Tag Archives: odisha

ପୁଣି କୂଳ ଲଙ୍ଘିଲା ସମୁଦ୍ର, ଭୟଭୀତ ଅବସ୍ଥାରେ ଗ୍ରାମବାସିନ୍ଦା

ଛତ୍ରପୁର ୩୧।୭(ଦିଲ୍ଲୀପ ସାମଲ): ଦିନକୁ ଦିନ କୂଳ ଲଙ୍ଘିବାରେ ଲାଗିଛି ଆର୍ଯ୍ୟପଲ୍ଲୀ ସମୁଦ୍ର। ପୂର୍ବରୁ ଆର୍ଯ୍ୟପଲ୍ଲୀ ଗ୍ରାମଟି ସମୁଦ୍ର ଠାରୁ ୫ କି.ମି. ଦୂରରେ ରହିଥିବା ବେଳେ ବର୍ତ୍ତମାନ ତାହା ୫୦ ମିଟର ଦୂରରେ ରହିଛି । ଦିନକୁ ଦିନ ସମୁଦ୍ର…

ସାର, କୀଟ ନାଶକ ଔଷଧର କଳାବଜାରୀ ରୋକିବା ପାଇଁ ଅଚାନକ ଚଢାଉ କଲା କୃଷି ବିଭାଗ

କର୍ଲାମୁଣ୍ଡା,୩୧।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସାର ଓ କୀଟ ନାଶକ ଔଷଧର କଳାବଜାରୀ ରୋକିବା ଉଦ୍ୟମରେ କୃଷି ବିଭାଗ ପକ୍ଷରୁ ଗୁରୁବାର ଅଚାନକ ଚଢ଼ାଉ ହୋଇଛି। ଏଥିରେ ନର୍ଲା ଜିଲା କୃଷି ଅଧିକାରୀ ଶୁଭେନ୍ଦୁ…

ବାଇକରେ ବିକଟାଳ ଶବ୍ଦ ବାହାରୁଥିବା ସାଇଲାନ୍ସର ଲଗାଇ ବୁଲୁଥିଲେ ଯୁବକ, ହେଲା ଜରିମାନା

ଦାରିଙ୍ଗବାଡ଼ି,୩୧।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚକରେ ୩ ବାଇକ ଆରୋହୀ ବିକଟାଳ ଶବ୍ଦ ବାହାରୁଥିବା ସାଇଲାନ୍ସର ଲଗାଇ ବୁଲୁଥିବା ଓ ଷ୍ଟଣ୍ଟ ଦେଖାଉଥିବା ବେଳେ ପୋଲିସ ହାବୁଡ଼ରେ ପଡିଥିଲେ। ପୋଲିସ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କାବୁ…

ବିଶ୍ୱକର୍ମା, ସାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଉ, ଉଠିଲା ଦାବି

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଢୁଢ଼ୁଆ ଶିବ ମନ୍ଦିର ପରିସରରେ ଗୁରୁବାର ମେକାନିକାଲ ମହାସଂଘ ଭଞ୍ଜନଗର ଶାଖାର ଏକ ବୈଠକ ଅନଷ୍ଠିତ ହୋଇଯାଇଛି। ଏଥିରେ ମହାସଙ୍ଘର ରାଜ୍ୟ ସଭାପତି ଅରକ୍ଷିତ ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଙ୍ଘର…

ଭାଜପା ରାଜ୍ୟ ଅଫିସରେ ପ୍ରଫୁଲ୍ଲ ସାମଲଙ୍କ ପୁଅ, ଧରିବେ ପଦ୍ମ! ବଢିଲା…

ଭୁବନେଶ୍ୱର,୩୧।୭: ଭାଜପା ରାଜ୍ୟ ଅଫିସରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। ବାସୁଦେବପୁର ଭାଜପା ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣଙ୍କ ସହ ଆସିଥିଲେ ପ୍ରୟାସକାନ୍ତି। ପ୍ରୟାସକାନ୍ତି ସାମଲ ଭାଜପା କାର୍ଯ୍ୟାଳୟରେ ଉପସ୍ଥିତି ନେଇ ଚର୍ଚ୍ଚା ବଢିଛି। ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ…

ମିଳୁନାହିଁ ଜଏନିଂ ଅର୍ଡର, ଡିଇଓଙ୍କ ଅଫିସ ସାମ୍ନାରେ ଆତ୍ମହତ୍ୟା ଧମକ ଦେଲେ ବିଇଓ

ବଲାଙ୍ଗୀର, ୩୧।୭ (ସୁନୀଲ ମହାନ୍ତି): ଜଏନିଂ ଅର୍ଡର ମିଳିଲାନି ବୋଲି ବଲାଙ୍ଗୀର ଡିଇଓ ଅଫିସକୁ ଆସି ଜଣେ ବିଇଓ ଆତ୍ମହତ୍ୟା ଧମକ ଦେଇଛନ୍ତି। ବିଇଓ ରଞ୍ଜିତ ଭୋଇ ତିନି ମାସ ହେଲା ବଦଳି ହୋଇ ଆସିଥିଲେ ମଧ୍ୟ କାର୍ଯ୍ୟରେ ଯୋଗଦେବାକୁ ବଲାଙ୍ଗୀର…

ସୁଭଦ୍ରା ଟଙ୍କାରୁ ବାଦ୍‌ ପଡ଼ିଥିବା ମହିଳାଙ୍କ ପାଇଁ ବଡ଼ ଖବର, ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୩୧।୭: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବାଦ୍‌ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ପୁନଃ ଆବେଦନ ଅନାବଶ୍ୟକ। ଆଉ ପୁନର୍ବାର ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ ନାହିଁ। ତଥ୍ୟ ଯାଞ୍ଚ ଚାଲିଛି, ଯୋଗ୍ୟ…

ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ଜାଣନ୍ତୁ କିଏ, କେବେଠାରୁ କରିପାରିବେ ଆବେଦନ? ସବିଶେଷ…

ଭୁବନେଶ୍ୱର,୩୦ା୭(ସୁଚିସ୍ମିତା ସାହୁ): ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ଅଗଷ୍ଟ ୯ ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା…

ଅତି ପ୍ରବଳ ବର୍ଷା: ଏହି ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୩୦ା୭(ଅନୁରାଧା ମହାରଣା)- ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଲାଗିରହିଛି। ବୁଧବାର ଭଦ୍ରକରେ ସର୍ବାଧିକ ୪୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଯାଜପୁରରେ ୨୫ ମିମି. ଚାନ୍ଦବାଲିରେ ୨୪.୪ ମିମି, କେନ୍ଦୁଝରରେ ୮.୮ ମିମି, ବାରିପଦାରେ…

ଖେଳ ସାମଗ୍ରୀ କ୍ରୟରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସର ତଦନ୍ତ ଆରମ୍ଭ

ଭବାନୀପାଟଣା,୧୨ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତି ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଗାଯାଇଥିବା ଖେଳ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିମ୍ନମାନର ସାମଗ୍ରୀ ବଣ୍ଟନ କରାଯାଇଥିବା…

ଘର ଆଗରେ ବସିବାର ୭ ଦିନ ବିତିଲା; ନ୍ୟାୟ ନ ପାଇ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ପ୍ରେମିକଙ୍କୁ ଖୋଜୁଛି ପୋଲିସ

ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା ଘଟଣାକୁ ନେଇ ବ୍ରାହ୍ମଣୀଗାଁ ଥାନାରେ ବୁଧବାର ସଂନ୍ଧ୍ୟାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଏକ ମାମଲା (୭୫ /୨୫)ରୁଜୁ…

ଭଗବାନ ପ୍ରଧାନ ନଗର ସଭାପତି, ହୁମା ମଣ୍ଡଳ ସଭାପତି ହେଲେ ଧ୍ରୁବ ଚରଣ ପଲାଇ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ)-ଗଞ୍ଜାମ ଜିଲା ଭାଜପା ନଗର ସଭାପତି ଭାବେ ଭଗବାନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି। ସେହିପରି ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ଉପରେ ରାଜ୍ୟ ନେତୃବୃନ୍ଦ ଆସ୍ଥା ପ୍ରକଟ କରି ପୁଣି ହୁମା ମଣ୍ଡଳ ସଭାପତି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?