Tag Archives: odisha

ନୂଆଦିଲ୍ଲୀରେ ନୂଆଁଖାଇ ପାଳନ କଲେ ଓଡ଼ିଆ ଛାତ୍ରୀଛାତ୍ର

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ)- ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ତଥା ଗଣପର୍ବ ନୂଆଁଖାଇ ପର୍ବକୁ ଗୁରୁବାର ନୂଆଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେ.ଏନ.ୟୁ.)ର ଓଡ଼ିଆ ଛାତ୍ରୀଛାତ୍ରମାନେ ବେଶ ଉତ୍ସାହର ସହ ପାଳନ କରିଛନ୍ତି। ଆରମ୍ଭରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ…

ପିଆଜ ବସ୍ତା ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ, ଦେଖିଦେଲା ପୋଲିସ, ଆଉ ତା’ପରେ…

ସୋନପୁର,୨୯।୮(ମୃତ୍ୟୁଞ୍ଜୟ ଶତପଥୀ): ଓଡ଼ିଶାର କନ୍ଧମାଳ ଓ ବୌଦ୍ଧ ଜିଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଗଞ୍ଜେଇର ଚାହିଦା ରାଜ୍ୟ ବାହାରେ ଖୁବ୍‌ ଅଧିକ। ହଜାର ହଜାର ହେକ୍ଟର ଜମିରେ ଚାଷ ହେଉଥିବା ଉନ୍ନତ ମାନର ଗଞ୍ଜେଇ କିଣିବା ପାଇଁ ଏବେ…

ପ୍ରବଳ ବର୍ଷିିବ: ଆସନ୍ତାକାଲି ପାଇଁ ଏହି ସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ଆସନ୍ତା ୩ ତାରିଖ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ପାଇଁ ୨୦ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି। ସେହି ଜିଲାଗୁଡିକ ହେଲା…

ଜାତୀୟ କ୍ରୀଡ଼ା ଦିବସରେ ପୋଲିସ ଡିଜିପିଙ୍କଠାରୁ ସମ୍ମାନିତ ହେଲେ ବଲାଲ ଖାନ

ଛତ୍ରପୁର, ୨୯।୮(ଦିଲ୍ଲୀପ ସାମଲ): ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍‌ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଆଜି ଗଞ୍ଜାମ ପୋଲିସ ଜିଲାର କନଷ୍ଟେବଳ ତଥା କ୍ରୀଡ଼ାବିତ ଏବଂ ଛତ୍ରପୁରର…

ଯୁବକଙ୍କ ଉପରେ ମାଡିଯାଇ ୨ ଟି ଘରେ ଚଢିଗଲା ଗ୍ୟାସ ବୋଝେଇ ଟ୍ରକ, ଗାଡି ଧରି ଚମ୍ପଟ ମାରୁଥିବାବେଳେ…

ଧରାକୋଟ,୨୯।୮: ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ଛକରେ ସିରିଜ ଦୁର୍ଘଟଣା। ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ ଦୋକାନ ସହ ଜଣେ ବ୍ୟକ୍ତିଙ୍କ ଘର ଓ ଗୋଟିଏ ବାଇକ…

ଓଡ଼ିଶାରେ ବଡ଼ ଘୋଷଣା କଲେ ଓମ ବିର୍ଲା! SC/ST ଜାତୀୟ ସମ୍ମିଳନୀରେ କହିଲେ…

ଭୁବନେଶ୍ୱର,୨୯।୮: ଆଜି ଓଡ଼ିଶା ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯାହାକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ଓମ ବିର୍ଲା ଉଦ୍‌ବୋଧନ ଦେଇ…

ବଡ଼ଗଡ଼ ବ୍ରିଟ୍‌ କଲୋନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ସିସିଟିଭିରେ ବଡ଼ ଖୁଲାସା!

ଭୁବନେଶ୍ୱର,୨୯।୮: ବଡ଼ଗଡ଼ ବ୍ରିଟ୍‌ କଲୋନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ସନ୍ଦେହରେ ୨ ଯୁବତୀ । ଝୁଲନ୍ତା ଅବସ୍ଥାରେ ଥିବା ଯୁବକଙ୍କ ନିକଟରୁ ମୋବାଇଲ ନେଇ ଛୁ ମାରିଲେ ୨ ଯୁବତୀ। ଯାହାକୁ ନେଇ ଚର୍ଚ୍ଚା ସନ୍ଦେହରେ ୨ ଯୁବତୀ ଥିବା…

କଳାହାଣ୍ଡିରେ ନୂଆଁଖାଇ: ଖିରି, ପିଠାରେ ମହକିଲା ଘର; ପରମ୍ପରାକୁ ନ ଭୁଲି …

ଭବାନୀପାଟଣା,୨୮ା୮(ଉତ୍ତମ କୁମାର ଦାଶ)- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଗୁରୁବାର କଳାହାଣ୍ଡି ଜିଲାରେ ଧୁମଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ ୯ଟା ୫୦ରେ ନବାନ୍ନ ଲାଗିଥିଲା। ପରେ ସହରର ପ୍ରତ୍ୟେକ ବର୍ଗର ଲୋକ ମହାପ୍ରଭୁଙ୍କୁ…

ନଦୀ ପାର୍‌ ପାଇଁ ସାହାରା ପାଲଟିଛି ଦୌଡି: ବିପଦସଙ୍କୁଳ ଅବସ୍ଥାରେ ଯାଉଛନ୍ତି ଗ୍ରାମବାସୀ

ମୋହନା, ୨୮।୮( ମନ୍ମଥ ମିଶ୍ର ): ନଦୀ ପାର ପାଇଁ ଦୌଡି ହିଁ ପାଲଟିଛି ଗ୍ରାମବାସୀଙ୍କ ସାହା ଭରସା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତ ବାଙ୍କୀଝୋଳା ଗାଁରେ। କିଛିଦିନ ହେବ…

ଶିମିଳିପାଳ ଲୁଲୁଙ୍ଗ ବୁଲିବା ପାଇଁ ବାହାରିଥିଲେ ୨ ନାବାଳକ, ବାଟରେ ଘଟିଲା…

ବାରିପଦା,୨୮ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା-ଲୁଲୁଙ୍ଗ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବାଙ୍ଗରିପୋଷି ଥାନା ଅଧିନ ଭବାଡିହା ଗ୍ରାମର ନବୀନ ନାଏକଙ୍କ ପୁଅ ରାକେଶ (୧୩) ଓ ଦିବାକର…

ବିଭିନ୍ନ ଦୋକାନରେ ଅଚାନକ ଚଢ଼ାଉ: ୧୮୭ ଲିଟର ବିଦେଶୀ ମଦ ଜବତ

ରିଷିଡା,୨୮।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଭିରକାପଡା, ଫଟାମୁଣ୍ତା ତେରେସିଂହା ଛକର ବିଭିନ୍ନ ଦୋକାନରେ ବୁଧବାର ଅଚାନକ ଚଢ଼ାଉ କରି ସଂପୃକ୍ତ ବେପାରୀମାନଙ୍କ ଠାରୁ ବିଭିନ୍ନ ପ୍ରକାର ୧୮୭ ଲିଟର ବିଦେଶୀ ମଦ ଜବତ ହୋଇଛି।…

ନୂଆଖାଇ ଭେଟଘାଟ, ଏକାଠି ନବାନ୍ନ ଖାଇଲେ ୧୦୦ ପରିବାର

ରିଷିଡା,୨୮ା୮(ସୁଶାନ୍ତ ମଲ୍ଲିକ): ଉତ୍ସାହ ଉଦ୍ଦୀପନାର ସହ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଗୁରୁବାର ଧୂମଧାମରେ ପାଳିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କ ଉଦ୍ୟମରେ ଲୋକେ ରାଗରୁଷା ଭୁଲି ଏକାଠି ବସି ସମସ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?