର ହେଲା ଗଳିତ ମୃତଦେହ

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଗଡ଼ଗୋବିନ୍ଦପୁର ଗ୍ରାମ ବାହୁଦା କେନାଲ କଡ଼ରୁ ବୁଧବାର ଅପରାହ୍ନରେ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହକୁ କେ.ନୂଆଗାଁ ପୋଲିସ ଜବତ କରିଛି। ବୃଦ୍ଧା ଜଣକ ହେଲେ ଗଡ଼ଗୋବିନ୍ଦପୁର ଗ୍ରାମର କେ. ପୁନି (୭୦)। ସୂଚନାନୁଯାୟୀ,...

ଓଡ଼ିଶାରେ ଆବାସ ଯୋଜନାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ AI ବ୍ୟବହାର କରାଯିବ: ମନ୍ତ୍ରୀ

ଭୁବନେଶ୍ୱର,୧୦।୮: ଓଡ଼ିଶା ସରକାର ଶୀଘ୍ର ଗୃହ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବୁଧବାର କହିଛନ୍ତି। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ, ମାଡିବସିଲା ପୋଲିସ, ଆଉ ତା’ପରେ…

ଭୁବନେଶ୍ୱର,୧୦।୯: ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ। ମେସିନ ଦ୍ବାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍‌ ଓ ଏକ କେମିକାଲ ମିଶାଇ ବଜାରକୁ ଛାଡୁଥିଲେ। ଗତକାଲି ବିଳମ୍ବିତ ରାତିରେ କଟକ...

ହାଟକୁ ଗୋରୁ ବିକ୍ରି କରିବାକୁ ଆସୁଥିଲେ ବ୍ୟବସାୟୀ, ବାଟରେ ଜଗିଥିଲା ମୃତ୍ୟୁ

ବଲାଙ୍ଗୀର,୧୦।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ନିକଟ ମୁଖ୍ୟ ରାସ୍ତାରେ ଟ୍ରକ ଧକ୍କାରେ ଜଣେ ଗୋରୁ ବିକ୍ରେତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ବଙ୍ଗୋମୁଣ୍ଡା ବ୍ଲକ ଧୁଣ୍ଡିମହୁଲ ଗାଁର ଛବି...

ସାମାଜିକ ସମୀକ୍ଷା, ଜନ ଶୁଣାଣି: ଅବହେଳା ପାଇଁ କ୍ଷୋଭ ପ୍ରକାଶ କଲେ ସିଡିଓ, ସାତ ଦିନ ଭିତରେ…

ଗଞ୍ଜାମ,୧୦/୯: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସମିତି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଭାରପ୍ରାପ୍ତ ସିଡିଓ ବିଜୟ...

ପରଲୋକରୁ ପତ୍ର

ହେସ୍ନେହାସ୍ପଦ ପୁତ୍ର/ ପୌତ୍ର/ ପ୍ରପୌତ୍ରଗଣ, ପରଲୋକରୁ ତୁମମାନଙ୍କୁ ଆମର କୋଟିଏ ଆଶିଷ। ମର୍ତ୍ତ୍ୟଲୋକରେ ଏବେ ଆରମ୍ଭ ହୋଇଯାଇଛି ପିତୃପକ୍ଷ। ଆମକୁ ସ୍ମରଣ ପୂର୍ବକ ସସମ୍ମାନ ଆମ ପାଇଁ ଶ୍ରାଦ୍ଧ ଓ ତର୍ପଣର ବ୍ୟବସ୍ଥା କରୁଛ ଆଜି। ଏହି ସମୟରେ ମର୍ତ୍ତ୍ୟଲୋକରେ...

ବୁଝିବାକୁ ୮ବର୍ଷ ଲାଗିଲା

ଜିଏସ୍‌ଟି ବା ସାମଗ୍ରୀ ଓ ସେବା ଟିକସ ଅତ୍ୟନ୍ତ ଜଟିଳ ହେବା ସହ ଏହାର ବୋଝ ଗରିବଙ୍କ ଉପରେ ପଡୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସରେ ‘ପରବର୍ତ୍ତୀ ପିଢ଼ିର’ ଜିଏସ୍‌ଟି ସଂସ୍କାର ଆଣିବା ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri