ଆରମ୍ଭ ହେଲା ମା’ ସପ୍ତକୁଟୁଣି ଠାକୁରାଣୀଙ୍କ ଯାତ୍ରା,ଉତ୍ସବ ମୁଖର ମଙ୍ଗରାଜପୁର ଗାଁ
ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗାଁର ମାଁ ସପ୍ତକୁଟୁଣି ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଗୁରୁବାର ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ବିଳମ୍ବିତ ରାତିରୁ ଶୁଭାରମ୍ଭ ହୋଇଛି। ଦୂର ଦୁରାନ୍ତରେ ଥିବା ବହୁ...
ଦିଗପହଣ୍ଡିରେ କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍ଘାଟିତ
ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆଠାରେ ଗୁରୁବାର ଦିଗପହଣ୍ଡି କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ସ୍ଥାନୀୟ ଗ୍ରାଉଣ୍ଡ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଟୁର୍ନାମେଣ୍ଟ ଉଦଘାଟନୀ ସମାରୋହରେ ଭାଜପା ରାଜ୍ୟପରିଷଦ ସଦସ୍ୟ ପରେଶ...
ଭିଜିଲାନ୍ସ ଜାଲରେ ଦଶମନ୍ତପୁର ସିଡିପିଓ
କୋରାପୁଟ,୨।୫(ଅମିତାଭ ବେହେରା): ଭିଜିଲାନ୍ସ ଜାଲରେ ସିଡିପିଓ। ଲାଞ୍ଚ ନେବା ବେଳେ କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଳା ଦାସ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତେବେ ସେ ଜଣେ ଅଙ୍ଗନଓ୍ବାଡ଼ି ସହାୟକାଙ୍କଠାରୁ ବକେୟା ଦରମା କରାଇଦେବା ପାଇଁ ୧୦ହଜାର...
ଗଜପତିରେ ପାସ୍ ହାର ୯୯.୩୫%: ରାଜ୍ୟରେ ସର୍ବାଧିକ, କେକ୍ କାଟି ଉତ୍ସବ ମନାଇଲେ ଜିଲା ଶିକ୍ଷାଧିକାରୀ
ପାରଳାଖେମୁଣ୍ଡି,୨।୫(ଗିରିଧାରୀ ପରିଚ୍ଛା): ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି। ରାଜ୍ୟରେ ପାସ ହାର ପ୍ରାୟ ୯୫ ପ୍ରତିଶତ ଥିବା ବେଳେ ଗଜପତି ଜିଲ୍ଲାରେ ସର୍ବାଧିକ ୯୯.୩୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାକି ଚଳିତ ବର୍ଷ ଓଡିଶାରେ...
ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ପୁରସ୍କୃତ ହେଲେ ଓଡ଼ିଆ ଝିଅ ଜାଗୃତି
ପାଇକମାଳ,୨।୫(ବଡ ଶତପଥୀ) : ସୁପ୍ରିମକୋର୍ଟରେ ଜାତୀୟ ଆଇନଗତ ସେବା ପ୍ରାଧିକରଣ ଆନୁକୁଲ୍ୟରେ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଜାତୀୟ ରିଲ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ବରଗଡ଼ ଜିଲା ପାଇକମାଳ ବ୍ଳକ ଜାମସେଠ ଗାଁର ଝିଅ ଜାଗୃତି...
ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ,ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର
ପୋଲସରା,୨ା୫(ସୁବ୍ରତ ବେହେରା): ସୁରଟରେ ଗତ ୨୯ ତାରିଖରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମ କୁମ୍ଭାର ସାହିର କାହ୍ନୁ ବେହେରା (୪୨)। ସ୍ତ୍ରୀ, ଦୁଇଟି ଝିଅ ଏବଂ...
କୋରାପୁଟ ଜିଲାରେ ପାସ ହାର ୯୨.୮୩%, ରାଜ୍ୟରେ ସର୍ବନିମ୍ନ
କୋରାପୁଟ,୨।୫(ଅମିତାଭ ବେହେରା): ରାଜ୍ୟରେ ଦଶମ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଥିବାବେଳେ କୋରାପୁଟ ଜିଲାରେ ପାସ ହାର ୯୨.୮୩ ପ୍ରତିଶତ ରହିଛି। ଏହା ରାଜ୍ୟରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ତେବେ ଜିଲାରେ ଚଳିତ ବର୍ଷ ମୋଟ ୧୪ ହଜାର ୭୩୮ ଜଣ...
ମାଟ୍ରିକ୍ ପରୀକ୍ଷାରେ ଚମକିଲେ ଝିଅ: ପାଟଣା ବ୍ଲକରେ ଏ-୧ ଗ୍ରେଡ୍ ରଖିଲେ ଅନନ୍ୟା-ସାଇସ୍ମିତା
ପାଟଣା,୨।୫(ବୀର କିଶୋର ଦାଶ): ବୋର୍ଡ ଅଫ ସେକେଣ୍ଡାରୀ କଟକ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା ବ୍ଲକର୨ ଜଣ ଛାତ୍ରୀ ଏ -୧ରେ ପାସ ହୋଇଛନ୍ତି। ତୁରୁମୁଙ୍ଗା ଶିଶୁ ମନ୍ଦିର ଛାତ୍ରୀ...
ଗଜପତିରେ ପୁଣି ଲଜ୍ଜା: ଦଶମ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ, ଗିରଫ ଭୟରେ ଫେରାର
ଗଜପତି,୨।୫(ଗିରିଧାରୀ ପରିଛା): ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ। ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ବିରୋଧରେ ଥାନାରେ ରୁଜୁ ହୋଇଛି ମାମଲା। ପରିବାରଲୋକଙ୍କ ଅଭିଯୋଗ କ୍ରମେ ଗାରାବନ୍ଧ ଥାନାରେ ମାମଲା ରୁଜୁ କାଯାଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ...
ଟାଙ୍ଗୀ ଖବରଦାତା ସଂଘ ପାଳନ କଲା ଶ୍ରମିକ ଦିବସ
ନିରାକାରପୁର, ୧।୫(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ସ୍ଥିତ ଶ୍ରୀରାମ ମନ୍ଦିରରେ ଥିବା ପାଠାଘର କକ୍ଷରେ ଗୁରୁବାର ଟାଙ୍ଗୀ ବ୍ଲକ ଖବରଦାତା ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘ...
‘ଶ୍ରମିକମାନେ ସମାଜର ପ୍ରମୁଖ ଅଙ୍ଗ’
ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଗୁରୁବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ କୋର୍ଟ ପରିସରରେ ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ସଚେତନତା...
ଏସ୍ଏସ୍ଡି ବିଦ୍ୟାଳୟ ଶ୍ରେଣୀଗୃହରୁ ୨୦ ଫୁଟ ଲମ୍ବ ବିରାଟକାୟ ଅହିରାଜ ଉଦ୍ଧାର
ଗଜପତି,୩୦।୪ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ବୁଧବାର ସାରେ ପ୍ରାୟ ୨୦ ଫୁଟ ଲମ୍ବର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି l ଗଞ୍ଜାମ ଜିଲା ଚିକିଟିର ସ୍ନେକ...
Archives


