Tag Archives: odisha

ହୁତୁ ହୁତୁ ହୋଇ ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି, ଚାଳକ…

ରାୟଗଡ଼ା,୭।୧୦(ଆଶିଷ ରଞ୍ଜନ ପଣ୍ଡା)- ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି। ଅଳ୍କକେ ବର୍ତ୍ତିଗଲେ ଚାଳକ। ଏଭଳି ଏକ ଘଟଣା ରାୟଗଡ଼ା ସଦର ବ୍ଲକ ଚାନ୍ଦିଲି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଥାନା ଅନ୍ତର୍ଗତ ଜେକେପୁର ସ୍ଥିତ ଜେକେ ସାଇକଲ ଦୋକାନ ମାଲିକ ଏମ୍‌…

ଜାଣିଛନ୍ତି କି… ଗଣିତରେ କାହିଁକି ମିଳେ ନାହିଁ ନୋବେଲ ପୁରସ୍କାର?  

ନୂଆଦିଲ୍ଲୀ,୭।୧୦: ସାରା ବିଶ୍ୱରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ମଧ୍ୟରୁ ଗୋଟିଏ ହେଲା ନୋବେଲ ପୁରସ୍କାର। ଏନେଇ ଘୋଷଣା ଆରମ୍ଭ ହୋଇଛି। ୬ ଟି ବିଷୟରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସେଗୁଡ଼ିକ ହେଲା ଶାନ୍ତି, ସାହିତ୍ୟ, ସାଇକୋଲୋଜି(ମନୋବିଜ୍ଞାନ) ନଚେତ ମେଡିସିନ, ଫିଜିକ୍ସ(ଭୌତିକ…

୩୨ ବର୍ଷରେ ମନୋହରପୁର ଗଜଲକ୍ଷ୍ମୀ ପୂଜା: ମା’ଙ୍କ ଦର୍ଶନ ପାଇଁ ପହଞ୍ଚିଲେ ବିଧାୟକ-ପୌରାଧ୍ୟକ୍ଷା, ମନ ଜିଣୁଛି…

ବଲାଙ୍ଗୀର,୭।୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମନୋହରପୁର ରିଜର୍ଭ ପୋଲିସ ଛକଠାରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ୩୨ବର୍ଷରେ ପଦାର୍ପଣ କରିଛି। ଏଥିନେଇ ରବିବାର କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସୋମବାର ଯଥାରୀତି ପୂଜା ଆରମ୍ଭ ହୋଇ ଚକ୍ଷୁଦାନ…

ଶ୍ୱଶୁର ଘରେ ପଶି ଜ୍ୱାଇଁଙ୍କ ହାଇଡ୍ରାମା: ଶାଶୁଙ୍କୁ ଆକ୍ରମଣ ସହ ଅସଦାଚରଣ ପରେ ଜେଲ ଗଲେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖଇରପଙ୍କ ଗ୍ରାମର ବି. ହରି କନ୍ୟାରିଙ୍କୁ ମଙ୍ଗଳବାର କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ଗିରଫ କରି ସାରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୪୩/୨୫…

ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା, ରାଜନୀତରେ ହଲଚଲ

ନୂଆପଡା,୭।୧୦: ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ କମ୍ପିଲାଣି ପ୍ରଚାର ମୈଦାନ । ନୂଆପଡା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ପ୍ରସ୍ତୁତ କଲେଣି ରଣନୀତି । ଏହାରି ଭିତରେ କଂଗ୍ରେସ କରିଛି ବଡ଼ ଘୋଷଣା। ନୂଆପଡା ପାଇଁ…

ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉଦ୍‌ଯାପିତ, ପୂର୍ଣ୍ଣାହୁତିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନୀଳାଦ୍ରି ବିହାର ୨ୟ ଲେନରେ ଅନୁଷ୍ଠିତ ମା ’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ପୂଜା ମଣ୍ଡପରେ ଦୁଇ ଦିନ ବ୍ୟାପୀ ଚାଲିଥିବା ହୋମଯଜ୍ଞ ମଧ୍ୟାହ୍ନରେ ପୂର୍ଣ୍ଣାହୁତି…

ଆକ୍ସନ ମୋଡରେ ବରଗଡ଼ ପୋଲିସ: ପିସ୍ତଲ, ଗୁଳି ସହ ପୁଣି ୨ ପେଶାଦାର ଅପରାଧୀଙ୍କୁ…

ବରଗଡ଼,୭।୧୦(ପ୍ରେମାନନ୍ଦ ଖମାରୀ )- ଆକ୍ସନ ମୋଡରେ ବରଗଡ଼ ଜିଲା ପୋଲିସ । ସୋମବାର ୫ ଦେଶୀ ପିସ୍ତଲ, ୨୦ ଗୁଳି ସହିତ ୧୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଏହାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ବରଗଡ଼ ଟାଉନ…

SI ପରୀକ୍ଷା ଜାଲିଆତି: ଜଳଜଳ ଦିଶୁଛି ରାଜନୈତିକ ଲିଙ୍କ୍‌, ନେତାଙ୍କୁ ବାନ୍ଧିବ କି କ୍ରାଇମବ୍ରାଞ୍ଚ ?

ଭୁବନେଶ୍ୱର,୭।୧୦: ଓଡ଼ିଶା ପୋଲିସ ସବ-ଇନ୍ସ୍‌ପେକ୍ଟର (ଏସ୍‌ଆଇ) ନିଯୁକ୍ତି ଜାଲିଆତିରେ ଛାନବିନ୍ ଯେତେ ଗଭୀର ହେଉଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମଙ୍ଗଳବାର କ୍ରାଇମ୍‌ ବ୍ରାଞ୍ଚ୍‌ ଏବେ ଏହି ମାମଲାରେ ଷଷ୍ଠ ମଧ୍ୟସ୍ଥ ଭାବେ ଗିରଫ ଚନ୍ଦନ ମଲ୍ଲିକଙ୍କର ରାଜନୈତିକ…

OPRB କୁ ଜବାବ ମାଗିଲେ ସରକାର, ଆଉଟସୋର୍ସିଂକୁ କାହିଁକି ଦେଇଥିଲ ଦାୟିତ୍ୱ ?

ଭୁବନେଶ୍ୱର,୭।୧୦: ପୋଲିସ ସବ-ଇନ୍ସ୍‌ପେକ୍ଟର (ଏସ୍‌ଆଇ) ଭର୍ତ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ବିବାଦରେ ଓଡ଼ିଶା ସରକାର ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB)କୁ ଘରୋଇ କମ୍ପାନୀଗୁଡ଼ିକୁ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ କରିବା ପାଇଁ ଜବାବ ମାଗିଛନ୍ତି। ସରକାରୀ ନିଷେଧାଜ୍ଞା ସତ୍ତ୍ୱେ…

ଓଡ଼ିଶା ସରକାରଙ୍କ ବଡ ଘୋଷଣା: ପ୍ରି-ମ୍ୟାଟ୍ରିକ, ପୋଷ୍ଟ-ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଢ଼ିଲା ସ୍କଲାରସିପ

କଟକ,୭ା୧୦: ଓଡ଼ିଶା ସରକାର ରାଜ୍ୟର ପ୍ରମୁଖ ଶିକ୍ଷା ଯୋଜନା ”ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା ଓ ଅନ୍ୱେଷା ଯୋଜନା” ଅଧୀନରେ ପ୍ରି-ମେଟ୍ରିକ ଓ ପୋଷ୍ଟ-ମେଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ବୃତ୍ତି ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ପ୍ରି-ମେଟ୍ରିକ ଛାତ୍ରଛାତ୍ରୀଙ୍କ ବୃତ୍ତି…

ସ୍ତ୍ରୀ ସାଜିଲା ସଇତାନ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିବାକୁ ରଚିଥିଲେ ଷଡଯନ୍ତ୍ର, ଦୁର୍ଗା ପୂଜା ରାତିରେ…

ପାଟଣା,୭।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାର ପଡ଼ା ବ୍ଲକ ମୁଖ୍ୟାଳୟରୁ ମାଟିଆ ଗୁନିକୁ ସଂଲଗ୍ନ କରୁଥିବା ରାସ୍ତାର ସାହାର ପଡ଼ା କଲେଜ ସମ୍ମୁଖ ରାସ୍ତା କଡ ବିଲରୁ ଜଣେ ବ୍ୟକ୍ତଙ୍କ ମୃତଦେହ ମିଳିଛି। ସେ ହେଲେ ମୟୂରଭଞ୍ଜ…

ଜିଲାପାଳଙ୍କୁ ଭେଟିଲେ OASରେ ସଫଳତା ପାଇଥିବା ଜନକ, ଭବିଷ୍ୟତରେ ଆଇଏଏସ୍‌ ହେବାକୁ ଲକ୍ଷ୍ୟ

ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ ): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପରୀକ୍ଷାରେ ୩୨୭ ନମ୍ବର ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜନକ କୁମାର ତରାଇ ସୋମବାର ଜିଲାପାଳ ଭି କୀର୍ତ୍ତି ଭାସନଙ୍କୁ ଭେଟିଛନ୍ତି। ଏହି ଅବସରରେ ଜିଲପାାଳ ଜନକଙ୍କୁ ଏକ ମାନପତ୍ର ପ୍ରଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri