ଆଜିଠୁ ପେନସନ ସିଷ୍ଟମରେ ପରିବର୍ତ୍ତନ, ଜାଣନ୍ତୁ ନିବେଶକମାନଙ୍କ ପାଇଁ କ’ଣ ହେବ ନୂଆ…
ନୂଆଦିଲ୍ଲୀ,୧।୧୦: ଅବସର ପାଇଁ ପ୍ରସ୍ତୁତି ଏବେ କେବଳ ସଞ୍ଚୟ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ନିବେଶର ମଧ୍ୟ ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ, ଗତ ୧୬ ବର୍ଷ ମଧ୍ୟରେ ଜାତୀୟ ପେନସନ ବ୍ୟବସ୍ଥା (NPS) ଏକ ନିର୍ଭରଯୋଗ୍ୟ ବିକଳ୍ପ ପାଲଟିଛି।...
ମା’ଦୁର୍ଗାଙ୍କ ଆଜି ମହାନବମୀ ପୂଜା: ଦଶହରା ପାଇଁ ଦାରିଙ୍ଗବାଡି ସହର ଉତ୍ସବ ମୁଖର
ଦାରିଙ୍ଗବାଡି, ୧ ।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସହରରେ ଦଶହରା ପାଇଁ ଉତ୍ସବମୁଖର ହୋଇପଡିଛି । ସପ୍ତମୀ ତିଥି ଠାରୁ ଏହି ପର୍ବରେ ମା’ ଦୁର୍ଗା ମୃଣ୍ମୟ ମୂର୍ତ୍ତି ଙ୍କୁ ପୂଜାର୍ଚନା କରାଯାଉଥିବା ବେଳେ ବୁଧବାର...
କଳିଙ୍ଗା ଘାଟି ମନ୍ଦିରରେ ପଡ଼ିଲା ବୋଦା ବଳି
ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ)-ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥରରେ ଥିବା କଳିଙ୍ଗା ଘାଟିରେ ଗତ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହେବା ସହ ବଡ ବଡ ପଥର ଖସିଥିଲା। ଫଳରେ ଉକ୍ତ ଘାଟି ରାସ୍ତା ଧୋଇ ହୋଇଯାଇଥିଲା। ବଡ଼ ବଡ଼ ପଥର...
ଲଜ୍ଜାରେ ନଇଁଲା ଓଡ଼ିଶା ମୁଣ୍ଡ: ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଦେଶରେ ପ୍ରଥମ, ବର୍ଷକରେ ୧୯୭୮ କେସ୍ ରିପୋର୍ଟ
ନୂଆଦିଲ୍ଲୀ,୩୦।୯: ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍ ଇନ୍ ଇଣ୍ଡିଆ ୨୦୨୩’ରେ ଏକ ଚିନ୍ତାଜନକ ଚିତ୍ର ପ୍ରକାଶ ପାଇଛି। ୨୦୨୩ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍ ରେଜିଷ୍ଟର୍ କରିଛି,...
ପାର୍ବଣର ଖୁସି ଭିତରେ ସୃଷ୍ଟି ହେଲା ଲଘୁଚାପ: ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୩୦।୯: ଦୁର୍ଗାପୂଜା ଓ ଦଶହରା ପାର୍ବଣର ଆନନ୍ଦମୟ ମାହୋଲ ମଝିରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ ମିନିଟ୍ ପରେ ଏହି ଲଘୁଚାପ ସୃଷ୍ଟି...
ମହାମାୟାଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ , ନବମୀରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ…
ପାଟଣା, ୩୦।୯( ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟର ବିଭିନ୍ନ ପୀଠ ଓ ଗୃହରେ ସୋମବାର ମା’ଙ୍କ ସପ୍ତମୀ ପୂଜା ସରିଥିବା ବେଳେ ପାଟଣା ଦୁର୍ଗା ମଣ୍ଡପରେ ମଙ୍ଗଳବାର ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଚାଲିଛି। ପୂଜକ...
ଖୁସିଖବର: ଚାଷୀଙ୍କୁ ଦିଆଗଲା ଦଶହରା ଭେଟି, ଆରମ୍ଭ ହେଲା…
ବଲାଙ୍ଗୀର,୩୦।୯(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଲୋୟର ସକତେଲ ଡ୍ୟାମ୍ର ଦ୍ୱିତୀୟ ବନ୍ୟାଜଳ ରବିବାର ଅପରାହ୍ଣ ୪ଟାରେ ଛଡାଯାଇଛି। ଡ୍ୟାମ ଭିତର ଜଳସ୍ତର ୧୯୯ ମିଟର ପହଞ୍ଚିବା ପରେ ଡ୍ୟାମ୍ର ସ୍ଥିତି ଆକଳନ କରାଯାଇ ବନ୍ୟା ଜଳ ଛଡାଯାଇଥିବା ସୂଚନା...
ଅକ୍ଟୋବର ୫, ୬ରେ ହେବାକୁ ଥିବା ପୋଲିସ SI ପରୀକ୍ଷା ସ୍ଥଗିତ ଘୋଷଣା, ଏହି ଦିନ ହେବା ନେଇ…
ଭୁବନେଶ୍ୱର,୩୦।୯: ପୋଲିସ SI ପରୀକ୍ଷା ସ୍ଥଗିତ ଘୋଷଣା। ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ସୂଚନା ମିଳିଛି। ଅପ୍ରତ୍ୟାଶିତ ଘଟଣାକ୍ରମକୁ ନେଇ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଛି। ଏନେଇ ମଙ୍ଗଳବାର OPRB...
ନିଖୋଜ ଥିଲେ ନାବାଳକ, ଆଜି ମିଳିଲା ମୃତଦେହ
ଆସିକା, ୩୦।୯ (ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳି-ରାମନାପଲ୍ଲୀ ରାସ୍ତାରେ ଏକ ନିର୍ଜନ ସ୍ଥାନରୁ ମଙ୍ଗଳବାର ସକାଳେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଖଣ୍ଡରାବଳି ଗ୍ରାମର ବାବୁ ବିଷୋୟୀଙ୍କ ପୁଅ...
ମାଟି ନେବାକୁ ନେଇ ଦାଦାଙ୍କୁ କୋଦାଳରେ ହାଣିଦେଲା ପୁତୁରା, ଆଉ ତା’ପରେ…
କେନ୍ଦୁଝର,୩୦ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଳକ ନୟାକୋଟ ଥାନା ଅନ୍ତର୍ଗତ ଦୁଧପୋଶି ଗ୍ରାମରେ ଘଟିଛି ଅଘଟଣ। ରାସ୍ତାରେ ପକାଯାଉଥିବା ମାଟିକୁ ଆଣିବାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇ ଭୁଲବୁଝାମଣାରୁ ଦାଦାଙ୍କୁ କୋଦାଳରେ ହାଣି ହତ୍ୟା...
ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ, ପାଦ ଚିହ୍ନ ଠାବ ପରେ ଭୟରେ ଲୋକେ
ଦେବଗଡ,୩୦।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ । ଗତ କିଛି ଦିନ ହେଲା ବାଘ ବୁଲୁଥିବା ସୂଚନା ରହିଥିବା ବେଳେ ପ୍ରଥମଥର ପାଇଁ ବାଘ ପାଦ ଚିହ୍ନ ଲୋକ ଲୋଚନକୁ ଆସିଛି ।...
ଓଡ଼ିଶା ସରକାରଙ୍କ ଐତିହାସିକ ନିଷ୍ପତ୍ତି: ଏଣିକି ୨୪ ଘଣ୍ଟା ଖୋଲା ରହିବ ଦୋକାନ
ଭୁବନେଶ୍ୱର,୨୯।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍ ବୈଠକରେ ଫ୍ୟାକ୍ଟ୍ରୀ ଆଇନ, ୧୯୪୮ ଓ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ରେ ସଂଶୋଧନକୁ ମଞ୍ଜୁରି ମିଳିଛି। ଏହି ସଂଶୋଧନ ଅନୁଯାୟୀ, ୨୦ ବା...
Archives


