Tag Archives: odisha

କୋଟିଆବାସୀଙ୍କୁ ଡବଲ୍‌ ଫାଇଦା: ଦୁଇ ରାଜ୍ୟ ସହ ସମଦୂରତା, ଯେଉଁଠୁ ଅଧିକ ମିଳିଲା ସେପଟକୁ ଢଳୁଛନ୍ତି ଗ୍ରାମବାସୀ

ଭୁବନେଶ୍ୱର,୮।୮: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାସ୍ଥ କୋଟିଆର ୨୧ଟି ଗାଁରେ ଚାଲିଛି ଏକ ଅଜଣା ଦ୍ବୈତ ଶାସନ। ଏହି ଅଞ୍ଚଳର ବାସିନ୍ଦାମାନେ ଦୁଇ ରାଜ୍ୟରୁ ମିଳୁଥିବା ସୁବିଧାରୁ ଡବଲ୍‌ ଫାଇଦା ଉଠାଉଛନ୍ତି। ଯେଉଁ ରାଜ୍ୟରୁ ଅଧିକ ସୁବିଧା ମିଳୁଛି, ସେପଟକୁ ଗ୍ରାମବାସୀଙ୍କ…

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେଡି ନେଲା ବଡ଼ ନିଷ୍ପତ୍ତି: ଟେନସନରେ ମୋଦି ସରକାର

ଭୁବନେଶ୍ୱର/ନୂଆଦିଲ୍ଲୀ,୮।୮: ଉପରାଷ୍ଟ୍ରପତି ନିର୍ବାଚନ ନେଇ ବିଜେଡି ନେତା ମହେଶ ସାହୁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, NDA ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ନାହିଁ । ଓଡ଼ିଶାର ଝିଅ ବୋଲି ରାଷ୍ଟ୍ରପତି ପାର୍ଥୀଙ୍କୁ ସମର୍ଥନ କରିଥିଲୁ। ଏବେ ସେ…

ରାତି ପାହିଲେ ଆସିବ ସୁଭଦ୍ରାର ୩ୟ କିସ୍ତି: ଏହି ସମୟରେ ଆସିବ ଟଙ୍କା

ଭୁବନେଶ୍ୱର,୮।୮: ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ରାଜ୍ୟ ସରକାର ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ସୁଭଦ୍ରା କିସ୍ତି ଟଙ୍କା ପଠାଇବେ । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ଏ ନେଇ…

ଜଙ୍ଗଲ ସୁରକ୍ଷା ପାଇଁ ହେବ ୧୦ ବର୍ଷିଆ ଯୋଜନା, ତାଲିମ ନେଲେ…

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ)-ପ୍ରତି ୧୦ ବର୍ଷକୁ ଥରେ ଜଙ୍ଗଲ ବିଭାଗ ଅଧୀନରେ ଥିବା ୱାର୍କିଁଙ୍ଗ ପ୍ଲାନ ବିଭାଗ ପକ୍ଷରୁ ଜଙ୍ଗଲ ଗୁଡ଼ିକର ବିଭିନ୍ନ ସମୀକ୍ଷା ହୋଇଥାଏ। ଏହାପରେ ଆଗାମୀ ୧୦ ବର୍ଷ ପାଇଁ ଜଙ୍ଗଲରେ କଣ ସବୁ ପଦକ୍ଷେପ ନିଆଯିବ ସେନେଇ ନିଷ୍ପତ୍ତି…

ବିଜେଡି ବିକ୍ଷୋଭରେ ଛାତ୍ରୀଛାତ୍ରଙ୍କୁ ସାମିଲ ଘଟଣା: ଥାନାରେ ଅଭିଯୋଗ କଲା ବ୍ରାହ୍ମଣୀଗାଁ ଭାଜପା

ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଯୁବ ଏବଂ ଛାତ୍ର ବିଜେଡି ପକ୍ଷରୁ ବୁଧବାର ରାଜ୍ୟରେ ଛାତ୍ରୀ ଓ ନାରୀ ଅସୁରକ୍ଷିତ ଓ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ସଭା ଓ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ବ୍ରାହ୍ମଣୀଗାଁଠାରେ…

ଭଞ୍ଜନଗର ମେଡିକାଲକୁ ମିଳିଲା ୨ ପୁରସ୍କାର, ଖୁସିବ୍ୟକ୍ତ କଲେ ଅଞ୍ଚଳବାସୀ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଗୁରୁବାର ରାଜ୍ୟ ସରକାର ଦୁଇଟି ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମଟି ଶିଶୁକୁ ପ୍ରଥମ ୬ ମାସ ପର୍ଯ୍ୟନ୍ତ ମା କ୍ଷୀର ଦେବା (ବେବି ଫ୍ରେଣ୍ଡଲି ) କ୍ଷେତ୍ରରେ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ…

ମା’ବାପା ଘରେ ନ ଥିବା ବେଳେ ନାବାଳିକାଙ୍କୁ ନେଇ ଫେରାର, ଅପହରଣ ମାମଲା ରୁଜୁ କରି… 

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ମାମଲା ନଂ.୨୭୯/୨୫ ଦଫା –…

ଛିଡ଼ା ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ 

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ବରଗଡ ଭଟଲି ରାସ୍ତାର ପିପଲମୁଣ୍ଡା ବୁଲାଣି ନିକଟରେ ବୁଧବାର ରାତି ପ୍ରାୟ ୮ ଟା ୩୦ମିନିଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକ ମୃତ୍ୟୁ ବରଣ କରିଛନ୍ତି ।…

କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ, ତେଜୁଛି ଅସନ୍ତୋଷ

ଖଡ଼ିଆଳ,୬।୮(ସୁଜିତ କୁମାର ପ୍ରଧାନ): ଲୋକଙ୍କ ଆଶା ଥିଲା ଡବଲ ଇଞ୍ଜିନ ସରକାରରେ ବିଶେଷ କରି ସରକାରୀ ଅଧିକାରୀ ଓ କର୍ମଚାରୀ ତତ୍ପରତା ଦେଖାଇ କାମ କରିବେ ଓ ଡବଲ ବିକାଶ ହେବ। ହେଲେ ବିକାଶର ବାଧକ ସାଜିଛନ୍ତି କିଛି ଅମାନବୀୟ ଅଧିକାରୀ…

ମଧ୍ୟାହ୍ନରେ ସ୍ତ୍ରୀଙ୍କ ସହ କଥା, ଅପରାହ୍ନରେ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଖବର: ଗ୍ରାମରେ ଚାପା ଉତ୍ତେଜନା…

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଆନ୍ଧ୍ରପ୍ରଦେଶ ଚିତ୍ତୋର ଅଞ୍ଚଳର ଏକ ଘରୋଇ ପଥରଖଣିରେ କାମ କରୁଥିବା ଜଣେ ଓଡିଆ ଶ୍ରମିକ କୈବଲ୍ୟ ନାୟକଙ୍କ ଗତ ସୋମବାର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ପରିବାରଲୋକେ ତାଙ୍କ ଆକସ୍ମିକ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ଏପରିକି…

ଅସରାଏ ବର୍ଷାରେ ଦିଗପହଣ୍ଡିରେ କୃତ୍ରିମ ବନ୍ୟା: ବ୍ଲକ କାର୍ଯ୍ୟାଳୟରେ ପଶିଲା ପାଣି, ନାହିଁ ନ ଥିବା…

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନରେ ଲଗାତାର ପ୍ରଚଣ୍ଡ ଘଡଘଡି ସାଙ୍ଗକୁ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଥିଲା। ଫଳରେ ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପଠାରୁ ପାଖାପାଖି ୧୦୦ ମିଟର…

ଘଡ଼ଘଡ଼ି ଯୋଗୁ ନିୟନ୍ତ୍ରଣ ହରାଇ ବସିଲେ, ଗଛକୁ ପିଟିଲା ଡାଲା ଅଟୋ, ଚାଳକ…

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ବୁଧବାର ଅପରାହ୍ନରେ ଏକ ଖଇ ବୋଝେଇ ଡାଲା ଅଟୋ ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡିଛି । ଚାଳକଜଣକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?