ରାଇସ ମିଲକୁ କାମ କରିବାକୁ ଯାଇଥିଲେ, ହଠାତ୍ ଅସୁସ୍ଥ ହୋଇପଡିଲା ଦେହ, ତା’ପରେ…
ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଏସ .କୁଣ୍ଡାମାଲ ସ୍ଥିତ ଗଣପତି ଏଗ୍ରୋ ରାଇସ ମିଲରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଦୁଃଖହରି ମେହେର (୪୦) । ସେ ବଳଦିଆମାଲ…
ଧୂମ୍ଧାମରେ ପାଳନ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା, ପୁରୁଷ
ଗଞ୍ଜାମ,୬।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ବଡ଼ ବଜାରଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି । ପ୍ରତିବର୍ଷ ବଡ଼ ବଜାର ବଣିକ ସଙ୍ଘ ପକ୍ଷରୁ ଏହା ପାଳନ କରାଯାଉଛି । ସଙ୍ଘ ସଭାପତି, ସମ୍ପାଦକ କାହ୍ନୁଁ ଚରଣ ପଣ୍ଡା,…
ଓଡ଼ିଶାରେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ପ୍ରବଳ ଝଡ଼ବର୍ଷା ସମ୍ଭାବନା: ଚେତାବନୀ ଦେଲା ଆଇଏମଡି
ଭୁବନେଶ୍ୱର,୬ା୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଓଡ଼ିଶାରେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ଝଡ଼ବର୍ଷା, ଘୂର୍ଣ୍ଣିଝଡ଼ ଓ ହାଲୁକାରୁ ମଧ୍ୟମ ବର୍ଷା ଜାରି ରହିବ। ଉତ୍ତର ବିହାରରୁ ଝାଡ଼ଖଣ୍ଡ ଦେଇ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଥିବା ଟ୍ରଫ୍ ଲାଇନ ଏବେ କମ୍…
ବରଗଡ଼ ପୋଲିସର ବଡ଼ ଆକ୍ସନ: ପିସ୍ତଲ, ଗୁଳି ସହିତ ୧୫୦୦ କଫ ସିରପ ଜବତ, ବନ୍ଧା ହେଲେ ୧୫ ଅଭିଯୁକ୍ତ
ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରାଧ ନିୟନ୍ତ୍ରଣ ପାଇଁ ଆକ୍ସନ ମୋଡରେ ରହିଛି । ସୋମବାର ୧୫ଜଣିଆ ଏକ ଅପରାଧୀ ଗ୍ୟାଙ୍ଗକୁ ଧରିଛି ପୋଲିସ। ଗିରଫ ହୋଇଥିବା ଅପରାଧୀ ଗ୍ୟାଙ୍ଗ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାର ଅଭିଯୁକ୍ତମାନେ ରହିଛନ୍ତି।…
ଜିଲାର ନାଁ ରଖିଲେ ପ୍ରମୋଦ: ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର
ତୁମୁଡିବନ୍ଧ, ୬।୧୦(ଦୀପକ କୁମାର ପରାସେଠ): ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର । ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ଦୁର୍ଗମ ପଞ୍ଚାୟତ ଲଙ୍କାଗଡ଼ର ସୁନା…
ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ତାରିଖ ଘୋଷଣା: ବିଳମ୍ବ କଲେ ଏତେ ଟଙ୍କା ଫାଇନ୍
ଭୁବନେଶ୍ୱର,୬।୧୦: ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ନେଇ CHSE ତାରିଖ ଘୋଷଣା କରିଛି। ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଫର୍ମ ଭରିବେ। ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମଫିଲପ କରିବେ। ତେବେ ଫର୍ମଫିଲପ…
ରାଜ୍ୟର ଏସବୁ ଜିଲାରେ ନୂଆ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଖୋଲିବେ ସରକାର
ଭୁବନେଶ୍ୱର,୬।୧୦: ରାସ୍ତା ଦୁର୍ଘଟଣା ହ୍ରାସ କରିବା ପାଇଁ ଓଡ଼ିଶା ସରକାର ଅନୁଗୁଳ, ସମ୍ବଲପୁର ଓ କୋରାପୁଟ ଜିଲାରେ ତିନୋଟି ନୂଆ ଡ୍ରାଇଭିଂ ତାଲିମ ଓ ଗବେଷଣା ପ୍ରତିଷ୍ଠାନ (IDTR) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ କେନ୍ଦ୍ର ପାଇଁ ପ୍ରାୟ ୨୫…
ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ, ଚିକିତ୍ସାଳୟରେ ଆରମ୍ଭ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ, ପନ୍ଦର ଦିନ ଧରି…
ବଲାଙ୍ଗୀର, ୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର, ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସୋମବାର ଶାରଦୀୟ ବିରେଚନ ପକ୍ଷ ଉଦ୍ଘାଟନ ହୋଇଯାଇଛି । ରବିବାର ପଞ୍ଚକର୍ମ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଶାରଦୀୟ ବିରେଚନ ପକ୍ଷକୁ ଅଧ୍ୟକ୍ଷ ପ୍ରଫେସର ଡାକ୍ତର…
ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ: ଗିରଫ ସଂଖ୍ୟା ୧୧୯କୁ ବୃଦ୍ଧି
ଭୁବନେଶ୍ୱର,୫ା୧୦: ଓଡ଼ିଶା ପୋଲିସ ସବ୍-ଇନ୍ସ୍ପେକ୍ଟର (ଏସ୍ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱରର ଅରବିନ୍ଦ ଦାସଙ୍କୁ ଗିରଫ କରାଯାଇ ତାଙ୍କ ଠାରୁ ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇଛି। ଏହାସହ ଗିରଫ ସଂଖ୍ୟା ୧୧୯କୁ ବୃଦ୍ଧି…
କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ତାରିଖକୁ ନେଇ ଦ୍ୱନ୍ଦ୍ୱ
ଭୁବନେଶ୍ୱର,୫ା୧୦: ଓଡ଼ିଶାରେ ପାରମ୍ପରିକ ଭାବେ ଗୋଟିଏ ଦିନରେ ପାଳନ କରାଯାଉଥିବା କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ତାରିଖକୁ ନେଇ ଚଳିତ ଦ୍ୱନ୍ଦ୍ୱ ଦେଖାଦେଇଛି। କ୍ୟାଲେଣ୍ଡରରେ ଏକ ପାର୍ଥକ୍ୟ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି। ଗଜଲକ୍ଷ୍ମୀ ପୂଜା ସୋମବାର ପାଳନ…
ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ୨୦ ମିଟର ଯାଏ ଘୋଷାଡ଼ି ନେଲା ବାଇକ୍; ଚାଲିଗଲା…
ବଲାଙ୍ଗୀର,୫।୧୦(ସୁନୀଲ ମହାନ୍ତି): ବଲାଙ୍ଗୀର ଚୁଡାପାଲି ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ଜଣେ ଚାଷୀ ନିଜ ଚାଷ ଜମିକୁ ଚାଲି ଚାଲି ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର…
ତୁଷୁରା ତେଲ ନଦୀ ବ୍ରିଜ ଉପରୁ ଡେଇଁ ପଡ଼ିଲେ ବୃଦ୍ଧ, ଚାଲିଗଲା…
ବଲାଙ୍ଗୀର,୫।୧୦(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ଉପରୁ ଜଣେ ବୃଦ୍ଧ ଡେଇଁ ପଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ବୃଦ୍ଧ ଜଣକ ହେଲେ ତୁଷୁରା ଥାନା ଅନ୍ତର୍ଗତ ଧାନଘରା ଗ୍ରାମର କୀର୍ତ୍ତି ରଣା( ୭୫ )।…
Archives


