Tag Archives: odisha

ହନୁମାନଙ୍କୁ ମିଛ ହିନ୍ଦୁ ଦେବତା କହି ବିବାଦରେ ଆମେରିକା ନେତା

ହ୍ୟୁଷ୍ଟନ୍‌,୨୪ା୯: ଆମେରିକାର ଜଣେ ରିପବ୍ଲିକାନ୍‌ ନେତା ଭଗବାନ ହନୁମାନଙ୍କୁ ହିନ୍ଦୁମାନଙ୍କ ମିଛ ଦେବତା ବୋଲି କହି ବିବାଦ ସୃଷ୍ଟି କରିଛନ୍ତି। ଏଥିସହିତ ଆମେରିକା ଏକ ଖ୍ରୀଷ୍ଟିଆନ୍‌ ରାଷ୍ଟ୍ର ବୋଲି ସେ ଘୋଷଣା କରିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ସମ୍ପ୍ରଦାୟ ଏବଂ…

ରାଜ୍ୟର ପ୍ରଥମ କ୍ରିଟିକାଲ କେୟାର ବ୍ଲକରେ ବାହାରୁ ପଡ଼ିଛି ତାଲା, ଭିତରୁ ସବୁ ଯନ୍ତ୍ରପାତି ଗାଏବ, ବର୍ଷେ ନ ପୂରୁଣୁ…

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଜିଲାର ଡାକ୍ତରଖାନାଗୁଡିକରେ ଡାକ୍ତର ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ପଦବୀ ଖାଲି ପଡିଛି । ସେହିପରି ଜିଲା ମୁଖ୍ୟ ଡାକ୍ତରଖାନାରେ ହାଡଭଙ୍ଗା ରୋଗୀଙ୍କୁ କାର୍ଡବୋର୍ଡ ଚିକିତ୍ସା ଏବଂ ପରିବାର…

ସମଲେଶ୍ବରୀଙ୍କ ଚନ୍ଦ୍ରଘଣ୍ଟା ବେଶ, ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ

ବରଗଡ଼,୨୪।୯(ପ୍ରେମାନନ୍ଦ ଖମାରୀ): ଶାରଦୀୟ ପୂଜନୋତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀ ବୁଧବାର ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି। ଭକ୍ତମାନେ ଧୂପ, ଦୀପ, ଫୁଲ…

ଆଉ ଏକ ଲଘୁଚାପ: ଏସବୁ ଜିଲାରେ୨୯ ଯାଏ ଅତିପ୍ରବଳ ବର୍ଷା, ଘଡ଼ଘଡ଼ି ନେଇ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୩।୯(ବନ୍ଦନା ସେଠୀ): ଲଗାତର ପଛକୁ ପଛ ଦୁଇଟି ଲଘୁଚାପରେ ସାରା ଓଡ଼ିଶା ଭିଜିବା ସହିତ ଏଥର ପାର୍ବଣ ବର୍ଷାରେ ଧୋଇଯିବ। ଲଘୁଚାପ ପ୍ରଭାବରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୯ ତାରିଖ ଯାଏ ପ୍ରବଳ ବର୍ଷା ଚେତାବନୀ ଦିଆଯିବା ସହ…

୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା: ଅପରାଧୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୨୩।୯: ଯାଜପୁର ଜିଲାରେ ଗତ ବର୍ଷ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୫୨ ବର୍ଷୀୟ ଅରକ୍ଷିତା ପରିଡ଼ା ଓରଫ୍‌ କାଲିଆଙ୍କୁ ମଙ୍ଗଳବାର ପୋକ୍ସୋ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛି। ଅତିରିକ୍ତ ଜିଲା ସେସନ୍ସ ଓ ସ୍ପେଶାଲ ପୋକ୍ସୋ କୋର୍ଟ…

ରକ୍ତମୁଖା ହୋଇଗଲେ ବାପା, କଟୁରୀ ଚୋଟରେ ଚାଲିଗଲା ପୁଅଙ୍କ ଜୀବନ

ଧର୍ମଶାଳା,୨୩।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଏଣ୍ଡଳବା ପଞ୍ଚାଯତ ବିଛାଖଣ୍ଡି ଦେଉରି ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ବାପାଙ୍କ କଟୁରୀ ଚୋଟରେ ପୁଅଙ୍କ ଜୀବନ ଯାଇଥିବା ଜଣାପଡିଛି। ମୃତକ ହେଲେ ଶମ୍ଭୁ ନାୟକ(୩୦)। ମିଳିଥିବା ସୂଚନା ଅନୁସାରେ, ପାରିବାରିକ…

ଦଶହରା ଲାଗି ଦାରିଙ୍ଗବାଡ଼ି ଚଳଚଞ୍ଚଳ: ସ୍ଥାପନ ହେଲା ଶୁଭ ଖୁଣ୍ଟି, ଆଡମ୍ବରରେ ପୂଜା ପାଳନ ଲାଗି…

ଦାରିଙ୍ଗବାଡି, ୨୩।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ମଙ୍ଗଳବାର ଦଶହରା ପର୍ବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ଏହି ଅବସରରେ ଦୁର୍ଗା ପୂଜା କମିଟିର ସଭାପତି ଜୟଚଦ୍ର ପଡ୍ରା ପୂଜା କର୍ମରେ କର୍ତ୍ତା ଭାବେ ବସିଥିବା ବେଳେ…

ତପ୍ତପାଣି ଘାଟିରେ ବାଇକ୍‌କୁ ପିଟିଲା ହାଇଓ୍ବା: ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ମଙ୍ଗଳବାର ସାରେ ଏକ ହାଇୱା ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ରାମକୃଷ୍ଣ ପାଣିଗ୍ରାହି(୩୨)।…

ପ୍ରୋତ୍ସାହନ ରାଶି ବୃଦ୍ଧି ପାଇଁ ଧାରଣାରେ ବସିଲେ ଏମବିକେ, ସିଆରପି, ବିଡିଓଙ୍କୁ ଦେଲେ ଦାବିପତ୍ର

ଗଞ୍ଜାମ, ୨୩।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଧୀନରେ କାର୍ଯ୍ୟରତ ଏମବିକେ, ସିଆରପି, କୃଷି ମିତ୍ର ଓ ପ୍ରାଣୀମିତ୍ର ପକ୍ଷରୁ ବିଭିନ୍ନ ଦାବି ନେଇ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପଦର୍ଶନ କରିଛନ୍ତି। ଏଥିସହ ପ୍ରୋତ୍ସାହନ ରାଶି ବୃଦ୍ଧି ଓ…

ପ୍ରବଳ ବର୍ଷାରେ ବେହାଲ ଭୋଗରାଇ: ୨୭ ପର୍ଯ୍ୟନ୍ତ ସମୁଦ୍ର ମନା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୋଗରାଇ,୨୩।୯( ପ୍ରଦୀପ ଦାସ ): ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି । ଏଭଳି ସ୍ଥିତିରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଲାଗୁଆ ପଶ୍ଚିମବଙ୍ଗ ସୀମାନ୍ତ ୨ ମେଦିନୀପୁର ଜିଲାରେ…

GST ହ୍ରାସ ପରେ ରେକର୍ଡ ସଂଖ୍ୟକ କାର୍‌ ବିକ୍ରି: ପ୍ରଥମ ଦିନରେ ଏତେ ସଂଖ୍ୟକ ଗାଡ଼ି ବିକ୍ରି କଲା ମାରୁତି, ହୁଣ୍ଡାଇ ,ଟାଟା

ନୂଆଦିଲ୍ଲୀ, ୨୩।୯: ୨୨ ସେପ୍ଟେମ୍ବର, ୨୦୨୫ ରେ ଭାରତରେ କାର୍ଯ୍ୟକାରୀ ହୋଇଥିବା ନୂତନ GST ୨.୦ କାର୍‌ ବଜାର ପାଇଁ ଏକ ଉପହାରଠାରୁ କମ ନୁହେଁ। ଛୋଟ କାର ଉପରେ GST ୨୮% ରୁ ୧୮% କୁ ହ୍ରାସ କରାଯାଇଛି, ଯାହା…

ପିତୃପକ୍ଷ ଭୋଜନ ସେବା ସମାପ୍ତ: ସହଯୋଗ ଫାଉଣ୍ଡେସନର କାର୍ଯ୍ୟ ପାଇଁ ପ୍ରଶଂସା କଲେ ସହରବାସୀ

ବଲାଙ୍ଗୀର,୨୩,୯(ସୁନିଲ ମହାନ୍ତି): ବଲାଙ୍ଗୀର ସେପ୍ଟେମ୍ବର ୨୦୨୫ ବଲାଙ୍ଗୀର ଜିଲାର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ପିତୃପକ୍ଷ ଭୋଜନ ସେବାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୭ରୁ ଆରମ୍ଭ ହୋଇଥିଲା । ପିତୃପକ୍ଷ ଭୋଜନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri