ସ୍ମାର୍ଟ ମିଟର ବର୍ଜନ ପାଇଁ ମେଳି, ଟାଟା ବିରୁଦ୍ଧରେ ଆନ୍ଦୋଳନ ପାଇଁ ସଜବାଜ…
ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଦିନକୁ ଦିନ ଟାଟା ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ ଶାସନରେ ଅତିଷ୍ଠ ହୋଇ ପଡିଲେଣି ବିଦ୍ୟୁତ ଉପଭୋକ୍ତା l ପ୍ରତ୍ୟେକ ଗ୍ରାହକଙ୍କ ଘରେ ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା ଓ ସ୍ମାର୍ଟ ମିଟର ଲାଗିବା ପରେ ମୋଟା ଅଙ୍କର ବିଲ,…
ବଟେଶ୍ୱର ପୀଠରେ ଯାତ୍ରା: ପ୍ରବଳ ଭକ୍ତ ସମାଗମକୁ ନେଇ ଟ୍ରାଫିକ, ଭକ୍ତଙ୍କ ସୁରକ୍ଷା ଉପରେ…
ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ସ୍ଥିତ ବଟେଶ୍ୱର ପୀଠରେ କାର୍ତ୍ତିକ ମାସର ଚାରୋଟି ସୋମବାର ପାଇଁ ଯାତ୍ରା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାତ୍ରା ପରିଚାଳନା କମିଟି ସଭାପତି ରଙ୍କନିଧି ସ୍ବାଇଁ ସଭାପତିତ୍ୱ…
କୋର୍ କମିଟି ବୈଠକ ପରେ ଏକ କ’ଣ କହିଲେ ବସନ୍ତ? ତେବେ କ’ଣ ଖୁବ୍ଶୀଘ୍ର ଜୟଙ୍କୁ…
ଭୁବନେଶ୍ୱର,୧୨।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଭାଜପା କୋର୍ କମିଟି ବୈଠକରେ ରଣନୀତି ପ୍ରସ୍ତୁତି ହୋଇଛି। ଏହି ବୈଠକ ପରେ ବରିଷ୍ଠ ଭାଜପା ନେତା ବସନ୍ତ ପଣ୍ଡା ବଡ଼ ବୟାନ ଦେଇଛନ୍ତି। ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ…
ଓଡ଼ିଶାରେ ବର୍ଷା ପରେ ଲମ୍ବା ଆସୁଛି ଅସମ୍ଭାଳ ଶୀତ: ମୌସୁମୀ ବାୟୁ ପ୍ରତ୍ୟାହାର ଆରମ୍ଭ
ଭୁବନେଶ୍ୱର,୧୨।୧୦: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଓ ତେଲେଙ୍ଗାନାର କିଛି ଅଞ୍ଚଳରୁ ଆଗାମୀ ୨୪ ଘଣ୍ଟା ଭିତରେ ଆହୁରି ପ୍ରତ୍ୟାହାର ହେବାର ଅନୁକୂଳ ପରିସ୍ଥିତି ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ରବିବାର ଜଣାଇଛି। ଅକ୍ଟୋବର ଆରମ୍ଭରେ ଡିପ୍ରେସନ୍ ପ୍ରଭାବରେ…
ବାରିପଦା ବଡ଼ ମେଡିକାଲରୁ ଚୋରି ଶିଶୁ ବୈଶିଙ୍ଗାରୁ ଉଦ୍ଧାର: ମହିଳା ଆଉ ସ୍ବାମୀଙ୍କୁ ବାନ୍ଧିଲା…
ବୈଶିଙ୍ଗା,୧୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ବଡ଼ ମେଡ଼ିକାଲରୁ ଚୋରି ହୋଇଥିବା ଶିଶୁକୁ ଶନିବାର ଅପରାହ୍ନରେ ବୈଶିଙ୍ଗା ବଜାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଏଥିସହ ଶିଶୁ ଚୋରି କରିଥିବା ମହିଳାଙ୍କୁ ମଧ୍ୟ ଗିରଫ କରିଛି ବାରିପଦା ପୋଲିସ। ପ୍ରାପ୍ତ ସୂଚନା ମୁତାବକ,…
ଅଟୋ ଚାଳକରୁ ହୋଇଥିଲେ ସରପଞ୍ଚ, ଧମକ ଯୋଗୁ ପଦ ଛାଡ଼ିଦେଲେ…
ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ)- ସରପଞ୍ଚ ପଦ ପାଇଁ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାସତ୍ତ୍ୱେ ନିର୍ବାଚନୀ ମଇଦାନରେ କିଏ ଜିତୁଛନ୍ତି ତ ଆଉ କେହି ହାରୁଛନ୍ତି। ତେବେ ବରଗଡ଼ ବ୍ଲକ ବରାହଗୋଡା ପଞ୍ଚାୟତରେ ଅଟୋ ଚାଳକରୁ…
ଲର୍କିପାଲି ଆର୍ ଆର୍ କଲୋନୀ ହାଇସ୍କୁଲ ଉଦ୍ଘାଟନ କଲେ MP ସଙ୍ଗୀତା କୁମାରୀ ସିଂଦେଓ
ବଲାଙ୍ଗୀର, ୧୧।୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଲର୍କିପାଲି ସ୍ଥିତ ଆର୍ ଆର୍ କଲୋନୀ ହାଇସ୍କୁଲକୁ ଶୁକ୍ରବାର ବଲାଙ୍ଗୀର ଲୋକ ସଭା ଏମ୍ପି ସଙ୍ଗୀତା କୁମାରୀ ସିଂଦେଓ ଉଦଘାଟନ କରିଛନ୍ତି। ଶୁଭ ଉଦଘାଟନ ପରେ ସ୍କୁଲ ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା…
ନାଁକୁ ଅଟୋରେ ଥିଲେ ଯାତ୍ରୀ, କରୁଥିଲେ ଗଞ୍ଜେଇ ଚାଲାଣ: ମାଡ଼ି ବସିଲା ପୋଲିସ
ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ପୋଡ଼ାମାରି ପୋଲିସ ଚେକ ଗେଟ ନିକଟରେ ଗାଡ଼ି ଚେକିଂ କରୁଥିଲେ। ଗଜପତି ଜିଲା…
ପାନ ଦୋକାନରେ ବିକୁଥିଲେ ବିଦେଶୀ ମଦ, ଚଢ଼ାଉ କଲା ଅବକାରୀ ବିଭାଗ, ଅଭିଯୁକ୍ତ…
ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ଥିବା ନିରଞ୍ଜନ ବେହେରାଙ୍କ ପାନ ଦୋକାନରୁ ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ୧୧୧ ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର…
IPL ମେଗା ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ କରିବ ବଡ଼ ପରିବର୍ତ୍ତନ: ଏହି ଷ୍ଟାର କ୍ରିକେଟରଙ୍କୁ ଦେବ ବାଦ୍!
ନୂଆଦିଲ୍ଲୀ,୧୧।୧୦: IPL ୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ଏବଂ ଦଳଗୁଡ଼ିକ ସେମାନଙ୍କ ଦଳରେ ପରିବର୍ତ୍ତନ ପାଇଁ ଆଲୋଚନାକୁ ତୀବ୍ର କରିଛନ୍ତି। ରାଜସ୍ଥାନ ରୟାଲ୍ସ ମଧ୍ୟ ପ୍ରମୁଖ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛି। ଗତ ସିଜନରେ ଦଳର ପ୍ରଦର୍ଶନ ଆଶାଠାରୁ କମ…
OSRTC ବସ୍ ଗାଡିଆପଡା ଘାଟିରେ ଦୁର୍ଘଟଣାଗ୍ରସ୍ତ: କଣ୍ଡକ୍ଟର ମୃତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଖଜୁରୀପଡ଼ା,୧୧।୧୦ ( ବିଦୁର ବେହେରା ): ଲାଞ୍ଜିଗଡରୁ କଟକକୁ ଯାତ୍ରା କରୁଥିବା ଯାତ୍ରୀବାହୀ ଓଆରଏସଟିସି ବସ୍ ଗାଡିଆପଡା ଘାଟିର ଏସ ବୁଲାନିରେ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କଣ୍ଡକ୍ଟର ସୌମ୍ୟ ରଞ୍ଜନ ଦାସ(୨୪)ମୃତ ହୋଇଥିବା ବେଳେ ବସ ଚାଳକ ଟୁଟୁ…
ମଶାଧୂପ ନିଆଁରୁ ବାଣରେ ଲାଗିଲା ନିଆଁ: ମା’ ପୁଅ ଗୁରୁତର
ଜଳେଶ୍ୱର,୧୧।୧୦( ନବୀନ ସାହୁ): ବାଣ ବିସ୍ଫୋରଣରେ ମା’ ପୁଅ ଗୁରୁତର। ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଶାଳିକୋଠା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଶାଳୀକୋଠା ଗ୍ରାମର ସୁନିତା ଦତ୍ତଙ୍କୁ ସେହି ଗ୍ରାମର ଜନୈକ ବ୍ୟବସାୟ ବାଣ ତିଆରି କରିବା…
Archives


